ଏସିଆନ୍‌ ଆଥଲେଟିକ୍‌ସ ଆୟୋଜନ କରି ଏସିଆ ସହିତ ସମ୍ପର୍କ ସ୍ଥାପନ କରିପାରିଛୁ: ନବୀନ

ଭୁବନେଶ୍ୱର: ଏସିଆନ୍‌ ଆଥଲେଟିକ୍‌ସ ଚାମ୍ପିଅନ୍‌ସିପ୍‌ ପ୍ରସ୍ତୁତି ପାଇଁ ଆମକୁ ୯୦ ଦିନ ସମୟ ମିଳିଥିଲା। ଏହାକୁ ଚ୍ୟାଲେଞ୍ଜ ଭାବେ ନେଇ ଆମେ ବିଶ୍ୱସ୍ତରୀୟ ଷ୍ଟାଡିୟମ କରିଛୁ। ଏସିଆନ୍‌ ଆଥଲେଟିକ୍‌ସ ଚାମ୍ପିଅନ୍‌ସିପ୍‌ ଆୟୋଜନ କରି ଆମେ ଏସିଆ ମହାଦେଶ ସହିତ ଯୋଡ଼ି ହୋଇଯାଇଛୁ। ଦେଖିବାକୁ ଗଲେ କଳିଙ୍ଗ ସହ ଏସିଆର ସଂପର୍କ ବହୁ ପୁରୁଣା। ଏହି କ୍ରୀଡ଼ା ମହାକୁମ୍ଭ ଆମ ସଂପର୍କକୁ ଅଧିକ ମଜବୁତ କରିଛି। ଏସିଆନ୍‌ ଆଥଲେଟିକ୍‌ ଚାମ୍ପିଅନ୍‌ସିପ୍‌ ଉଦ୍‌ଘାଟନୀ ଉତ୍ସବରେ ଅତିଥିଭାବେ ଯୋଗଦେଇ ନବୀନ ପଟ୍ଟନାୟକ […]

asian champian ship

asian champian ship

Rakesh Mallick
  • Published: Wednesday, 05 July 2017
  • Updated: 05 July 2017, 08:38 PM IST

ଭୁବନେଶ୍ୱର: ଏସିଆନ୍‌ ଆଥଲେଟିକ୍‌ସ ଚାମ୍ପିଅନ୍‌ସିପ୍‌ ପ୍ରସ୍ତୁତି ପାଇଁ ଆମକୁ ୯୦ ଦିନ ସମୟ ମିଳିଥିଲା। ଏହାକୁ ଚ୍ୟାଲେଞ୍ଜ ଭାବେ ନେଇ ଆମେ ବିଶ୍ୱସ୍ତରୀୟ ଷ୍ଟାଡିୟମ କରିଛୁ। ଏସିଆନ୍‌ ଆଥଲେଟିକ୍‌ସ ଚାମ୍ପିଅନ୍‌ସିପ୍‌ ଆୟୋଜନ କରି ଆମେ ଏସିଆ ମହାଦେଶ ସହିତ ଯୋଡ଼ି ହୋଇଯାଇଛୁ। ଦେଖିବାକୁ ଗଲେ କଳିଙ୍ଗ ସହ ଏସିଆର ସଂପର୍କ ବହୁ ପୁରୁଣା। ଏହି କ୍ରୀଡ଼ା ମହାକୁମ୍ଭ ଆମ ସଂପର୍କକୁ ଅଧିକ ମଜବୁତ କରିଛି। ଏସିଆନ୍‌ ଆଥଲେଟିକ୍‌ ଚାମ୍ପିଅନ୍‌ସିପ୍‌ ଉଦ୍‌ଘାଟନୀ ଉତ୍ସବରେ ଅତିଥିଭାବେ ଯୋଗଦେଇ ନବୀନ ପଟ୍ଟନାୟକ ଏହା କହିଛନ୍ତି।

କ୍ରୀଡ଼ା ମହାକୁମ୍ଭ ଏସିଆନ୍‌ ଆଥଲେଟିକ୍‌ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦ ଏକତ୍ର ହୋଇଥିଲେ। ପରେ ସ୍ୱତନ୍ତ୍ର ଗାଡ଼ିରେ ସେମାନେ କଳିଙ୍ଗ ଷ୍ଟାଡିୟମ ଯାଇଥିଲେ। ସେମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇ ମହାକୁମ୍ଭକୁ ଉଦ୍‌ଘାଟନ କରିଥିଲେ। ଆଥଲେଟଙ୍କୁ ଶପଥ ପାଠ କରାଇଲେ ଶ୍ରାବଣୀ ନନ୍ଦ।

ଆସନ୍ତାକାଲିଠାରୁ ୯ ତାରିଖ ଯାଏଁ ଚାଲିବ ଏହି ଚାମ୍ପିଅନ୍‌ସିପ୍‌। ଏଥିରେ ବିଭିନ୍ନ ଇଭେଣ୍ଟରେ ୪୩ ଦେଶର ୬୦୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି। ଉଭୟ ପୁରୁଷ ଓ ମହିଳା ଆଥଲେଟ୍ ୨୧ଟି ଲେଖାଏଁ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆଜି ଉଦଘାଟନୀ ଉତ୍ସବରେ ପ୍ରଥମେ ଅଥଲେଟ୍‌ ମାର୍ଚ୍ଚପାଷ୍ଟ କରିଥିଲେ।  ତା’ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ଦେଖିବାକୁ ମିଳିବ ଓଡିଶାର କଳା, ସଂସ୍କୃତି ଓ ଐତିହର ଝଲକ୍। ଏଥିସହିତ ଚିତାକର୍ଷକ ଆତଶବାଜି ଓ ଲେଜର ସୋ କାର୍ଯ୍ୟକ୍ରମ। ଲୋକଙ୍କ ଭିଡକୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story