ମେ’ ୧୭, ଗୁରୁବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ଜଗିରଖି ଚଳିବା ଉଚିତ

ମେଷ: ଲେଖକ ଓ କଳାକାରଙ୍କ ପାଇଁ ସମୟ ଅନୁକୂଳ ରହିଛି। ଭାଇଭଉଣୀଙ୍କ ମଧ୍ୟରେ ସ୍ନେହ,ଶ୍ରଦ୍ଧା ବଢ଼ିବ। ମଧ୍ୟାହ୍ନ ପରେ କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିବେ। କାମ କରିବାର ଉତ୍ସାହ କମିଯିବ। ବୃଷ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ଆଜି ସଂପନ୍ନ କରନ୍ତୁ। ଧନ ଲାଭର ସମ୍ଭାବନା ରହିଛି। ହାତକୁ ଆସିଥିବା ସୁଯୋଗ ଖସି ଯାଇପାରେ। ପରିବାର ଲୋକଙ୍କ ସହିତ ଭଲରେ ଦିନଟି କଟିବ। ମିଥୁନ: ଜଗିରଖି ଚଳନ୍ତୁ। ପରିବାର ଲୋକେ ଆପଣଙ୍କ ଉପରେ ନାରାଜ ହୋଇପାରନ୍ତି। ଆଜି କୌଣସି […]

Rasiphala

Rasiphala

Rakesh Mallick
  • Published: Thursday, 17 May 2018
  • Updated: 17 May 2018, 07:05 AM IST

Sports

Latest News

ମେଷ: ଲେଖକ ଓ କଳାକାରଙ୍କ ପାଇଁ ସମୟ ଅନୁକୂଳ ରହିଛି। ଭାଇଭଉଣୀଙ୍କ ମଧ୍ୟରେ ସ୍ନେହ,ଶ୍ରଦ୍ଧା ବଢ଼ିବ। ମଧ୍ୟାହ୍ନ ପରେ କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିବେ। କାମ କରିବାର ଉତ୍ସାହ କମିଯିବ।

ବୃଷ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ଆଜି ସଂପନ୍ନ କରନ୍ତୁ। ଧନ ଲାଭର ସମ୍ଭାବନା ରହିଛି। ହାତକୁ ଆସିଥିବା ସୁଯୋଗ ଖସି ଯାଇପାରେ। ପରିବାର ଲୋକଙ୍କ ସହିତ ଭଲରେ ଦିନଟି କଟିବ।

ମିଥୁନ: ଜଗିରଖି ଚଳନ୍ତୁ। ପରିବାର ଲୋକେ ଆପଣଙ୍କ ଉପରେ ନାରାଜ ହୋଇପାରନ୍ତି। ଆଜି କୌଣସି କାମ ଆରମ୍ଭ ନ କଲେ ଭଲ। ଅଧିକ ଖର୍ଚ୍ଚ ହୋଇପାରେ।

କର୍କଟ: ଆଜି ବ୍ୟବସାୟରେ ଭଲ ଲାଭ ହେବ। ସ୍ୱାସ୍ଥ୍ୟ ଟିକେ ବିଗିଡ଼ି ପାରେ। ଖର୍ଚ୍ଚ ବଢ଼ିପାରେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ।

ସିଂହ: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ ଅଛି। ଅସଂପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବ। ଉପହାର ପାଇପାରନ୍ତି। ଆୟ ବଢ଼ିବ।

କନ୍ୟା: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ପଦୋନ୍ନତି ମିଳିପାରେ। ମାନ-ସମ୍ମାନ ମିଳିବ। ମନ ପ୍ରସନ୍ନ ରହିବେ।

ତୁଳା: ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଥକି ଯିବେ। ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା କରନ୍ତୁ। ବିଦେଶ ଯିବା ପାଇଁ ସୁଯୋଗ ମିଳିପାରେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।

ବିଛା: ସୁସ୍ୱାଦୁ ଭୋଜନ ଖାଇବେ। ଆଶା ମୁତାବକ ଫଳ ମିଳି ନପାରେ। ସମସ୍ତ କାର୍ଯ୍ୟ ସଂପନ୍ନ ହୋଇନପାରେ।

ଧନୁ: ଦିନଟି ଭଲରେ କଟିବ। ଯୋଜନା ଅନୁଯାୟୀ କାର୍ଯ୍ୟ ସଂପନ୍ନ ହେବ। ଅଟକି ରହିଥିବା କାର୍ଯ୍ୟ ବି ସଂପନ୍ନ ହେବ। ଧନ ଲାଭ ହୋଇପାରେ। ବ୍ୟବସାୟ ବଢ଼ିବ।

ମକର: ପରିଶ୍ରମ ଅନୁଯାୟୀ ଫଳ ମିଳିନପାରେ। ତଥାପି କାର୍ଯ୍ୟ ପ୍ରତି ଆପଣଙ୍କ ନିଷ୍ଠା କମିବ ନାହିଁ। ସହକର୍ମୀଙ୍କ ସହ ସଂପର୍କରେ ସୁଧାର ଆସିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାହାରେ ଖାଆନ୍ତୁ ନାହିଁ। କୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ହୋଇପାରେ।

କୁମ୍ଭ:  ବିଦ୍ୟାର୍ଥୀ, କଳାକାର ଓ ଖେଳାଳିଙ୍କ ପାଇଁ ଆଜି ଦିନଟି ଭଲ ରହିଛି। ବାପାଙ୍କଠାରୁ ଅର୍ଥ ପାଇପାରନ୍ତି। ଆପଣଙ୍କ ମନୋବଳ ଦୃଢ଼ ରହିବ। ପଢ଼ାପଢ଼ି ଓ ଲେଖାଲେଖିରେ ମନ ଦେବେ।

ମୀନ: ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ। ଏକାଗ୍ର ଚିତ୍ତରେ ସବୁ କାର୍ଯ୍ୟ କରନ୍ତୁ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ରହିବ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story