ନବୀନଙ୍କ ସଂପର୍କରେ ୨୦ଟି ଚର୍ଚ୍ଚା: ୧୦ଟି ଭଲ, ୧୦ଟି ମନ୍ଦ

ଭୁବନେଶ୍ୱର: ନବୀନ ପଟ୍ଟନାୟକ। ଓଡ଼ିଶାର ୪ଥର ମୁଖ୍ୟମନ୍ତ୍ରୀ। ଗତ ୧୭ ବର୍ଷ ଧରି ରାଜ୍ୟର ଅପ୍ରତିଦ୍ୱନ୍ଦ୍ୱୀ ନେତା। ଆଜି ସେ ପାଳିଛନ୍ତି ତାଙ୍କ ୭୨ତମ ଜନ୍ମଦିନ। ଦୀର୍ଘବର୍ଷ ଧରି ରାଜ୍ୟ ଶାସନରେ ରହି ମଧ୍ୟ ନବୀନ ଏବେବି ନିଜର ଛବିକୁ ସଫାସୁତରା କରି ରଖିଛନ୍ତି। ହେଲେ ବି ବିଭିନ୍ନ ସମୟରେ ତାଙ୍କୁ ନେଇ କିଛି ନକରାତ୍ମକ ଚର୍ଚ୍ଚା ଓ ଅଭିଯୋଗ ଆସିଛି। ନବୀନଙ୍କ ଜନ୍ମଦିନରେ ‘ଓଡ଼ିଶା ରିପୋର୍ଟର’ ଚେଷ୍ଟା କରିଛି ତାଙ୍କ ସଂପର୍କରେ ୨୦ଟି ଚର୍ଚ୍ଚାକୁ ତାଲିକାଭୁକ୍ତ […]

Rakesh Mallick
  • Published: Monday, 16 October 2017
  • Updated: 17 October 2017, 10:31 AM IST

ଭୁବନେଶ୍ୱର: ନବୀନ ପଟ୍ଟନାୟକ। ଓଡ଼ିଶାର ୪ଥର ମୁଖ୍ୟମନ୍ତ୍ରୀ। ଗତ ୧୭ ବର୍ଷ ଧରି ରାଜ୍ୟର ଅପ୍ରତିଦ୍ୱନ୍ଦ୍ୱୀ ନେତା। ଆଜି ସେ ପାଳିଛନ୍ତି ତାଙ୍କ ୭୨ତମ ଜନ୍ମଦିନ। ଦୀର୍ଘବର୍ଷ ଧରି ରାଜ୍ୟ ଶାସନରେ ରହି ମଧ୍ୟ ନବୀନ ଏବେବି ନିଜର ଛବିକୁ ସଫାସୁତରା କରି ରଖିଛନ୍ତି। ହେଲେ ବି ବିଭିନ୍ନ ସମୟରେ ତାଙ୍କୁ ନେଇ କିଛି ନକରାତ୍ମକ ଚର୍ଚ୍ଚା ଓ ଅଭିଯୋଗ ଆସିଛି। ନବୀନଙ୍କ ଜନ୍ମଦିନରେ ‘ଓଡ଼ିଶା ରିପୋର୍ଟର’ ଚେଷ୍ଟା କରିଛି ତାଙ୍କ ସଂପର୍କରେ ୨୦ଟି ଚର୍ଚ୍ଚାକୁ ତାଲିକାଭୁକ୍ତ କରିବାକୁ। ଏଥିରୁ ୧୦ଟି ଭଲ ଏବଂ ୧୦ଟି ମନ୍ଦ ଚର୍ଚ୍ଚା।

୧୦ଟି ଭଲ ଚର୍ଚ୍ଚା

୧. ଅନ୍ୟ ରାଜନେତାଙ୍କ ପରି ନବୀନଙ୍କ ନାଁରେ କୌଣସି ଗୁରୁତର ଅଭିଯୋଗ ନାହିଁ। ଯାହା କିଛି ବି ଅଭିଯୋଗ ଆସିଛି ତାହା ଅତ୍ୟନ୍ତ ଦୁର୍ବଳ ଏବଂ କୌଣସି ସନ୍ତୋଷଜନକ ପ୍ରାମାଣିକ ତଥ୍ୟ କେହି ଉପସ୍ଥାପନ କରିପାରି ନାହାଁନ୍ତି।

୨. ନବୀନ ସ୍ୱଭାବରେ ଭାବରେ ବହୁତ ଶାନ୍ତ।  କେହି କେବେ ତାଙ୍କୁ କ୍ରୋଧିତ ଅବସ୍ଥାରେ ଦେଖିନାହିଁ।

patnaik୩.ସ୍ୱଭାବ ଶାନ୍ତ ହୋଇଥିଲେ ବି କୌଣସି ପ୍ରକାର ନିଷ୍ପତ୍ତି ନେବାରେ ନବୀନ ଅତ୍ୟନ୍ତ କଠୋର। ତାହା ବିଭିନ୍ନ ସମୟରେ ସେ ନେଇଥିବା ନିଷ୍ପତ୍ତିରୁ ସ୍ପଷ୍ଟ ବାରିହୁଏ।

୪. କୌଣସି ପ୍ରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସଂପର୍କରେ କିପରି ଗୋପନୀୟତା ରକ୍ଷା କରାଯାଏ ତାହା ନବୀନଙ୍କୁ ଭଲ ଭାବରେ ଜଣା। ତାଙ୍କ ନିଷ୍ପତ୍ତି ସଂପର୍କରେ ଆଗରୁ କେହି କିଛି ସୁରାକ ପାଆନ୍ତି ନାହିଁ। ଶାସନ ବ୍ୟବସ୍ଥା ଚଳାଇବାକୁ ଏହା ଅତ୍ୟନ୍ତ ଜରୁରି।

୫. ନବୀନଙ୍କ ପାଇଁ ସବୁଠାରୁ ବଡ଼ ଟ୍ୟାଗ୍ ହେଲା, କୌଣସି ଦୁର୍ନୀତିରେ ତାଙ୍କ ନାଁ କେବେ ଆସିନାହିଁ। ବରଂ ଦୁର୍ନୀତି ହଟେଇବା ଦିଗରେ ସେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି। ଯଦି ବି କେହି ଏହାକୁ ଅସ୍ୱୀକାର କରିଛନ୍ତି, ସେମାନେ ଏ ଦିଗରେ କୌଣସି ସନ୍ତୋଷଜନକ ପ୍ରମାଣ ଦେଇପାରି ନାହାଁନ୍ତି। ତାହା କେବଳ ଅଭିଯୋଗ ପର୍ଯ୍ୟାୟରେ ହିଁ ରହିଛି।

୬. ନବୀନ ଅବିବାହିତ ରହିଥିବାରୁ ସାଧାରଣରେ ବିଶ୍ୱାସ କରାଯାଏ ଯେ, ସେ ନିଜ ପାଇଁ କୌଣସି ଧନସଂପତ୍ତି ସଞ୍ଚିବାରେ ଆଦୌ ଅଭ୍ୟସ୍ତ ନୁହଁନ୍ତି।

୭. ପାରିବାରିକ ରାଜନୀତିରେ ନବୀନ ବିଶ୍ୱାସ କରନ୍ତି ନାହିଁ। ଏବେସୁଦ୍ଧା ସେ ନିଜ ପରିବାରକୁ ଏଥିରୁ ଦୂରେଇ ରଖିଥିବାରୁ ଏହା ତାଙ୍କ ପାଇଁ ବଡ଼ ଟ୍ୟାଗ ହୋଇଛି।

୮. ନୂଆ ନୂଆ ଯୋଜନା କରି ତାକୁ କାର୍ଯ୍ୟକାରୀ କରିବାରେ ନବୀନ ସିଦ୍ଧହସ୍ତ। କିଛି ଯୋଜନା ଗାଁ ଗହଳିରେ ତାଙ୍କୁ ପ୍ରବଳ ଲୋକପ୍ରିୟତା ଦେଇପାରିଛି।

୯.ବିଶୃଙ୍ଖଳାକୁ କଠୋର ହସ୍ତରେ ଦମନ କରିବାରେ ନବୀନ ସିଦ୍ଧହସ୍ତ। ନିଜ ଦଳରେ ଅନେକଥର ଏହା ସେ ପ୍ରମାଣିତ କରିଛନ୍ତି।

୧୦. ନବୀନ କୌଣସି କୋଟେରି ବା ଗୋଷ୍ଠୀ ଦ୍ୱାରା ପରିଚାଳିତ ହୁଅନ୍ତି ନାହିଁ। ଅନ୍ତତଃ ପକ୍ଷରେ ସାଧାରଣ ଲୋକଙ୍କ ପାଖରେ ତାଙ୍କର ଏହି ଛବି ବଳବତ୍ତର ରହିଛି।

୧୦ଟି ମନ୍ଦ ଚର୍ଚ୍ଚା

୧. ନବୀନ ସାଧାରଣ ଜନତାଙ୍କ ସହ ମିଶି ପାରନ୍ତି ନାହିଁ। ଏହା ତାଙ୍କ ରାଜନୈତିକ କ୍ୟାରିୟରର ସବୁଠାରୁ ବଡ଼ ନକରାତ୍ମକ ସ୍ୱଭାବ।  ଅବଶ୍ୟ ଗତ କିଛିମାସ ଧରି ତାଙ୍କ ସ୍ୱଭାବରେ ସେ କିଛିଟା ପରିବର୍ତ୍ତନ ଆଣିଛନ୍ତି।

୨. ‘ନବୀନ କାହାକୁ ବିଶ୍ୱାସ କରନ୍ତି ନାହିଁ’, ବା ‘ସେ ନିଜ ଆସନ ରକ୍ଷା ପାଇଁ କାହାକୁ ବି ବଳି ପକେଇ ଦେଇ ପାରନ୍ତି’ ବୋଲି ଏକ ଭାବଧାରା ରାଜନୈତିକ ବିରୋଧୀଙ୍କ ଭିତରେ ଆଲୋଚନା ହୁଏ।

୩. ନବୀନ ଓଡ଼ିଆ ଭାଷା ଠିକରେ ନ ଜାଣିବା ତାଙ୍କ ବିରୋଧରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି।

୪. ନିଜ ଦଳର ନେତାଙ୍କ ପାଇଁ ବି ନବୀନ ଅପହଞ୍ଚ। ତାଙ୍କରି ଦଳର କୌଣସି ନେତା ସହଜରେ ତାଙ୍କ ପାଖରେ ପହଞ୍ଚିବା ସହଜ ନୁହେଁ ବୋଲି ଏକ ଭାବଧାରା ରହିଛି।

୫. ନବୀନ ରାଜନୈତିକ ବ୍ୟକ୍ତିଙ୍କୁ କମ୍ ଗୁରୁତ୍ୱ ଦିଅନ୍ତି, ପ୍ରଶାସନିକ ଅଧିକାରୀଙ୍କୁ ବେଶୀ ଗୁରୁତ୍ୱ ଦିଅନ୍ତି।

୬. ସ୍ୱାସ୍ଥ୍ୟଗତ  କାରଣରୁ ନବୀନ ଆଉ ରାଜ୍ୟ ଚଲେଇବା ଅବସ୍ଥାରେ ନାହାଁନ୍ତି ବୋଲି ବିରୋଧୀ ମାନେ ବାରମ୍ବାର ଅଭିଯୋଗ କରି ଏହାକୁ ଏକ ଇସ୍ୟୁ କରି ଆସିଛନ୍ତି। ଏ ସଂପର୍କରେ ନିଜେ ନବୀନ ମଧ୍ୟ ଥରେ ସ୍ପଷ୍ଚୀକରଣ ଦେଇ କହିଥିଲେ- ମୁଁ ପୂରା ଫିଟ୍ ଅଛି।

୭. ନବୀନ ରାଜ୍ୟ ରାଜକୋଷକୁ ନଜର ଅନ୍ଦାଜ କରି ଭୋଟବ୍ୟାଙ୍କ ସୃଷ୍ଟି ପାଇଁ ବିଭିନ୍ନ ଲୋକପ୍ରିୟ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।

୮. ଟଙ୍କିକିଆ ଚାଉଳ ଓ ୫ ଟଙ୍କିଆ ଆହାର ଯୋଜନା କରି ନବୀନ ଓଡ଼ିଶା ଲୋକଙ୍କୁ ଅଳସୁଆ କରିଦେଲେ ବୋଲି ଅଭିଯୋଗ ହୁଏ।

୯. ବିଜେଡିରେ କୌଣସି ଗଣତନ୍ତ୍ର ନାହିଁ। ନବୀନ ଏହାର ସର୍ବେସର୍ବା ବୋଲି ସବୁବେଳେ ବିରୋଧୀମାନେ ଅଭିଯୋଗ କରିଆସିଛନ୍ତି।

୧୦. ଉଭୟ ବିଜେପି ଓ କଂଗ୍ରେସର ଜାତୀୟ ନେତାଙ୍କ ସହ ନବୀନଙ୍କର ଭଲ ସଂପର୍କ ଅଛି ବୋଲି ଅଭିଯୋଗ ହୁଏ। ଏହା କେବଳ ମାତ୍ର ଏକ ଅଭିଯୋଗ ହୋଇଥିଲେ ବି ଅନେକ ସମୟରେ ଲୋକଙ୍କ ଭିତରେ ନବୀନଙ୍କୁ ନେଇ ନକରାତ୍ମକ ଆଲୋଚନା ସୃଷ୍ଟି କରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story