ଏମିତି ବଦଳିଯାଏ ସ୍ଥିତି: ଏମ୍‌ବିଏ ଗ୍ରାଜୁଏଟ୍‌, ଗ୍ରୀନକାର୍ଡଧାରୀ ମହିଳାଙ୍କୁ ମାଗିବାକୁ ପଡୁଛି ଭିକ

ହାଇଦ୍ରାବାଦ: ଭିକ୍ଷାବୃତ୍ତି ସବୁଠାରୁ ଘୃଣ୍ୟ କାମ ବୋଲି ସମସ୍ତେ କହିଥାନ୍ତି। ରାସ୍ତାଘାଟରେ ଛୋଟ ପିଲାଙ୍କୁ ଭିକ ମାଗୁଥିବା ଦେଖିଲେ ସମସ୍ତେ ବିଚଳିତ ହୋଇଯାଇଥାନ୍ତି। ଏପରି କିଛି ରାକେଟ୍‌ ଅଛି ଯେଉଁମାନେ ପିଲାମାନଙ୍କୁ ଶୋଷଣ କରି ଏପରି କାମରେ ଲଗାଉଛନ୍ତି। ଏହାର ବହୁ ଉଦାହରଣ ରହିଛି। ଏପରିକି କାମ କରିବାକୁ ଡରୁଥିବା କିଛି ଅଳସୁଆ ଲୋକେ ଏପରି ଭିକ୍ଷାବୃତ୍ତି କରିଥାନ୍ତି ବୋଲି ସାଧାରଣତଃ ଧାରଣା ରହିଛି। ହେଲେ ଆମେ ଆଜି ଏମିତି ଦୁଇ ଜଣ ମହିଳାଙ୍କ ବିଷୟରେ କହିବାକୁ […]

beggar

beggar

Rakesh Mallick
  • Published: Wednesday, 22 November 2017
  • Updated: 22 November 2017, 10:40 PM IST

Sports

Latest News

ହାଇଦ୍ରାବାଦ: ଭିକ୍ଷାବୃତ୍ତି ସବୁଠାରୁ ଘୃଣ୍ୟ କାମ ବୋଲି ସମସ୍ତେ କହିଥାନ୍ତି। ରାସ୍ତାଘାଟରେ ଛୋଟ ପିଲାଙ୍କୁ ଭିକ ମାଗୁଥିବା ଦେଖିଲେ ସମସ୍ତେ ବିଚଳିତ ହୋଇଯାଇଥାନ୍ତି। ଏପରି କିଛି ରାକେଟ୍‌ ଅଛି ଯେଉଁମାନେ ପିଲାମାନଙ୍କୁ ଶୋଷଣ କରି ଏପରି କାମରେ ଲଗାଉଛନ୍ତି। ଏହାର ବହୁ ଉଦାହରଣ ରହିଛି। ଏପରିକି କାମ କରିବାକୁ ଡରୁଥିବା କିଛି ଅଳସୁଆ ଲୋକେ ଏପରି ଭିକ୍ଷାବୃତ୍ତି କରିଥାନ୍ତି ବୋଲି ସାଧାରଣତଃ ଧାରଣା ରହିଛି। ହେଲେ ଆମେ ଆଜି ଏମିତି ଦୁଇ ଜଣ ମହିଳାଙ୍କ ବିଷୟରେ କହିବାକୁ ଯାଉଛି ଯେଉଁମାନଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କେବଳ ଶିକ୍ଷାଗତ ଯୋଗ୍ୟତାରେ ଏମାନେ ଆଗରେ ନାହାଁନ୍ତି, ଉଚ୍ଚ ପଦାଧିକାରୀ ଭାବେ ମଧ୍ୟ ଦେଶ ବିଦେଶରେ କାମ କରିସାରିଛନ୍ତି। ବିଡମ୍ବନାର ବିଷୟ ହେଲା ଏମାନେ ଏବେ ଭିକ୍ଷାବୃତ୍ତି କରୁଛନ୍ତି। ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ପାଖରେ ହାତ ପତାଉଛନ୍ତି। ଆସନ୍ତୁ ଜାଣିବା ଏହି ଦୁଇ ଉଚ୍ଚଶିକ୍ଷିତା ମହିଳାଙ୍କ ସମ୍ପର୍କରେ।

ହାଇଦ୍ରାବାଦରରେ ଗ୍ଲୋବାଲ ଇଣ୍ଟରପରନ୍ୟୋରଶିପ୍‌ସମିଟ୍‌-୨୦୧୭ ହେବାକୁ ଯାଉଛି। ଏଥିପାଇଁ ସହରରୁ ସବୁ ଭିକାରୀଙ୍କୁ ହଟାଇ ଦେବାକୁ ସିଟି କମିଶନର ନିର୍ଦ୍ଦେଶ ଜାରି କରିଛନ୍ତି। ଏହାପରେ ସହରରୁ ଭିକାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏହି ସମୟରେ ଏହି ଦୁଇଜଣ ମହିଳା ନଜରକୁ ଆସିଛନ୍ତି। ଜଣେ ଏମ୍‌ବିଏ ଗ୍ରାଜୁଏଟ୍‌ ହୋଇଥିବା ବେଳେ ଅନ୍ୟ ଜଣେ ଆମେରିକାର ଗ୍ରୀନକାର୍ଡ ହୋଲଡର। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ସତ।

ପ୍ରଥମ ମହିଳା ଜଣଙ୍କ ହେଲେ ୫୦ ବର୍ଷର ଫରଜୋନା। ଫରଜୋନା ଏମ୍‌ବିଏ କରିଛନ୍ତି ଓ ଲଣ୍ଡନ୍‌ରେ ଆକାଉଣ୍ଟ ଅଫିସର ଭାବେ କାମ କରିସାରିଛନ୍ତି। ଫରଜୋନାଙ୍କୁ ଭିକ ମାଗିବା ବେଳେ ଉଦ୍ଧାର କରାଯାଇ ଚେରାପାଲ୍ଲୀ ସେଣ୍ଟ୍ରାଲ ଜେଲର ଆନନ୍ଦ ଆଶ୍ରମରେ ରଖାଯାଇଥିଲା। ତାଙ୍କ ପୁଅ ଆସି ତାଙ୍କୁ ନେଇଯାଇଛନ୍ତି। ପରଜୋନାଙ୍କ କାହାଣୀ ବହୁତ ରୋଚକ ରହିଛି।

ଆଶ୍ରମ ଇନ୍‌ଚାର୍ଜ ଅର୍ଜୁନ ରାଓ କହିଛନ୍ତି- “ଗତ ଦୁଇବର୍ଷ ହେବ ଫରଜୋନା ବହୁତ ସମସ୍ୟା ଦେଇ ଗତି କରୁଛନ୍ତି। ପତିଙ୍କ ମୃତ୍ୟୁ ପରେ ପୁଅ ପାଖରେ ରହୁଛନ୍ତି। ତାଙ୍କ ଚାକିରି ଓ ପର୍ସନାଲ ଲାଇଫ୍‌ର ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେ ଜଣେ ବାବାଙ୍କ ପାଖକୁ ଯାଇଥିଲେ। ବାବା ଜଣଙ୍କୁ ତାଙ୍କୁ ଭିକାରୀ ବନିଯିବାକୁ କହିଥିଲେ। ସେବେଠାରୁ ଫରଜୋନା ଭିକ୍ଷାବୃତ୍ତି କରୁଛନ୍ତି।”

ଉଦ୍ଧାର ହୋଇଥିବା ଅନ୍ୟ ମହିଳା ଜଣଙ୍କ ହେଲେ ୪୦ ବର୍ଷର ରାବିୟା ବସିର। ରାବିୟାଙ୍କ କାହାଣୀ ବହୁତ ମର୍ମନ୍ତୁଦ। ଆମେରିକାର ଗ୍ରୀନକାର୍ଡ ହୋଲଡର ରାବିୟାଙ୍କୁ ହାଇଦ୍ରାବାଦର ଏକ ଦରଗାହ ଆଗରୁ ଭିକ୍ଷ ମାଗୁଥିବା ବେଳେ ଉଦ୍ଧାର କରାଯାଇଛି।

ରାଓଙ୍କ ଅନୁସାରେ,“ରାବିୟା ବହୁତ ଭଲ ଇଂରାଜୀ କହୁଛନ୍ତି। ତାଙ୍କ ପାଖରେ ଟଙ୍କାର ଅଭାବ ନଥିଲା। କିଛି ସମ୍ପର୍କୀୟ ତାଙ୍କ ସହ ବେଇମାନି କରି ସବୁ ହଡପ କରିନେଇଛନ୍ତି।”

କିଛି ସମ୍ପର୍କୀୟ ଆସି ତାଙ୍କର ଧ୍ୟାନ ରଖିବେ ବୋଲି କହିବା ପରେ ରାବିୟାକଙ୍କୁ ସେମାନଙ୍କ ଜିମା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story