ଘଞ୍ଚ ଜଙ୍ଗଲରେ କେମିତି ତାଲିମ ନେଉଛନ୍ତି ମାଓବାଦୀ? ଦେଖନ୍ତୁ ଭିଡିଓ
[vc_row][vc_column][vc_video link=": ଲାଲ କରିଡରରେ ଲାଲ ବାହିନୀର ଜୋରଦାର ଟ୍ରେନିଂ। ଏହାର ଭିଡିଓ ହସ୍ତଗତ ହୋଇଛି ଓଟିଭିକୁ।  ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ଟ୍ରେନିଂ।  କେଉଁଠି ଏ ଟ୍ରେନିଂ ଚାଲିଛି ତାହା ସ୍ପଷ୍ଟ ହୋଇନାହିଁ।  ତେବେ ମାଓ କ୍ୟାମ୍ପରେ ସାମିଲ ହୋଇଥିବା ନୂଆ କ୍ୟାଡରମାନଙ୍କୁ ଏଇ ଟ୍ରେନିଂ ଦିଆଯାଉଥିବାର ଅନୁମାନ କରାଯାଉଛି।  ଟ୍ରେନର ବି ଅଛନ୍ତି।  ଗ୍ରେ ହାଉଣ୍ଡ, କମାଣ୍ଡୋଙ୍କୁ ଦିଆଯାଉଥିବା ସ୍ପେଶାଲ୍ ଟ୍ରେନିଂ ନେଉଛନ୍ତି ଏମାନେ।  ଏହି କଷ୍ଟସାଧ୍ୟ ଟ୍ରେନିଂରେ ମହିଳା କ୍ୟାଡରମାନେ ବି ସାମିଲ ହୋଇଛନ୍ତି।
ଏ ଭିଡିଓରୁ ଏକଥା ସ୍ପଷ୍ଟ ହେଉଛି ଯେ ନିଜ ସଂଗଠନକୁ ପୁଣି ମଜଭୁତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ସିପିଆଇ ମାଓବାଦୀ।
Ordigital Desk
• Published: Thursday, 04 May 2017
• Updated: 04 May 2017, 01:11 PM IST
Sports
Latest News
[vc_row][vc_column][vc_video link=": ଲାଲ କରିଡରରେ ଲାଲ ବାହିନୀର ଜୋରଦାର ଟ୍ରେନିଂ। ଏହାର ଭିଡିଓ ହସ୍ତଗତ ହୋଇଛି ଓଟିଭିକୁ।  ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ଟ୍ରେନିଂ।  କେଉଁଠି ଏ ଟ୍ରେନିଂ ଚାଲିଛି ତାହା ସ୍ପଷ୍ଟ ହୋଇନାହିଁ।  ତେବେ ମାଓ କ୍ୟାମ୍ପରେ ସାମିଲ ହୋଇଥିବା ନୂଆ କ୍ୟାଡରମାନଙ୍କୁ ଏଇ ଟ୍ରେନିଂ ଦିଆଯାଉଥିବାର ଅନୁମାନ କରାଯାଉଛି।  ଟ୍ରେନର ବି ଅଛନ୍ତି।  ଗ୍ରେ ହାଉଣ୍ଡ, କମାଣ୍ଡୋଙ୍କୁ ଦିଆଯାଉଥିବା ସ୍ପେଶାଲ୍ ଟ୍ରେନିଂ ନେଉଛନ୍ତି ଏମାନେ।  ଏହି କଷ୍ଟସାଧ୍ୟ ଟ୍ରେନିଂରେ ମହିଳା କ୍ୟାଡରମାନେ ବି ସାମିଲ ହୋଇଛନ୍ତି।
ଏ ଭିଡିଓରୁ ଏକଥା ସ୍ପଷ୍ଟ ହେଉଛି ଯେ ନିଜ ସଂଗଠନକୁ ପୁଣି ମଜଭୁତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ସିପିଆଇ ମାଓବାଦୀ।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos