ଜାଣନ୍ତୁ ରାଶି ଅନୁସାରେ କେଉଁ ବୟସରେ ବିବାହ କଲେ ମିଠା

ନୂଆଦିଲ୍ଲୀ: ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସମସ୍ତଙ୍କ ଜୀବନରେ ଏହା ଖୁବ୍ ମହତ୍ୱ ରଖେ। କାରଣ ଭଲ ଜୀବନ ସାଥିଟିଏ ହେଲେ ବୈବାହିକ ଜୀବନ ଭଲରେ କଟିଥାଏ। ହେଲେ ଏଥିପାଇଁ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ପଡ଼ିଥାଏ। କିନ୍ତୁ ଅନେକ ବ୍ୟକ୍ତି ବହୁତ କମ୍‌ ବୟସରେ ବିବାହର ନିଷ୍ପତ୍ତି ନେଇଯାଆନ୍ତି। ଫଳରେ ବୁଝାମଣା ଅଭାବରୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳି ଝଗଡ଼ା ହୋଇଥାଏ। ଶେଷରେ ଏହି କଳି ଝଗଡ଼ା ଭୟାନକ ରୂପ ନିଏ, ଓ ପରିବାର ଛାରଖାର ହୋଇଯାଏ। […]

marrige

marrige

Rakesh Mallick
  • Published: Wednesday, 14 March 2018
  • Updated: 14 March 2018, 10:46 PM IST

ନୂଆଦିଲ୍ଲୀ: ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସମସ୍ତଙ୍କ ଜୀବନରେ ଏହା ଖୁବ୍ ମହତ୍ୱ ରଖେ। କାରଣ ଭଲ ଜୀବନ ସାଥିଟିଏ ହେଲେ ବୈବାହିକ ଜୀବନ ଭଲରେ କଟିଥାଏ। ହେଲେ ଏଥିପାଇଁ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ପଡ଼ିଥାଏ। କିନ୍ତୁ ଅନେକ ବ୍ୟକ୍ତି ବହୁତ କମ୍‌ ବୟସରେ ବିବାହର ନିଷ୍ପତ୍ତି ନେଇଯାଆନ୍ତି। ଫଳରେ ବୁଝାମଣା ଅଭାବରୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳି ଝଗଡ଼ା ହୋଇଥାଏ। ଶେଷରେ ଏହି କଳି ଝଗଡ଼ା ଭୟାନକ ରୂପ ନିଏ, ଓ ପରିବାର ଛାରଖାର ହୋଇଯାଏ। କିନ୍ତୁ ଉପଯୁକ୍ତ ବୟସରେ ବିବାହ କଲେ ଏପରି ସମସ୍ୟା କମ୍‌ ହୋଇଥାଏ ଓ ସଫଳତା ମଧ୍ୟ ମିଳିଥାଏ।

ତେବେ ପଣ୍ଡିତ ମନୀଷ ଶର୍ମାଙ୍କ ଗଣନାରେ କେଉଁ ରାଶିର ଲୋକେ କେତେ ବୟସରେ ବିବାହ କରିବା ଆବଶ୍ୟକ ଆସନ୍ତୁ ଜାଣିବା।

ମେଷ: ଏହି ରାଶିର ଲୋକମାନଙ୍କଠାରେ ଧର୍ଯ୍ୟଶକ୍ତି କମ୍‌ ଥାଏ। ଏଥିପାଇଁ ଏମାନେ ସମସ୍ତ କାର୍ଯ୍ୟ ଶୀଘ୍ର କରିବାକୁ ଚେଷ୍ଟା କରନ୍ତି। ଏହି ରାଶିର ବ୍ୟକ୍ତି ୨୬ ବର୍ଷରେ ବିବାହ କଲେ ତାଙ୍କ ବୈବାହିକ ଜୀବନ ଖୁସିରେ କଟିଥାଏ।

ବୃଷ: ଏହି ରାଶିର ଲୋକେ ଜୀବନ ସାଥି ଖୋଜନ୍ତି ଓ ସାଥୀ ପାଇଁ ଅପେକ୍ଷା କରିଥାନ୍ତି। ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବିବାହର ପ୍ରକୃତ ବୟସ ୩୦ ହେବା ଆବଶ୍ୟକ।

ମିଥୁନ: ଏହି ରାଶିର ଲୋକମାନେ ୩୦ ବର୍ଷରେ ବିବାହ କରିବା ଆବଶ୍ୟକ। କାରଣ ୩୦ ବର୍ଷ ପରେ ବିବାହ କଲେ ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟୋଦୟ ହୋଇଥାଏ।

କର୍କଟ: ଏହି ରାଶିର ଲୋକେ ବହୁତ କମ୍ ବୟସରେ ବିବାହ କରିବାକୁ ନିଷ୍ପତ୍ତି ନେଇ ଭୁଲ କରିଥାନ୍ତି। ଏହି ରାଶିର ବ୍ୟକ୍ତି ବିବାହ ପାଇଁ ୩୦ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବା ରାଶି ପାଇଁ ଶୁଭ ହୋଇଥାଏ।

ସିଂହ: ଏହି ରାଶିର ଲୋକମାନେ ଉତ୍ତମ ବ୍ୟବହାର ସମ୍ପର୍ଣ୍ଣ ହୋଇଥାନ୍ତି। ଏଥିପାଇଁ ଏମାନଙ୍କ ବୈବାହିକ ସମ୍ପର୍କ ଦୀର୍ଘ ଦିନ ଧରି ତିଷ୍ଟି ରହେ। ଏହି ରାଶିର ବ୍ୟକ୍ତିମାନେ ୩୫ ପରେ ବିବାହ କଲେ ରାଶି ପାଇଁ ମଙ୍ଗଳମୟ ହୋଇଥାଏ।

କନ୍ୟା ରାଶି:  କନ୍ୟା ରାଶିର ଲୋକ ବହୁତ କମ୍‌ ବୟସରେ ପ୍ରେମରେ ପଡ଼ିଯାଆନ୍ତି। ଆଉ ଏହି ରାଶିର ବ୍ୟକ୍ତିମାନେ ଜୀବନ ସାଥିଙ୍କୁ ଖୁବ ଭଲ ପାଆନ୍ତି। ଏମାନଙ୍କ ପାଇଁ ବିବାହର ପ୍ରକୃତ ବୟସ ୨୫ରୁ ୨୬ ବର୍ଷ ହେଲେ ଭଲ।

ତୁଳା: ଏହି ରାଶିର ବ୍ୟକ୍ତି ଧର୍ଯ୍ୟବାନ ହୋଇଥାନ୍ତି। କିନ୍ତୁ ବେଳେ ବେଳେ ମାନସୀକ ଅଶାନ୍ତି ପାଇଥାନ୍ତି। ତେଣୁ ଏହି ରାଶିର ବ୍ୟକ୍ତି ପ୍ରକୃତ ସମୟରେ ବିବାହ କଲେ ବୈବାହିକ ଜୀବନ ଭଲରେ କଟିଥାଏ। ତେଣୁ ଏମାନେ ୨୦ରୁ ୩୦ ବର୍ଷ ମଧ୍ୟରେ ବିବାହ କଲେ ଭଲ।

ବିଚ୍ଛା: ବିଚ୍ଛା ରାଶିର ବ୍ୟକ୍ତିମାନେ ନିଜ ପତ୍ନୀଙ୍କ ଉପରେ ସ୍ୱାମୀପଣିଆ ଜାହିର କରନ୍ତି। ତେଣୁ ଅଳ୍ପ ବୟସରେ ବିବାହ କଲେ ସେମାନଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଦେଖା ଦେଇଥାଏ। ତେଣୁ ଏମାନେ ୩୦ ବର୍ଷ ପରେ ବିବାହ କରିବା ଦରକାର।

ଧନୁ: ଏଇ ରାଶିର ବ୍ୟକ୍ତି ସାଧାରଣ ଲୋକମାନେ ଟିକେ ସନ୍ଦେହୀ ହୋଇଥାନ୍ତି। କୌଣସି ଘଟଣାର ଯାଞ୍ଚ ନକରି ସେମାନେ ସହଜରେ ବିଶ୍ୱାସ କରନ୍ତି ନାହିଁ।

ମକର: ଏହି ରାଶିର ବ୍ୟକ୍ତିମାନେ ଗମ୍ଭୀର ସ୍ୱଭାବର ହୋଇଥାନ୍ତି। ତେଣୁ କୌଣସି ପରିସ୍ଥିତିକୁ ଏମାନେ ସହଜରେ ମୁକାବିଲା କରିପାରନ୍ତି। ତେଣୁ ମକର ରାଶିର ବ୍ୟକ୍ତି ଉପଯୁକ୍ତ ବୟସରେ ବିବାହ କରିବାକୁ ନିଷ୍ପତ୍ତି ନେଇଥାନ୍ତି।

କୁମ୍ଭ: ଏହିରାଶିର ବ୍ୟକ୍ତି ମନରେ ସର୍ବଦା ସକାରାତ୍ମକ ଚିନ୍ତାଧାରା ପୋଷଣ କରନ୍ତି। ପରିସ୍ଥିତି ଅନୁସାରେ ନିଜକୁ ଚଳେଇ ନେବାର କଳା ଏମାନଙ୍କୁ ଜଣାଥାଏ। କୁମ୍ଭ ରାଶି ପାଇଁ ବିବାହର ପ୍ରକୃତ ସମୟ ୩୨ ବର୍ଷ ହୋଇଥାଏ।
ମୀନ: ଏହି ରାଶିର ଲୋକମାନେ ମନେ ମନେ ବହୁତ ଯୋଜନା ପ୍ରସ୍ତୁତ କରନ୍ତି ଓ ଯୋଜନାରେ ସଫଳ ମଧ୍ୟ ହୁଅନ୍ତି। ମୀନ ରାଶିର ବ୍ୟକ୍ତି ୨୬ ବର୍ଷରେ ବିବାହ କଲେ ସେମାନଙ୍କର ଭାଗ୍ୟୋଦୟ ହେବାର ସମ୍ଭାବନା ଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story