ଅକ୍ଟୋବର ୧୧ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ସନ୍ଧ୍ୟାରେ କଟିବନି ଲାଇନ୍

ଭୁବନେଶ୍ୱର: ବିଦ୍ୟୁତ୍ କାଟରେ ଅତିଷ୍ଠ ଉପଭୋକ୍ତାଙ୍କ ପାଇଁ ସାମୟିକ ଆଶ୍ୱସ୍ତି। ପୂଜା ସମୟରେ ସନ୍ଧ୍ୟାରେ ବନ୍ଦ ହେବ ବିଦ୍ୟୁତ୍ କାଟ୍। ଆସନ୍ତା ୧୧ ତାରିଖରୁ ନଭେମ୍ୱର ୧୫ ତାରିଖ ଯାଏଁ ସନ୍ଧ୍ୟାରେ ବିଦ୍ୟୁତ୍ କାଟ ବନ୍ଦ ରହିବ। ତେବେ ଦିନ ବେଳେ ବିଦ୍ୟୁତ୍ କାଟ ଜାରି ରହିବ। ଶୁକ୍ରବାର ଏହି ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ।ବିଦ୍ୟୁତ୍ କାଟ୍ ନେଇ ଶକ୍ତି ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସେ ଦେଇଥିଲେ ଏହି ସୂଚନା। […]

pranaba

pranaba

Rakesh Mallick
  • Published: Friday, 09 October 2015
  • Updated: 09 October 2015, 03:17 PM IST

Sports

Latest News

ଭୁବନେଶ୍ୱର: ବିଦ୍ୟୁତ୍ କାଟରେ ଅତିଷ୍ଠ ଉପଭୋକ୍ତାଙ୍କ ପାଇଁ ସାମୟିକ ଆଶ୍ୱସ୍ତି। ପୂଜା ସମୟରେ ସନ୍ଧ୍ୟାରେ ବନ୍ଦ ହେବ ବିଦ୍ୟୁତ୍ କାଟ୍। ଆସନ୍ତା ୧୧ ତାରିଖରୁ ନଭେମ୍ୱର ୧୫ ତାରିଖ ଯାଏଁ ସନ୍ଧ୍ୟାରେ ବିଦ୍ୟୁତ୍ କାଟ ବନ୍ଦ ରହିବ। ତେବେ ଦିନ ବେଳେ ବିଦ୍ୟୁତ୍ କାଟ ଜାରି ରହିବ। ଶୁକ୍ରବାର ଏହି ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ।ବିଦ୍ୟୁତ୍ କାଟ୍ ନେଇ ଶକ୍ତି ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସେ ଦେଇଥିଲେ ଏହି ସୂଚନା।

ଶକ୍ତି ମନ୍ତ୍ରୀ କହିଥିଲେ, ସନ୍ଧ୍ୟାରେ ବିଦ୍ୟୁତ୍ କାଟ ହେବ ନାହିଁ। କିନ୍ତୁ  ପୂର୍ବଭଳି ଦିନବେଳେ ବିଦ୍ୟୁତ୍ କାଟ୍ ଜାରି ରହିବ। ସହରରେ ୧ ଘଣ୍ଟା ଓ ଗ୍ରାମାଞ୍ଚଳରେ ୨ ଘଣ୍ଟା ଲେଖାଏଁ ବିଦ୍ୟୁତ୍ କାଟ୍ ହେବ।

ସେ ଆହୁରି  କହିଥିଲେ, ବର୍ତ୍ତମାନ ପିକ୍ ଆୱାରରେ ୪୦୦ରୁ ୪୫୦ ମେଗାୱାଟ୍ ବିଦ୍ୟୁତ୍ ନିଅଣ୍ଟ ହେଉଛି। ଏହି ନିଅଣ୍ଟର ଭରଣା ଲାଗି ରାଜ୍ୟ ସରକାର ସେଣ୍ଟ୍ରାଲ୍ ପୁଲରୁ ଅଧିକ ୫୦ ମେଗାୱାଟ୍, ଜିଏମ୍ଆରରୁ ୬୦ ମେଗାୱାଟ୍, ଦିଲ୍ଲୀରୁ ଅଧିକ ୫୦ ମେଗାୱାଟ୍ ଏବଂ ପାୱାର ବ୍ୟାକିଙ୍ଗ ଜରିଆରେ ହିମାଚଳ ପ୍ରଦେଶରୁ ମଧ୍ୟ କିଛି ବିଦ୍ୟୁତ୍ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ନଭେମ୍ୱର ୫ରୁ ୧୦ ତାରିଖ ମଧ୍ୟରେ ସ୍ଥିତିର ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story