୧୫ଟି ଜିଲ୍ଲାର ଦୁର୍ଗମ ଅଞ୍ଚଳ ପାଇଁ ଯୋଗାଇ ଦିଆଯିବ ୬୮ଟି ନୂଆ ଆମ୍ବୁଲାନ୍ସ

ଭୁବନେଶ୍ୱର: ରାଜ୍ୟର ଦୁର୍ଗମ ଅଞ୍ଚଳରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଠିକ୍ ସମୟରେ ଡାକ୍ତରଖାନା ନେବା ଲାଗି ଖୁବ୍‌ଶୀଘ୍ର ନୂଆ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ। ୧୫ଟି ଜିଲ୍ଲାର ଦୁର୍ଗମ ଅଞ୍ଚଳ ପାଇଁ ଖୁବ୍‌ଶୀଘ୍ର ଆଉ ୬୮ଟି ୧୦୨ ଓ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ। ସ୍ୱାସ୍ଥ୍ୟ ମନ୍ତ୍ରୀ […]

health-review

health-review

Rakesh Mallick
  • Published: Sunday, 29 May 2016
  • Updated: 29 May 2016, 04:44 AM IST

health-reviewଭୁବନେଶ୍ୱର: ରାଜ୍ୟର ଦୁର୍ଗମ ଅଞ୍ଚଳରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଠିକ୍ ସମୟରେ ଡାକ୍ତରଖାନା ନେବା ଲାଗି ଖୁବ୍‌ଶୀଘ୍ର ନୂଆ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ। ୧୫ଟି ଜିଲ୍ଲାର ଦୁର୍ଗମ ଅଞ୍ଚଳ ପାଇଁ ଖୁବ୍‌ଶୀଘ୍ର ଆଉ ୬୮ଟି ୧୦୨ ଓ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି,“କୋରାପୁଟ ଓ ବାରିପଦାରେ ନୂଆ ମେଡିକାଲ କଲେଜ ୨୦୧୭-୧୮ ଶିକ୍ଷା ବର୍ଷରୁ କାର୍ଯ୍ୟ ଆରମ୍ଭ କରିବ। ଏଥିପାଇଁ ପଦବୀ ସୃଷ୍ଟି କରାଯିବ। ସେହିଭଳି ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତରୀ ପଦ ପୂରଣ ପାଇଁ ପିଏସ୍‌ସି ରିକ୍ରୁଟମେଣ୍ଟ ଡ୍ରାଇଭ୍ ଆରମ୍ଭ ହୋଇଛି। ପୁରୀ, ବଲାଙ୍ଗିର ଓ ବାଲେଶ୍ୱରରେ ହେବାକୁ ଥିବା ମେଡିକାଲ କଲେଜ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ଲୋକଙ୍କ ପାଇଁ ନିରାମୟ ଯୋଜନାକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story