୫ ମିନିଟ୍‌ରେ ପାଇବେ ଫଟୋ ଥିବା ଡେବିଟ୍‌ କାର୍ଡ; କେମିତି ଜାଣନ୍ତୁ

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଧୀରେ ଧୀରେ ତା’ର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଆହୁରି ସରଳ ଓ ସହଜ କରୁଛି। ଉପଭୋକ୍ତାମାନଙ୍କ ସୁବିଧା ପାଇଁ ନିଆଯାଉଛି ଅନେକ ପଦକ୍ଷେପ। ଏଇ କ୍ରମରେ ଡେବିଟ୍ କାର୍ଡ ପ୍ରଦାନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି ବ୍ୟାଙ୍କ। ଏଣିକି ମାତ୍ର ୫ ମିନିଟ୍‌ରେ ଉପଭୋକ୍ତାଙ୍କୁ ଫଟୋ ଥିବା ଡେବିଟ୍ କାର୍ଡ ଯୋଗାଇ ଦେବାକୁ ଯାଉଛି ଏସ୍‌ବିଆଇ।  ଖାଲି ସେତିକି ନୁହେଁ, ପାସ୍‌ବୁକ ଅପ୍‌ଡେଟ୍‌ କରିବା ପାଇଁ ବି ଆଉ […]

sbi-intouch-01

sbi-intouch-01

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 08:01 PM IST

Sports

Latest News

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଧୀରେ ଧୀରେ ତା'ର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଆହୁରି ସରଳ ଓ ସହଜ କରୁଛି। ଉପଭୋକ୍ତାମାନଙ୍କ ସୁବିଧା ପାଇଁ ନିଆଯାଉଛି ଅନେକ ପଦକ୍ଷେପ। ଏଇ କ୍ରମରେ ଡେବିଟ୍ କାର୍ଡ ପ୍ରଦାନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି ବ୍ୟାଙ୍କ। ଏଣିକି ମାତ୍ର ୫ ମିନିଟ୍‌ରେ ଉପଭୋକ୍ତାଙ୍କୁ ଫଟୋ ଥିବା ଡେବିଟ୍ କାର୍ଡ ଯୋଗାଇ ଦେବାକୁ ଯାଉଛି ଏସ୍‌ବିଆଇ।  ଖାଲି ସେତିକି ନୁହେଁ, ପାସ୍‌ବୁକ ଅପ୍‌ଡେଟ୍‌ କରିବା ପାଇଁ ବି ଆଉ ବ୍ୟାଙ୍କରେ ଲାଇନ୍ ଲଗାଇବାକୁ ପଡ଼ିବ ନାହିଁ। ତେବେ କ’ଣ ହୋଇଛି ନୂଆ ବ୍ୟବସ୍ଥା, ଆସନ୍ତୁ ସେ ସଂପର୍କରେ ଜାଣିବା।

ନୂଆ ବ୍ୟବସ୍ଥା

ଏଥିପାଇଁ ଷ୍ଟେଟ୍‌ବ୍ୟାଙ୍କ sbiINTOUCH ଶାଖା ଖୋଲିଛି। ଏଠାରେ AOK Kiosks ମାଧ୍ୟମରେ ଆପଣ ମାତ୍ର ୫ ମିନିଟ୍‌ରେ ନିଜ ଆକାଉଣ୍ଟ ଖୋଲିପାରିବେ। ଆକାଉଣ୍ଟ ଖୋଲିଲା ପରେ ଏହି ଶାଖା ମାଧ୍ୟମରେ ସମସ୍ତ ଆବଶ୍ୟକୀୟ କାର୍ଯ୍ୟ ବ୍ୟାଙ୍କ ନଯାଇ ସହଜରେ କରିପାରିବେ। ସାରା ଦେଶରେ ଷ୍ଟେଟ୍‌ବ୍ୟାଙ୍କ ୧୪୩ ଜିଲ୍ଲାରେ ୨୫୭ ଟି sbiINTOUCH ଶାଖା ଖୋଲିଛି। ଏହି ବ୍ରାଞ୍ଚରେ କ୍ୟାସ୍‌ ଡିପୋଜିଟ୍‌ ମେସିନ୍ ମଧ୍ୟ ଲାଗିଛି। ଏଠାରେ ଆପଣ ଯେକୌଣସି ସମୟରେ ଟଙ୍କା ଜମା କରିପାରିବେ।

କେମିତି ପାଇବେ ଫଟୋ ଥିବା ଡେବିଟ୍‌ କାର୍ଡ ?

ଯଦି ଆପଣଙ୍କର ଆକାଉଣ୍ଟ sbiINTOUCHରେ ଖୋଲା ହୋଇଥିବ, ତାହେଲେ ଆପଣ ନିଜ ଫଟୋଥିବା ଡେବିଟ୍ କାର୍ଡ ପାଇପାରିବେ। ବ୍ରାଞ୍ଚଗୁଡ଼ିକରେ ଲଗାଇଯାଇଥିବା DCPK kiosks ମେସିନ୍‌ ମାଧ୍ୟମରେ ଆପଣ ନିଜର ଫଟୋ ଥିବା ଡେବିଟ୍ କାର୍ଡ ପାଇପାରିବେ। ଖାଲି ସେତିକି ନୁହେଁ, ବ୍ରାଞ୍ଚରେ ଲାଗିଥିବା ଇଲେକ୍ଟ୍ରୋନିକ୍‌ ଚେକ୍ ଡିପୋଜିଟ୍‌ ମେସିନ୍‌(ଇଡିଏମ୍‌ସି) ମାଧ୍ୟମରେ ଆପଣ ୨୪ ଘଣ୍ଟାରେ ଚେକ୍ ଜମା କରିବା ସହିତ ପ୍ରିଣ୍ଟରରେ ପାସ୍‌ବୁକ୍‌ ଅପଡେଟ୍‌ ମଧ୍ୟ କରିପାରିବେ। ଏ ବିଷୟରେ ଅଧିକ ଜାଣିବା ପାଇଁ ଷ୍ଟେଟ୍‌ ବ୍ୟାଙ୍କ ୱେବ୍‌ସାଇଟ୍ https://www.sbi.co.in/portal/web/personal-banking/sbiintouch ଲଗ୍‌ଇନ୍‌ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story