ମାଗଣାରେ କରି ହେବ ସଂଭୋଗ, କିନ୍ତୁ ଏହି ସର୍ତ୍ତରେ

ସବୁ ଦେଶରେ ସବୁ ସହରରେ ବେଶ୍ୟାଳୟ ରହିଛି। କିଛି ସ୍ଥାନରେ ଏହାକୁ ସରକାରୀ ମଞ୍ଜୁରୀ ମିଳିଥିବା ବେଳେ ଆଉ କିଛି ସ୍ଥାନରେ ଲୁଚାଛପାରେ ଦେହ ବ୍ୟବସାୟ ଚାଲିଥାଏ। ବେଶ୍ୟାଳୟ ଗଲେ ଟଙ୍କା ଦେଇ ଲୋକେ ସଂଭୋଗ କରିଥାନ୍ତି ବୋଲି ସମସ୍ତଙ୍କର ଧାରଣା। ଯଦି ଆପଣ ବି ଏମିତି ଭାବୁଛନ୍ତି, ତେବେ ଆଉ ଭାବନ୍ତୁ ନାହିଁ। ଏମିତି କିଛି ସ୍ଥାନ ଅଛି ଯେଉଁଠି ସଂଭୋଗ ପାଇଁ କୌଣସି ଟଙ୍କା ଦେବାକୁ ପଡ଼ି ନଥାଏ। ହେଲେ ଏହି ବେଶ୍ୟାଳୟରେ ସଂଭୋଗ […]

brothel

brothel

Rakesh Mallick
  • Published: Thursday, 21 December 2017
  • Updated: 21 December 2017, 09:10 PM IST

Sports

Latest News

ସବୁ ଦେଶରେ ସବୁ ସହରରେ ବେଶ୍ୟାଳୟ ରହିଛି। କିଛି ସ୍ଥାନରେ ଏହାକୁ ସରକାରୀ ମଞ୍ଜୁରୀ ମିଳିଥିବା ବେଳେ ଆଉ କିଛି ସ୍ଥାନରେ ଲୁଚାଛପାରେ ଦେହ ବ୍ୟବସାୟ ଚାଲିଥାଏ। ବେଶ୍ୟାଳୟ ଗଲେ ଟଙ୍କା ଦେଇ ଲୋକେ ସଂଭୋଗ କରିଥାନ୍ତି ବୋଲି ସମସ୍ତଙ୍କର ଧାରଣା। ଯଦି ଆପଣ ବି ଏମିତି ଭାବୁଛନ୍ତି, ତେବେ ଆଉ ଭାବନ୍ତୁ ନାହିଁ। ଏମିତି କିଛି ସ୍ଥାନ ଅଛି ଯେଉଁଠି ସଂଭୋଗ ପାଇଁ କୌଣସି ଟଙ୍କା ଦେବାକୁ ପଡ଼ି ନଥାଏ। ହେଲେ ଏହି ବେଶ୍ୟାଳୟରେ ସଂଭୋଗ କରିବାକୁ ହେଲେ କିଛି ସର୍ତ୍ତ ପୂରଣ କରିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ଏମିତି ଏକ ବେଶ୍ୟାଳୟ ବିଷୟରେ।

ଚେକୋସ୍ଲୋଭିୟାରେ ରହିଛି ଏମିତି ଏକ ବେଶ୍ୟାଳୟ। ଏଠାରେ ଗ୍ରାହକଙ୍କର ଲମ୍ବା ଲାଇନ୍‌ ଲାଗିଥାଏ। ଦେହଜୀବୀଙ୍କ ନିଲାମ ମଧ୍ୟ ଡକା ଯାଇଥାଏ। ହେଲେ ସଂଭୋଗ କରୁଥିବା ବ୍ୟକ୍ତି କିଛି ବି ଟଙ୍କା ଦେଇ ନଥାଏ। କେବଳ ଗୋଟିଏ ସର୍ତ୍ତ ପୂରଣ କରିଥାଏ।

ଏବେ ଆପଣ ଭାବୁଥିବେ ସର୍ତ୍ତଟି କ’ଣ ହୋଇଥିବ। ବେଶ୍ୟାଳୟ ପକ୍ଷରୁ ରଖା ଯାଇଥିବା ସର୍ତ୍ତଟି ମଧ୍ୟ ସେହିପରି। ସର୍ତ୍ତଟି ହେଲା ପୁରୁଷମାନଙ୍କୁ ଏକ ଟେପ୍‌ ଦିଆଯାଇଥାଏ। ସର୍ତ୍ତ ମୁତାବକ ସଂଭୋଗ ସମୟକୁ ଏଥିରେ ରେକର୍ଡ କରାଯାଇଥାଏ। ଆବଶ୍ୟକ ବେଳେ ଏହାକୁ ଅନ୍ୟ ଗ୍ରାହକ ଦେଖି ପାରିବେ ବୋଲି ସର୍ତ୍ତ ମାନିବାକୁ ପଡ଼ିଥାଏ। ଯିଏ ଏହି ସର୍ତ୍ତ ପୂରଣ କରିବାକୁ ରାଜି ହୋଇଥାନ୍ତି, ସେମାନଙ୍କୁ ବିନା ଟଙ୍କାରେ ସଂଭୋଗର ଅନୁମତି ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story