ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର: ୩ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ଯବାନଙ୍କ ଏନକାଉଣ୍ଟରରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସୁକମା ଜିଲ୍ଲା ଆରଲାମପାଲ୍ଲୀରେ ଏହି ଏନକାଉଣ୍ଟର ଘଟିଛି । ଯବାନମାନେ ମାଓ କ୍ୟାମ୍ପରୁ ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି। ପଡିଆଠାରୁ ୨୦ କି.ମି. ଦୂର ଆରଲାମପାଲ୍ଲୀରେ ଏକ ମାଓ କ୍ୟାମ୍ପ ଥିବା ପୋଲିସକୁ ସୂଚନା ମିଳିଥିବା । ଏହି ସୂଚନାକୁ ଆଧାର କରି ଆଜି ସିଆରପିଏଫ ଓ ଛତିଶଗଡ ପୋଲିସ ପକ୍ଷରୁ ମିଳିତ ତଲାସୀ କରାଯାଇଥିଲା । ଏହି […]

maobadi

maobadi

Rakesh Mallick
  • Published: Tuesday, 03 November 2015
  • Updated: 03 November 2015, 10:01 AM IST

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ଯବାନଙ୍କ ଏନକାଉଣ୍ଟରରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସୁକମା ଜିଲ୍ଲା ଆରଲାମପାଲ୍ଲୀରେ ଏହି ଏନକାଉଣ୍ଟର ଘଟିଛି । ଯବାନମାନେ ମାଓ କ୍ୟାମ୍ପରୁ ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି।

ପଡିଆଠାରୁ ୨୦ କି.ମି. ଦୂର ଆରଲାମପାଲ୍ଲୀରେ ଏକ ମାଓ କ୍ୟାମ୍ପ ଥିବା ପୋଲିସକୁ ସୂଚନା ମିଳିଥିବା । ଏହି ସୂଚନାକୁ ଆଧାର କରି ଆଜି ସିଆରପିଏଫ ଓ ଛତିଶଗଡ ପୋଲିସ ପକ୍ଷରୁ ମିଳିତ ତଲାସୀ କରାଯାଇଥିଲା । ଏହି ସମୟରେ ମାଧବାଦୀମାନେ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଫଳରେ ଯବାନ ଓ ପୋଲିସଙ୍କ ପକ୍ଷରୁ ପଳଟା ଆକ୍ରମଣ କରାଯାଇଥିଲା । ଏଥିରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା । ତେବେ ଏହି ଗୁଳି ବିନିମୟରେ ଅଧିକ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ଯବାନମାନେ ଅଞ୍ଚଳକୁ ସିଲ୍ କରି କମ୍ବିଂ ଅପରେସନ ଜାରି ରଖିଛନ୍ତି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୃତ ମାଓବାଦୀଙ୍କ ପରିଚୟ ମିଳିପାରି ନ ଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story