ଏମିତି ବିଶ୍ୱାସ: ୧୦ ଲକ୍ଷରେ ନଡ଼ିଆ ନିଲାମ ନେଲେ ଚାଷୀ

ବଜାରରୁ କେବେ ନଡ଼ିଆ କିଣିଛନ୍ତି? କିଣିବା ବେଳେ ନିଶ୍ଚିତ ମୂଲଚାଲ କରିଥିବେ। ୧୨ରୁ ୨୦ ଟଙ୍କାରେ ବଜାରରେ ମିଳୁଥିବା ନଡ଼ିଆ କିଣିବାକୁ ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ଜୋରସୋରରେ ମୂଲଚାଲ ହୋଇଥାଏ। ହେଲେ ଲକ୍ଷାଧିକ ଟଙ୍କାରେ କେବେ ନଡ଼ିଆ କିଣିବା କଥା ଭାବିଛନ୍ତି। ଏହାଶୁଣି ଆପଣ ଭାବୁଥିବେ ଆମ ମୁଣ୍ଡ ଖରାପ ହୋଇଯାଇଛି ବୋଧ ହୁଏ। ନହେଲେ କିଏ ବା କାହିଁକି ଏତେ ଟଙ୍କା ଦେଇ ନଡ଼ିଆ କିଣିବା କଥା କହିବ। ହେଲେ ଆମେ ସତ କହୁଛୁ। […]

nariyal

nariyal

Rakesh Mallick
  • Published: Friday, 08 December 2017
  • Updated: 08 December 2017, 12:32 PM IST

ବଜାରରୁ କେବେ ନଡ଼ିଆ କିଣିଛନ୍ତି? କିଣିବା ବେଳେ ନିଶ୍ଚିତ ମୂଲଚାଲ କରିଥିବେ। ୧୨ରୁ ୨୦ ଟଙ୍କାରେ ବଜାରରେ ମିଳୁଥିବା ନଡ଼ିଆ କିଣିବାକୁ ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ଜୋରସୋରରେ ମୂଲଚାଲ ହୋଇଥାଏ। ହେଲେ ଲକ୍ଷାଧିକ ଟଙ୍କାରେ କେବେ ନଡ଼ିଆ କିଣିବା କଥା ଭାବିଛନ୍ତି। ଏହାଶୁଣି ଆପଣ ଭାବୁଥିବେ ଆମ ମୁଣ୍ଡ ଖରାପ ହୋଇଯାଇଛି ବୋଧ ହୁଏ। ନହେଲେ କିଏ ବା କାହିଁକି ଏତେ ଟଙ୍କା ଦେଇ ନଡ଼ିଆ କିଣିବା କଥା କହିବ। ହେଲେ ଆମେ ସତ କହୁଛୁ। ୧୦୦ ନୁହେଁ କି ୨୦୦ ନୁହେଁ ୧୦ ଲକ୍ଷ ଟଙ୍କାରେ ନିଲାମ ହୋଇଛି ନଡ଼ିଆ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ନଡ଼ିଆକୁ କୌଣସି ବିଜନେସ୍‌ ଟାଇକୋନ୍‌ କି ନେତା, ମନ୍ତ୍ରୀ କିଣି ନାହାଁନ୍ତି। ଏହାକୁ କିଣିଛନ୍ତି ଜଣେ ସାଧାରଣ ଚାଷୀ।

cocunotଏହି ଚାଷୀ ଜଣଙ୍କ ହେଲେ ପୁଣେ କୋଏଲି ଗାଁର ରେଶମା ସୁଭାଷ ବସ୍ନୋଡେ। ଗତ ୩ ବର୍ଷ ହେଲା ସେ ଲକ୍ଷାଧିକ ଟଙ୍କାରେ ଏହି ନିଲାମ ଧରୁଛନ୍ତି। ତେବେ ସେ କୌଣସି ବେପାର ପାଇଁ ନଡ଼ିଆ ନିଲାମ ନେଉନାହାଁନ୍ତି। ଏପରି ନଡ଼ିଆ ନେବା ପଛରେ ରହିଛି ତାଙ୍କର ଭଗବାନଙ୍କ ପ୍ରତି ଦୃଢ ବିଶ୍ୱାସ।

କଥାଟି ଏପରି। ପୁଣେ ପାଖରେ ଏକ ଗାଁ ରହିଛି। ଯେଉଁଠି ପ୍ରତିବର୍ଷ ଭଗବାନ ଭାନୋବଙ୍କ ଉତ୍ସବ ପାଳନ କରାଯାଏ। ଉତ୍ସବ ସମୟରେ ଭାନୋବଙ୍କ ପାଖରେ ଭକ୍ତ ସମର୍ପଣ କରିଥିବା ନଡ଼ିଆ ନିଲାମ କରାଯାଇଥାଏ। ଏହି ନିଲାମ ଧରିବାକୁ ବହୁ ଧନୀ ଲୋକ ଏଠାରେ ଏକାଠି ହୋଇଥାନ୍ତି। ଏଠିକାର ଲୋକଙ୍କ ବିଶ୍ୱାସ ରହିଛି, ଏହି ନଡ଼ିଆ ଘରକୁ ନେଲେ ସୁଖସମୃଦ୍ଧି ଆସିଥାଏ। ଏଥିପାଇଁ ଲୋକେ ଲକ୍ଷାଧିକ ଟଙ୍କାରେ ଏହାକୁ ନିଲାମ ଧରିବାକୁ ପଛାଇ ନଥାନ୍ତି।

୩ ବର୍ଷ ହେଲା ଲଗାତାର ରେଶମା ସୁଭାଷ ଏହି ନିଲାମ ଧରୁଛନ୍ତି। ଗତବର୍ଷ ସେ ୫ ଲକ୍ଷ ଟଙ୍କାରେ ଭଗବାନଙ୍କ ନଡ଼ିଆ ନିଲାମ ଧରିଥିବା ବେଳେ ଚଳିତବର୍ଷ ଦୁଇଗୁଣାରେ ନେଇଛନ୍ତି।

୫୦ ହଜାର ୧, ୫୦ ହଜାର ୨, ୫୦ ହଜାର ୩... ୧୦ ଲକ୍ଷ

ଚଳିତବର୍ଷ ୫୦ ହଜାର ଟଙ୍କାରୁ ନିଲାମ ଡାକ ଆରମ୍ଭ ହୋଇଥିଲା। ଅନାଉ ଅନାଉ ଭିଡ ଭିତରୁ ଶୁଭିଥିଲା ୨ ଲକ୍ଷର ଡାକ। ମାତ୍ର ୫ ମିନିଟ୍‌ ମଧ୍ୟରେ ଡାକ ୩ ଲକ୍ଷରେ ପହଞ୍ଚି ଯାଇଥିଲା। ଏହି ଡାକ ବସ୍ନୋଡେ ପରିବାର ପକ୍ଷରୁ ଲଗାଯାଇଥିଲା। ସତେ ଯେମିତି ଲାଗୁଥିଲା ଡାକ ଆଉ ଆଗକୁ ବଢ଼ିବ ନାହିଁ। ଏହି ସମୟରେ ଖଣ୍ଡୁ ସାତବ ନାମକ ଜଣେ ଚାଷୀ ୬ ଲକ୍ଷ ଟଙ୍କାର ଡାକ ଦେଇଥିଲେ। ଏଥର ନଡ଼ିଆ ନିଜ ଘରକୁ ନେବାକୁ ଖଣ୍ଡୁ ପରିବାର ମନସ୍ତ କରିକି ସାଙ୍ଗରେ ନଗଦ ୯ ଲକ୍ଷ ଟଙ୍କା ଧରି ଆସିଥିଲେ। ସେମାନଙ୍କ ଧାରଣା ଥିଲା ୬ ଲକ୍ଷରୁ ଆଗକୁ ଡାକ ଯିବ ନାହିଁ। ଡାକ ଶେଷ ହେବାକୁ ଯାଉଥିଲା, ଏହି ସମୟରେ ସୁଭାଷଙ୍କ ପରିବାରରୁ ଅର୍ଣ୍ଣା ବସ୍ନୋଡେ ୧୦ ଲକ୍ଷ ଟଙ୍କାର ଡାକ ଦେଇଥିଲେ। ଏହାପରେ ରେଶମା ସୁଭାଷ ବସ୍ନୋଡେଙ୍କ ନାଁରେ ନଡିଆ ହୋଇଯାଇଥିଲା।

ସୂଚନାଯୋଗ୍ୟ ଗତ ୨୦୦୦ ମସିହାର ଆଜି ପର୍ଯ୍ୟନ୍ତ ବସ୍ନୋଡେ ପରିବାର ୫ ଥର ଏହି ନିଲାମ ଧରି ସାରିଛନ୍ତି। ସୁଭାଷଙ୍କ ମତରେ ସେ ଯେତେବେଳେ ପ୍ରଥମେ ଭଗବାନଙ୍କ ନଡ଼ିଆ କିଣିଥିଲେ ସେତେବେଳେ ମାତ୍ର ୨ ଏକର ଜମି ତାଙ୍କ ପାଖରେ ଥିଲା। ଭଗବାନଙ୍କ ନଡ଼ିଆ ଘରକୁ ଆସିବା ପରେ ଯେମିତି ଲକ୍ଷ୍ମୀଙ୍କ କୃପାଦୃଷ୍ଟି ତାଙ୍କ ଉପରେ ପଡ଼ିଥିଲା। ଆଜି ସ୍ଥିତି ଏପରି ଯେ, ସେ ୧୦ ଲକ୍ଷ ଟଙ୍କା ଦେଇ ନଡ଼ିଆ ନିଲାମ ନେବାକୁ ସକ୍ଷମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story