ଦଲାଲ୍‌ଙ୍କ ଚକ୍ରବ୍ୟୁହରେ ନିରୀହ ଆଦିବାସୀ: ଜାଲ୍‌ ଟିପଚିହ୍ନରେ ଉଠିଲା ଋଣ

ମାଲକାନଗିରି: ଋଣ ଜାଲିଆତିରେ ଫସିଛନ୍ତି ନିରୀହ ଆଦିବାସୀ। ଋଣ ନନେଇ ସମବାୟ ଋଣ ଜାଲିଆତିରେ ଫସିଛନ୍ତି। ସମବାୟ ବ୍ୟାଙ୍କର କେତେକ କର୍ମଚାରୀ ଓ ଦଲାଲ ଏହି ଟଙ୍କା ହଡପ୍‌ କରିଥିବା ଅଭିଯୋଗ ହୋଇଛି। ମାଲାକାନାଗିରି ଏକ ଅଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାର ଆନ୍ଧ୍ର ସୀମାର ଗାଁ ହେଉଛି ପୋଟରୁ। ଏହି ଗାଁର ଆଙ୍କି ବନ୍ଦାମିଙ୍କ ମୁଣ୍ଡରେ ୭୮,୦୦୦ ଟଙ୍କାର କୃଷି ଋଣର ବୋଝ। କିନ୍ତୁ ସେ ଋଣ ନେଇନାହାନ୍ତି। ଏପରିକି ଋଣ ବାବଦରେ କିଛି ଜାଣି […]

koraput central bank

koraput central bank

Rakesh Mallick
  • Published: Wednesday, 17 May 2017
  • Updated: 17 May 2017, 07:35 PM IST

Sports

Latest News

ମାଲକାନଗିରି: ଋଣ ଜାଲିଆତିରେ ଫସିଛନ୍ତି ନିରୀହ ଆଦିବାସୀ। ଋଣ ନନେଇ ସମବାୟ ଋଣ ଜାଲିଆତିରେ ଫସିଛନ୍ତି। ସମବାୟ ବ୍ୟାଙ୍କର କେତେକ କର୍ମଚାରୀ ଓ ଦଲାଲ ଏହି ଟଙ୍କା ହଡପ୍‌ କରିଥିବା ଅଭିଯୋଗ ହୋଇଛି।

ମାଲାକାନାଗିରି ଏକ ଅଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାର ଆନ୍ଧ୍ର ସୀମାର ଗାଁ ହେଉଛି ପୋଟରୁ। ଏହି ଗାଁର ଆଙ୍କି ବନ୍ଦାମିଙ୍କ ମୁଣ୍ଡରେ ୭୮,୦୦୦ ଟଙ୍କାର କୃଷି ଋଣର ବୋଝ। କିନ୍ତୁ ସେ ଋଣ ନେଇନାହାନ୍ତି। ଏପରିକି ଋଣ ବାବଦରେ କିଛି ଜାଣି ନାହାନ୍ତି। ସରକାରୀ କାଗଜ କହୁଛି, କାଲିମେଳାର ଏମ୍‌ଭି-୭୯ରେ ଥିବା ଆଦିବାସୀ ବହୁମୁଖୀ ସମବାୟ ସମିତିରୁ ଆଙ୍କି ୨୦୧୪ରେ ଖରିଫ ଚାଷ ପାଇଁ ଋଣ ଆଣିଥିଲେ। ଓଡିଆ ଜାଣିନଥିବା ଆଙ୍କିଙ୍କ ଟିପଚିହ୍ନ ନେଇ ତାଙ୍କ ନାଁରେ ଋଣଟଙ୍କା ହଡପ୍‌ କରିଛନ୍ତି ସମବାୟ ବ୍ୟାଙ୍କର କେତେକ କର୍ମଚାରୀ ଓ ଦଲାଲ। ପୋଟରୁ ଗାଁର ଡୁଗି କାଲମୁଙ୍କ ବି ସମାନ ଦଶା ତାଙ୍କ ନାଁରେ ଗଡୁଛି  ୬୬,୦୦୦ ଟଙ୍କାର କୃଷି ଋଣ। ମାତ୍ର ସେ ଋଣ ବାବଦକୁ ଟଙ୍କାଟିଏ ମଧ୍ୟ ନେଇ ନାହାନ୍ତି।

ପୋଟେରୁ କୁନା ବନ୍ଦାମି କହିଛନ୍ତି,“ମୋ ନାଁରେ ଋଣ କରି ସବୁ ଟଙ୍କା ଖାଇଲେ। ଋଣ ସମ୍ପର୍କରେ ମୁଁ କିଛି ଜାଣିନି।”

ଗଙ୍ଗା ମାଢୀ କହିଛନ୍ତି,“ମୋ ବାପା ନାଁରେ ବ୍ୟାଙ୍କରୁ ଋଣ ନେଇ ଖାଇଗଲେ। ଆମକୁ କିଛି ପଇସା ଦେଇନାହାନ୍ତି।”

କାଲିମେଳା ଆଦିବାସୀ ବହୁମୁଖୀ ସମବାୟ ସମିତିରେ ଏମିତି ୮୫୯ ଜଣ ଲୋକଙ୍କ ନାଁରେ ହୋଇଛି ସାଂଘାତିକ ଋଣ ଜାଲିଆତି। ଏହି ସମବାୟ ସମିତିରୁ ୨୦୧୪ ଖରିଫ ଋତୁରେ ୫୪୧ ଜଣ ଚାଷୀ ୩ କୋଟି ୪୨ ଲକ୍ଷ ଟଙ୍କା ଋଣ ନେଇଥିବା ବେଳେ ରବିରେ ୩୧୮ ଚାଷୀ ୧ କୋଟ ୮୨ ଲକ୍ଷ ଟଙ୍କା ଋଣ ନେଇଛନ୍ତି। ମୋଟ  ୮୫୯ ଜଣଙ୍କ ନାଁରେ ହଡପ ହୋଇଛି ୫ କୋଟି ୨୫ ଲକ୍ଷ ଟଙ୍କା। କୋରାପୁଟ ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କ ମାଲକାନାଗିରି ଶାଖାରେ ରାତାରାତି ପ୍ରାୟ ୪୦୦୦ ଚେକ୍‌ରେ ଦଲାଲଙ୍କ ମାଧ୍ୟମରେ କୋଟି କୋଟି ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ଏବର୍ଷ ଫେବୃଆରୀରେ ବିଭାଗୀୟ ଅଡିଟ୍ ଓ ତଦନ୍ତରେ ଏକଥା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story