ମାସକ ମଧ୍ୟରେ ରତ୍ନ ସିଂହାସନରୁ ସ୍ଥାନାନ୍ତର ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଶ୍ରୀମନ୍ଦିର ଜଗମୋହନର ସଂପୂର୍ଣ୍ଣ ମରାମତି ପାଇଁ ମାସକ ଭିତରେ ଚତୁର୍ଦ୍ଧାମୂର୍ତ୍ତି ସ୍ଥାନାନ୍ତର ହେବେ ବୋଲି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି । ଏଏସଆଇ ଏକ୍ସପର୍ଟ କମିଟିର ରିପୋର୍ଟ ଆଧାରାରେ ଶ୍ରୀମନ୍ଦିର ପ୍ରଶାସକ ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ଆସନ୍ତା ୧୭ ତାରିଖରେ ଛତିଶା ନିଯୋଗର ବୈଠକ ବସି  ନୀତି ସଂପର୍କରେ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ଜଗମୋହନର ସମ୍ପୂର୍ଣ୍ଣ ମରାମତି ଆବଶ୍ୟକ ଥିବା ନେଇ ଏଏସ୍ଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଦେଇଛି। ଏଏସ୍ଆଇର ନୂଆଦିଲ୍ଲୀ ସ୍ଥିତ ମହାନିର୍ଦ୍ଦେଶକଙ୍କ ଅଫିସ […]

suersh

suersh

Rakesh Mallick
  • Published: Thursday, 13 August 2015
  • Updated: 13 August 2015, 08:51 AM IST

ପୁରୀ: ଶ୍ରୀମନ୍ଦିର ଜଗମୋହନର ସଂପୂର୍ଣ୍ଣ ମରାମତି ପାଇଁ ମାସକ ଭିତରେ ଚତୁର୍ଦ୍ଧାମୂର୍ତ୍ତି ସ୍ଥାନାନ୍ତର ହେବେ ବୋଲି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି । ଏଏସଆଇ ଏକ୍ସପର୍ଟ କମିଟିର ରିପୋର୍ଟ ଆଧାରାରେ ଶ୍ରୀମନ୍ଦିର ପ୍ରଶାସକ ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ଆସନ୍ତା ୧୭ ତାରିଖରେ ଛତିଶା ନିଯୋଗର ବୈଠକ ବସି  ନୀତି ସଂପର୍କରେ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ଜଗମୋହନର ସମ୍ପୂର୍ଣ୍ଣ ମରାମତି ଆବଶ୍ୟକ ଥିବା ନେଇ ଏଏସ୍ଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଦେଇଛି। ଏଏସ୍ଆଇର ନୂଆଦିଲ୍ଲୀ ସ୍ଥିତ ମହାନିର୍ଦ୍ଦେଶକଙ୍କ ଅଫିସ ଶ୍ରୀମନ୍ଦିର ପ୍ରଶାସନକୁ ଚିଠିଲେଖି ମରାମତି ପାଇଁ ଅନୁମତି ଲୋଡିଛି । ସେପଟେ ଜଗମୋହନ ଦକ୍ଷିଣ-ପୂର୍ବ ବେହରଣ ଦ୍ୱାରରେ ଚୁନଛଡା କାମ ଆରମ୍ଭ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos