ଏମିତି ଗାଁ ଯେଉଁଠି ମହିଳା କରନ୍ତି ଚାଷ: ପୁରୁଷ ଚଳାନ୍ତି ଘର ସଂସାର

ମୁମ୍ୱାଇ: ଭାରତ ଏକ କୃଷି ପ୍ରଧାନ ଦେଶ ହୋଇ ମଧ୍ୟ ଏଠାରେ ଚାଷୀ ସବୁବେଳେ ଅବହେଳିତ। କେଉଁଠି ଫସଲହାନି ଯୋଗୁଁ ଚାଷୀ ବିଷ ପିଇ ଆତ୍ମହତ୍ୟା କରୁଛି ତ ଆଉ କୋଉଠି କାମ ନ ପାଇ ଦାଦନ ଖଟିବାକୁ ବାହାରକୁ ଚାଲି ଯାଉଛି। ଯିଏ ସମଗ୍ର ବିଶ୍ୱର ମୁହଁରେ ଆହାର ଦେଉଛି ସେ ଶେଷରେ ଖାଇବାକୁ  ନପାଇ  ଆରପାରିକି ଚାଲିଯାଉଛି। ହେଲେ ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ରୋକିବାକୁ ଅସ୍‌ମାନବାଦ ଜିଲ୍ଲାର ହିଙ୍ଗଳାଜ୍ୱାଡିର ମହିଳା ଚାଷୀମାନେ ଅଣ୍ଟା ଭିଡ଼ିଛନ୍ତି। […]

mumbai

mumbai

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 08:50 AM IST

Sports

Latest News

ମୁମ୍ୱାଇ: ଭାରତ ଏକ କୃଷି ପ୍ରଧାନ ଦେଶ ହୋଇ ମଧ୍ୟ ଏଠାରେ ଚାଷୀ ସବୁବେଳେ ଅବହେଳିତ। କେଉଁଠି ଫସଲହାନି ଯୋଗୁଁ ଚାଷୀ ବିଷ ପିଇ ଆତ୍ମହତ୍ୟା କରୁଛି ତ ଆଉ କୋଉଠି କାମ ନ ପାଇ ଦାଦନ ଖଟିବାକୁ ବାହାରକୁ ଚାଲି ଯାଉଛି। ଯିଏ ସମଗ୍ର ବିଶ୍ୱର ମୁହଁରେ ଆହାର ଦେଉଛି ସେ ଶେଷରେ ଖାଇବାକୁ  ନପାଇ  ଆରପାରିକି ଚାଲିଯାଉଛି। ହେଲେ ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ରୋକିବାକୁ ଅସ୍‌ମାନବାଦ ଜିଲ୍ଲାର ହିଙ୍ଗଳାଜ୍ୱାଡିର ମହିଳା ଚାଷୀମାନେ ଅଣ୍ଟା ଭିଡ଼ିଛନ୍ତି। କମ୍ ପାଣିରେ  କିପରି ଫସଲ ଉତ୍ପାଦନ ଅଧିକ ହେବ ଏନେଇ ଏଠାକାର ମହିଳାମାନେ ଏକ ଉପାୟ ଆପଣାଇଛନ୍ତି। ଏହି ଉପାୟ ଦ୍ୱାରା ସେମାନେ ନିଜର ବ୍ୟାଙ୍କ ଋଣ ଶୁଝି ଦେଇଛନ୍ତି ଓ ନିଜ ବ୍ୟବସାୟକୁ ୧ କୋଟି ଟଙ୍କାରେ ପହଞ୍ଚାଇ ପାରିଛନ୍ତି।

ଏଠାକାର ମହିଳା ଚାଷୀମାନେ ଏବେ ଗାଁକୁ ନୂତନ ଦିଶା ଦେଖାଇଛନ୍ତି। ୩୦୦୦ ବସତି ଥିବା ଏହି ଗାଁର ପୁରୁଷ ଘର ଓ ପିଲାଙ୍କ  କଥା  ବୁଝୁଥିବା ବେଳେ ମହିଳାମାନେ ଜମିରେ କାମ କରନ୍ତି। ଏପରିକି କିସ୍ତି ସୁଝିବାକୁ ବ୍ୟାଙ୍କକୁ ମଧ୍ୟ ମହିଳାମାନେ ଯାଇଥାନ୍ତି। କେବଳ ସେତିକି ନୁହେଁ,  ମହିଳାମାନେ ନିଜେ ବଜାରକୁ ଯାଇ ଫସଲର ମୂଲ୍ୟ ନିର୍ଦ୍ଧାରଣ କରିଥାନ୍ତି।

ମହିଳା ଚାଷୀଙ୍କ ଲିଡର କମଳବତୀଙ୍କ ସ୍ୱାମୀ କହିଛନ୍ତି,“ ମୁଁ ସେମାନଙ୍କୁ ଅନୁକରଣ କରୁଛି। ସେମାନେ ମୋ ଜୀବନ ବଦଳାଇ ଦେଇଛନ୍ତି। ଆଜି ସେମାନେ ଜଣେ ଶ୍ରେଷ୍ଠ ଚାଷୀ ହୋଇ ମୁଣ୍ଡ ଟେକିଛନ୍ତି। ଗାଁର ମହିଳାମାନେ ପୁରୁଷମାନଙ୍କୁ ଆର୍ଥିକ ସ୍ଥିତିକୁ ମଜଭୁତ କରିଛନ୍ତି। କମ୍ ଖର୍ଚ୍ଚରେ କିପରି ଚାଷ କରାଯାଇ ପାରିବ ଏହାର ଉପାୟ ମଧ୍ୟ ସେମାନେ ବାହାର କରିଛନ୍ତି।”

ଗାଁର ଜଣେ ଚାଷୀ ବିଷ୍ଣୁ କୁମାର କହିଛନ୍ତି,“ ବ୍ୟାଙ୍କ ଋଣ ଶୁଝି ନ ପାରିବା କାରଣରୁ ଚାଷୀମାନେ ଆତ୍ମହତ୍ୟା କରୁଥିଲେ। ଏହାକୁ ରୋକିବା ପାଇଁ ଏଠାକାର ମହିଳାମାନେ ଏକତ୍ରିତ ହୋଇ ଗାଁକୁ ହସ ଫେରାଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story