ମୋଦିଙ୍କ ଫିଟ୍‌ନେସ୍‌ର ରାଜ୍‌ ହେଉଛି ଏହି ଛତୁ! କିଲୋ ପ୍ରତି ଦର...

କୁହାଯାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁତ ପରିଶ୍ରମୀ। ସେ ଘଣ୍ଟା ଘଣ୍ଟା ଧରି କାର୍ଯ୍ୟ କରନ୍ତି। ଅନେକଙ୍କ ମନରେ ପ୍ରଶ୍ନ ଉଠେ ଏ ବୟସରେ ଏତେ କାର୍ଯ୍ୟ କରିବା ପାଇଁ ସେ ଶକ୍ତି କେଉଁଠୁ ପାଆନ୍ତି? ଅବଶ୍ୟ ଏହା କାହାକୁ ଅଛପା ନାହିଁ ଯେ ମୋଦି ନିଜର ଖାଇବା-ପିଇବା ପ୍ରତି ବେଶ୍ ଯତ୍ନବାନ ଓ ତା’ସହିତ ସେ ନିୟମିତ ଯୋଗ କରନ୍ତି। ତେବେ ତାଙ୍କ ଫିଟ୍‌ନେସ୍‌ ପଛରେ ଆଉ ଏକ ରାଜ୍ ମଧ୍ୟ ଅଛି। ଏହା ନିଜେ […]

ModiMimage

ModiMimage

Ordigital Desk
  • Published: Saturday, 23 December 2017
  • Updated: 23 December 2017, 04:22 PM IST

Sports

Latest News

କୁହାଯାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁତ ପରିଶ୍ରମୀ। ସେ ଘଣ୍ଟା ଘଣ୍ଟା ଧରି କାର୍ଯ୍ୟ କରନ୍ତି। ଅନେକଙ୍କ ମନରେ ପ୍ରଶ୍ନ ଉଠେ ଏ ବୟସରେ ଏତେ କାର୍ଯ୍ୟ କରିବା ପାଇଁ ସେ ଶକ୍ତି କେଉଁଠୁ ପାଆନ୍ତି? ଅବଶ୍ୟ ଏହା କାହାକୁ ଅଛପା ନାହିଁ ଯେ ମୋଦି ନିଜର ଖାଇବା-ପିଇବା ପ୍ରତି ବେଶ୍ ଯତ୍ନବାନ ଓ ତା’ସହିତ ସେ ନିୟମିତ ଯୋଗ କରନ୍ତି। ତେବେ ତାଙ୍କ ଫିଟ୍‌ନେସ୍‌ ପଛରେ ଆଉ ଏକ ରାଜ୍ ମଧ୍ୟ ଅଛି। ଏହା ନିଜେ ମୋଦି ଜଣାଇଛନ୍ତି। ତାହା ପୁଣି କ୍ୟାମେରା ସାମ୍ନାରେ।  ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଫିଟ୍‌ନେସ୍‌ ନେଇ ଏକ ପ୍ରଶ୍ନ ପଚାରିଥିଲେ। ଏହାର ଜବାବରେ ସେ କହିଥିଲେ ଯେ ତାଙ୍କ ଫିଟ୍‌ନେସ୍‌ର ରାଜ୍‌ ହେଉଛି ହିମାଚଳ ପ୍ରଦେଶର ଛତୁ (ମସ୍‌ରୁମ୍‌)।  ଆସନ୍ତୁ ଜାଣିବା ମୋଦିଙ୍କ ଏହି ପ୍ରିୟ ମସ୍‌ରୁମ୍ ସଂପର୍କରେ।

ଛତୁର ନାଁ କ’ଣ?

ମୋଦି ଯେଉଁ ପ୍ରଜାତିର ଛତୁ ପସନ୍ଦ କରନ୍ତି ତାହାକୁ ‘ଗୁଚ୍ଛି’ ବୋଲି କୁହାଯାଏ। ଏହା ସାଧାରଣତଃ ହିମାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ଫୁଟିଥାଏ। ଏହି ଛତୁକୁ ଚାଷ କରାଯାଇପାରେ ନାହିଁ। ଏହା ପ୍ରାକୃତିକ ଉପାୟରେ ଫୁଟି ଥାଏ। ହିମାଚଳ ପ୍ରଦେଶ ବ୍ୟତୀତ ଜାମ୍ମୁ-କାଶ୍ମୀର ଓ ଉତ୍ତରାଖଣ୍ଡର ଉଚ୍ଚ ପାହାଡ଼ର ଥିବା ଜଙ୍ଗଲରେ ଏହି ଛତୁ ଫୁଟିଥାଏ। ବରଫ ପଡ଼ିବା ଓ ତରଳିବା ସମୟର ବ୍ୟବଧାନରେ ଏହି ଛତୁ ଫୁଟିଥାଏ।

mush1ଦାମ୍ କେତେ?

ଶୁଖିଲା ପରେ ଏହି ଛତୁ ବିକ୍ରି ହେଉଥିବାରୁ ଗୋଟିଏ କିଲୋ ଛତୁର ଦର ବହୁତ ହୋଇଥାଏ। ସାଧାରଣରେ ‘ଗୁଚ୍ଛି’ ମସ୍‌ରୁମ୍‌ର କିଲୋ ପିଛା ଦର ୧୦ହଜାର ଟଙ୍କା ହୋଇଥାଏ। କିନ୍ତୁ ଏହା ବହୁତ କମ୍‌ ମିଳୁଥିବାରୁ ଏହାର ମୂଲ୍ୟ କେବେ କେବେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଯାଏ। ଚିହ୍ନାଜଣା ଥିଲେ ଟିକେ ଶସ୍ତାରେ ମିଳିଥାଏ।

mushroomକେଉଁ ଭିଟାମିନ୍ ଅଛି?

ଏଥିରେ ଭିଟାମିନ୍‌ ‘ବି’ କମ୍ପ୍ଲେକ୍ସ, ଭିଟାମିନ୍‌ ‘ଡି’ ଓ କିଛି ଜରୁରୀ ଏମିନୋ ଏସିଡି ରହିଛି। ଏହା ସହ ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥାଏ। ଏହାକୁ ସବୁଦିନ ଖାଇଲେ ହୃଦଘାତକୁ ଏଡ଼ାଇ ଦିଆଯାଇପାରେ। ଏହାର ଚାହିଦା ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଇଟାଲୀ ଓ ସ୍ୱିଜରଲାଣ୍ଡ ଭଳି ଦେଶରେ ବି ରହିଛି।

ମୋଦି ହିମାଚଳରେ ପ୍ରଥମେ ଖାଇଥିଲେ ଏହି ଛତୁ

ପ୍ରକୃତ କଥା ହେଲା ମୋଦି କିଛି ବର୍ଷ ଧରି ଦଳର କାର୍ଯ୍ୟକର୍ତ୍ତା ଭାବରେ ହିମାଚଳ ପ୍ରଦେଶରେ ରହି କାର୍ଯ୍ୟ କରୁଥିଲେ। ସେଠାରେ ପାହାଡ଼ ଉପରେ ରହୁଥିବା ଲୋକଙ୍କ ସହ ମୋଦିଙ୍କର ଉତ୍ତମ ସମ୍ପର୍କ ଥିଲା। ସେମାନେ ତାଙ୍କୁ ଏହି ଛତୁ ଯୋଗାଉ ଥିଲେ। ଯଦିଓ ମୋଦି ଏହାକୁ ସବୁବେଳେ ଖାଉ ନଥିଲେ, କିନ୍ତୁ ‘ଗୁଚ୍ଛି’ ଛତୁ ତାଙ୍କୁ ଭଲ ଲାଗୁଥିଲା ବୋଲି ସେ ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story