ରେକର୍ଡ ନିଶା ଏମିତି: କିଛି ବି କରିପାରନ୍ତି ଏମାନେ

ଆମ ଜୀବନ ଶୈଳୀରେ ପରିବର୍ତ୍ତନ ହେବାରେ ଲାଗିଛି। ସମସ୍ତେ ନିଜର ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ହରାଇ ଆଗେଇ ଯିବାରେ ଲାଗିଛନ୍ତି। ପରିଚୟ ସୃଷ୍ଟି ପାଇଁ ଓ ଅନ୍ୟଠାରୁ ନିଜକୁ ଅଧିକ ପ୍ରତିପାଦିତ କରିବାକୁ ଯକୌଣସି ସ୍ତରକୁ ଚାଲି ଯାଉଛନ୍ତି। ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ଅଜବ ଗଜବ କାମ କରିବାକୁ ପଛାଉ ନାହଁନ୍ତି। ସେମାନଙ୍କୁ ଦେଖିଲେ କିମ୍ୱା ତାଙ୍କ ହରକତ ଶୁଣିଲେ କେହି ହେଲେ ବି ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି। ଆସନ୍ତୁ ଜାଣିବା ଏମିତି କିଛି ରେକର୍ଡଧାରୀଙ୍କ ସମ୍ପର୍କରେ। ୨୦୧୫ରେ ୟୁକ୍ରେନ୍‌ରେ […]

lady

lady

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 03:00 PM IST

Sports

Latest News

ଆମ ଜୀବନ ଶୈଳୀରେ ପରିବର୍ତ୍ତନ ହେବାରେ ଲାଗିଛି। ସମସ୍ତେ ନିଜର ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ହରାଇ ଆଗେଇ ଯିବାରେ ଲାଗିଛନ୍ତି। ପରିଚୟ ସୃଷ୍ଟି ପାଇଁ ଓ ଅନ୍ୟଠାରୁ ନିଜକୁ ଅଧିକ ପ୍ରତିପାଦିତ କରିବାକୁ ଯକୌଣସି ସ୍ତରକୁ ଚାଲି ଯାଉଛନ୍ତି। ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ଅଜବ ଗଜବ କାମ କରିବାକୁ ପଛାଉ ନାହଁନ୍ତି। ସେମାନଙ୍କୁ ଦେଖିଲେ କିମ୍ୱା ତାଙ୍କ ହରକତ ଶୁଣିଲେ କେହି ହେଲେ ବି ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି। ଆସନ୍ତୁ ଜାଣିବା ଏମିତି କିଛି ରେକର୍ଡଧାରୀଙ୍କ ସମ୍ପର୍କରେ।

୨୦୧୫ରେ ୟୁକ୍ରେନ୍‌ରେ ରହୁଥିବା ଅଲଗା ଲିଏଚୁନ୍ ନାମକ ମହିଳା  ତାଙ୍କ ଜଘଂରେ ୧୪ ସେକେଣ୍ଡ ମଧ୍ୟରେ ୩ଟି ତରଭୂଜ ଭାଙ୍ଗିଥିଲେ।

 

୨୦୦୦ ମସିହାରେ  ଆମେରିକାର ଡିନ୍ ସେଲଡନ୍ ୧୮ ସେକେଣ୍ଡ ଯାଏଁ ମୁହଁ ଭିତରେ ୭ ଇଞ୍ଚ ଲମ୍ୱା ଜୀଅନ୍ତା ବିଛା ରଖିଥିଲେ। ଯାହା ରେକର୍ଡ ହୋଇଥିଲା।

plan ୨୦୧୩ ମସିହାରେ ବ୍ରିଟେନ୍‌ରେ ରହୁଥିବା ୯୩ ବର୍ଷୀୟ ଥର୍ମାସ୍‌ ଲକ୍କୀ ସ୍କଟ୍‌ଲ୍ୟାଣ୍ଡରୁ ଦକ୍ଷିଣ ଆୟରଲ୍ୟାଣ୍ଡ ପର୍ଯ୍ୟନ୍ତ ପ୍ଲେନ୍‌ର ପଙ୍ଖାରେ ଠିଆ ହୋଇ ଯାତ୍ରା କରିଥିଲେ।

ଫ୍ରାନ୍ସର ମାଇକେଲ ଲାଲିଟି ୧୮ଟି ସାଇକେଲ, ୧୫ଟି ଟ୍ରଲି, ୭ଟି ଟିଭି ଓ ଗୋଟିଏ କମ୍ପ୍ୟୁଟର ଖାଇଥିଲେ।

ଜର୍ମାନୀର ଜୋଏଲ୍ ମିଗଲର୍‌ ତାଙ୍କ ପୂରା ଚେହେରାରେ ୧୧ଟି ଛିଦ୍ର କରିଥିଲେ। ସବୁଠାରୁ ବଡ଼ ଛିଦ୍ର ୩୪ ମିଲିମିଟର ଥିଲା

hol୨୦୦୭ରେ ୧୧ ବର୍ଷୀୟ ଫିନ୍ କେହଲର୍ ତାଙ୍କ ଚେହେରାରେ ୧୦ ସେକେଣ୍ଡ ପାଇଁ ୪୩ଟି ଗେଣ୍ଡା ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos