ମହାନଦୀର ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ବିବାଦ: ଛତିଶଗଡ଼ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର  

ନୂଆଦିଲ୍ଲୀ: ମହାନଦୀର ଉପର ମୁଣ୍ଡରେ ବିଭିନ୍ନ ପ୍ରକଳ୍ପ ନିର୍ମାଣକୁ ଓଡ଼ିଶା ସରକାର ଜୋରଦାର ବିରୋଧ କରିଥିବା ବେଳେ ଏନେଇ କେନ୍ଦ୍ର ସରକାର ଛତିଶଗଡ଼ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ଆଜି କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀ ‘ଓଟିଭି’କୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏନେଇ ଛତିଶଗଡ଼ ସରକାରଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ।” ରିପୋର୍ଟ ଦେବା ନେଇ ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦିଷ୍ଟ କିଛି ସମୟସୀମା ଦିଆଯାଇଥିବା […]

hirakud

hirakud

Rakesh Mallick
  • Published: Thursday, 21 July 2016
  • Updated: 21 July 2016, 01:28 PM IST

Sports

Latest News

ନୂଆଦିଲ୍ଲୀ: ମହାନଦୀର ଉପର ମୁଣ୍ଡରେ ବିଭିନ୍ନ ପ୍ରକଳ୍ପ ନିର୍ମାଣକୁ ଓଡ଼ିଶା ସରକାର ଜୋରଦାର ବିରୋଧ କରିଥିବା ବେଳେ ଏନେଇ କେନ୍ଦ୍ର ସରକାର ଛତିଶଗଡ଼ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ଆଜି କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀ ‘ଓଟିଭି’କୁ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏନେଇ ଛତିଶଗଡ଼ ସରକାରଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ।”

ରିପୋର୍ଟ ଦେବା ନେଇ ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦିଷ୍ଟ କିଛି ସମୟସୀମା ଦିଆଯାଇଥିବା ସଂପର୍କରେ ଉମା ଭାରତୀ କିଛି କହି ନାହାନ୍ତି। ତେବେ ସେ କହିଛନ୍ତି,“ଖୁବ୍‌ଶୀଘ୍ର ରିପୋର୍ଟ ଦେବା ପାଇଁ କୁହାଯାଇଛି।”

କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲିଆନ୍ କହିଛନ୍ତି,“ଉଭୟ ରାଜ୍ୟକୁ ଆଲୋଚନା ପାଇଁ ଡକାଯିବ। ଦୁଇ ରାଜ୍ୟ ମଧ୍ୟରେ ଆପୋଷ ବୁଝାମଣା ମାଧ୍ୟମରେ ଏହାର ସମାଧାନ କରାଯିବ।”

ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଗତକାଲି ବିଜେଡି ସାଂସଦମାନେ ସଂସଦ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଦଳୀୟ ସାଂସଦମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବି ଏ ବିଷୟ ଉଠାଇଥିଲେ। ପୂର୍ବରୁ ଆନ୍ତଃରାଜ୍ୟ ପରିଷଦ ବୈଠକରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପ୍ରସଙ୍ଗ ଉଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story