କେଶ ଓ ତ୍ୱଚା ପାଇଁ ଉପକାରୀ ଆମ୍ବ

ଚାଲିଛି ଆମ୍ବ ସିଜିନ୍‌। ଫଳଙ୍କ ମଧ୍ୟରେ ରାଜା କୁହାଯାଉଥିବା ଆମ୍ବ ଖୁବ୍ ସୁଆଦିଆ। ଲୋକେ ପାଚିଲା ଆମ୍ବ ଖାଇବା ସହିତ ଏହାକୁ ଜୁସ୍ କରି ମଧ୍ୟ ପିଉଛନ୍ତି। ଟାଣ ଖରାରେ ଶୋଷ ମେଣ୍ଟାଉଛି ଆମ୍ବ ଜୁସ୍‌। ଆମ୍ବ କେବଳ ପାଟିକୁ ସୁଆଦିଆ ଲାଗେ ନାହିଁ। ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି। ଆମ୍ବକୁ ବ୍ୟବହାର କରି ଆପଣ କେଶ ଓ ତ୍ୱଚାର ଯତ୍ନ ନେଇପାରିବେ। ଏହା ଆପଣଙ୍କ ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା […]

mango

mango

Rakesh Mallick
  • Published: Friday, 08 June 2018
  • Updated: 08 June 2018, 09:04 AM IST

Sports

Latest News

ଚାଲିଛି ଆମ୍ବ ସିଜିନ୍‌। ଫଳଙ୍କ ମଧ୍ୟରେ ରାଜା କୁହାଯାଉଥିବା ଆମ୍ବ ଖୁବ୍ ସୁଆଦିଆ। ଲୋକେ ପାଚିଲା ଆମ୍ବ ଖାଇବା ସହିତ ଏହାକୁ ଜୁସ୍ କରି ମଧ୍ୟ ପିଉଛନ୍ତି। ଟାଣ ଖରାରେ ଶୋଷ ମେଣ୍ଟାଉଛି ଆମ୍ବ ଜୁସ୍‌। ଆମ୍ବ କେବଳ ପାଟିକୁ ସୁଆଦିଆ ଲାଗେ ନାହିଁ। ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି। ଆମ୍ବକୁ ବ୍ୟବହାର କରି ଆପଣ କେଶ ଓ ତ୍ୱଚାର ଯତ୍ନ ନେଇପାରିବେ। ଏହା ଆପଣଙ୍କ ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଆମ୍ବକୁ ବ୍ୟବହାର କରି କେମିତି କେଶ ଓ ତ୍ୱଚାର ଯତ୍ନ ନେଇ ପାରିବେ।

mangopack

ସୁନ୍ଦର ତ୍ୱଚା ପାଇଁ ଆମ୍ବ: ମୁହଁରେ ଥିବା କଳାଦାଗ ଓ ରେଖାକୁ ଦୂର କରିବାରେ ଆମ୍ବ ସହାୟକ ହୋଇଥାଏ। ଆମ୍ବରସକୁ ଅଣ୍ଡା ସହିତ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ୩୦ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ। ଏଥିରେ ଥିବା ପ୍ରୋଟିନ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ ମୁହଁକୁ କୋମଳ କରିଥାଏ। ସପ୍ତାହକୁ ଥରେ ଏହି ମିଶ୍ରଣକୁ ବ୍ୟବହାର କରନ୍ତୁ।

skin

ଆମ୍ବ ଚୋପାରେ ମୁହଁ ସଫା କରନ୍ତୁ: ଆମ୍ବ ଚୋପାକୁ ଶୁଖାଇ ଗୁଣ୍ଡ କରି ପାଉଡ଼ର ପ୍ରସ୍ତୁତ କରନ୍ତୁ। ଏଥିରେ  ଅଟା ଓ ପାଣି ଦେଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ ସଫା କରିବା ପାଇଁ ବ୍ୟବହାର କରନ୍ତୁ। ଏହା ବ୍ୟତୀତ ଆମ୍ବରସ, ଆଲମଣ୍ଡ ପାଉଡର ଓ କ୍ଷୀରରେ ମିଶ୍ରଣ ପ୍ରସ୍ତୁତ କରି ମୁହଁ ସଫା କରିପାରିବେ।

mango1

କେଶକୁ ନରମ ଓ ଚକ୍‌ଚକ୍‌ କରେ: ଆମ୍ବରସ, ବସାଦହି ଏବଂ ଦୁଇଟି ଅଣ୍ଡାର କେଶରକୁ ନେଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ୩୦ମିନିଟ୍‌ କେଶରେ ଲଗାଇ ଧୋଇ ଦିଅନ୍ତୁ। ଏହା କେଶକୁ ନରମ କରିବା ସହିତ ଚକ୍‌ଚକ୍ ମଧ୍ୟ କରିଥାଏ। ଏହା ବ୍ୟତୀତ ଆମ୍ବ ଟାକୁଆରୁ ପ୍ରସ୍ତୁତ ତେଲ ଲଗାଇବା ଦ୍ୱାରା କେଶ କଳା ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story