ରାସ୍ତାରେ ଯାନବାହାନ ଯିବା ଆସିବା କରୁଥିବା ଆମେ ଦେଖିଛନ୍ତି। ହେଲେ କେବେ କୌଣସି ଘର ରାସ୍ତାରେ ଚାଲୁଥିବା ଦେଖିଛନ୍ତି କି?। ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। ହେଲେ ଏକଥା ସମ୍ପୂର୍ଣ୍ଣ ସତ। ପ୍ରକୃତରେ ଏହି ଘରଟି ଏକ ବସ୍ ମଧ୍ୟରେ ତିଆରି କରାଯାଇଛି। ଯାହା କୌଣସି ୭ ଷ୍ଟାର ହୋଟେଲଠାରୁ କମ ନୁହେଁ।
୪୦ ଫୁଟ ଲମ୍ବର ଏହି ବସ୍ ସେଭେନ୍ ଷ୍ଟାର ହୋଟେଲ ପରି ତିଆରି କରାଯାଇଛି। ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଆସନ୍ତୁ ଜାଣିବା କ’ଣ ରହିଛି ଏଥିରେ।
୧. ବସ୍ରେ ହାଇଡ୍ରୋଲିକ୍ ଗ୍ୟାରେଜର ସୁବିଧା ରହିଛି। ଯେଉଁଥିରେ ଏକ ଫରାରୀ ରଖିହେବ।
୨. କୌଣସି ସ୍ଥାନକୁ ଯିବା ବେଳେ ଖାଇବାକୁ ହେଲେ ହୋଟେଲ କିମ୍ବା ଢାବାରେ ରହିବାକୁ ପଡିଥାଏ। ହେଲେ ଏହି ବସ୍ରେ ରହିଛି ମଡର୍ଣ୍ଣ ରୋଷେଇ ଘର। ଯେଉଁଠି ଆପଣଙ୍କୁ ମନ ପସନ୍ଦର ଖାଦ୍ୟ ମିଳି ପାରିବ।
୩. ଯାତ୍ରା ସମୟରେ ଆରାମ କରିବାକୁ ଏଥିରେ ରହିଛି ସୁବିଧା। ବସ୍ରେ ଡାଇନିଂ ରୁମ୍ ସହ ଏକ ବେଡରୁମ ମଧ୍ୟ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।