ଜନ୍ତରମନ୍ତରରେ ଗର୍ଜିବ ମହାନଦୀ ବଞ୍ଚାଅ ଦାବି

ଭୁବନେଶ୍ୱର: ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହେଉଛି ୫ଦିନିଆ ମହାନଦୀ ବଞ୍ଚାଅ ଆନ୍ଦୋଳନ।  ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ଉପରେ ଚାପ ପକାଇବା ସହ ଦୃଷ୍ଟି ଆକର୍ଷଣ ପାଇଁ ଆଗାମୀ ଓଡ଼ିଶା ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି। ମହାନଦୀର ସୁରକ୍ଷା ପାଇଁ ଆଜି ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଦେବେ ଆଗାମୀ ଓଡ଼ିଶାର ୨୦୦ରୁ ଅଧିକ ସଦସ୍ୟ।  ଏଥିପାଇଁ ସଦସ୍ୟମାନେ ଦିଲ୍ଲୀରେ ପହଞ୍ଚିସାରିଛନ୍ତି।

mahanadi-bridge

Rakesh Mallick
  • Published: Tuesday, 08 August 2017
  • , Updated: 08 August 2017, 09:24 AM IST

ଭୁବନେଶ୍ୱର: ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହେଉଛି ୫ଦିନିଆ ମହାନଦୀ ବଞ୍ଚାଅ ଆନ୍ଦୋଳନ।  ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ଉପରେ ଚାପ ପକାଇବା ସହ ଦୃଷ୍ଟି ଆକର୍ଷଣ ପାଇଁ ଆଗାମୀ ଓଡ଼ିଶା ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି।

ମହାନଦୀର ସୁରକ୍ଷା ପାଇଁ ଆଜି ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଦେବେ ଆଗାମୀ ଓଡ଼ିଶାର ୨୦୦ରୁ ଅଧିକ ସଦସ୍ୟ।  ଏଥିପାଇଁ ସଦସ୍ୟମାନେ ଦିଲ୍ଲୀରେ ପହଞ୍ଚିସାରିଛନ୍ତି।

Related story