ଜୀବନ ହାରିଲେ ଯବାନ, ସର୍ଭିସ୍‌ ରାଇଫଲରୁ ନିଜକୁ କଲେ ଗୁଳି

କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡ଼ାର ୨୦୨ କୋବ୍ରା ବାଟାଲିୟନ୍‌ ଯବାନ ନିଜ ସର୍ଭିସ୍‌ ରାଇଫଲରୁ ଗୁଳି କରି  ଆଜି ଆତ୍ମହତ୍ୟା କରିଛନ୍ତି। ମୃତ ଯବାନ ହେଲେ ଶଙ୍କର ପ୍ରସାଦ। ତାଙ୍କ ଘର ଦିଲ୍ଲୀରେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

jawan

Rakesh Mallick
  • Published: Sunday, 19 March 2017
  • , Updated: 19 March 2017, 02:52 PM IST

Related story