ଝିଅକୁ ଡ୍ୟାନ୍ସ କ୍ଲାସ୍‌ରୁ ନେଇ ଫେରୁଥିବା ବେଳେ ଉପରୁ ଖସିଲା ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଘଟଣ। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାଁ ସତ୍ୟ ପଟ୍ଟନାୟକ। ସେ ଝାରପଡ଼ାରେ ରହୁଥିଲେ। ତାଙ୍କ ଝିଅ ଶୀତଲ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତା’ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ଝିଅକୁ ଡ୍ୟାନ୍ସ କ୍ଲାସ୍‌ରୁ ନେଇ ଫେରୁଥିଲେ ଶୀତଲ […]

Rakesh Mallick
  • Published: Sunday, 10 September 2017
  • Updated: 10 September 2017, 07:25 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଘଟଣ। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାଁ ସତ୍ୟ ପଟ୍ଟନାୟକ। ସେ ଝାରପଡ଼ାରେ ରହୁଥିଲେ। ତାଙ୍କ ଝିଅ ଶୀତଲ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତା’ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି।

ଝିଅକୁ ଡ୍ୟାନ୍ସ କ୍ଲାସ୍‌ରୁ ନେଇ ଫେରୁଥିଲେ

ଶୀତଲ ରିଦ୍ଦିମ୍‌ ଡ୍ୟାନ୍ସଗ୍ରୁପ୍‌ରେ ଡ୍ୟାନ୍ସ ଶିଖନ୍ତି। ସବୁଦିନ ପରି ଆଜି ମଧ୍ୟ ଡ୍ୟାନ୍ସ କ୍ଲାସ୍ ଯାଇଥିଲେ। ବାପା ସତ୍ୟ ପଟ୍ଟନାୟକ ତାଙ୍କୁ ଡ୍ୟାନ୍ସ କ୍ଲାସ୍‌ରୁ ନେଇ ଘରକୁ ଫେରୁଥିଲେ। ତେବେ ବମିଖାଲ ନିକଟରେ ନିର୍ମାଣାଧୀନ ବ୍ରିଜ୍ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଢଳେଇ କାମ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଓଭରବ୍ରିଜ୍‌ ଭୁଶୁଡିବା ଘଟଣାରେ ଆହତ ଅନ୍ୟ ୯ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ଅରୁରଞ୍ଜନ କିରୋ, ବିନୋଦ ଡୁଙ୍ଗଡୁଙ୍ଗ, ଅମ୍ରିତ୍ କେରକେଟା, ଅନନ୍ତ ପ୍ରକାଶ କେରକେଟା, ବାଉରୀ କିରୋ, ସନ୍ତୋଷ ଟେଟେ, ଗ୍ୟାନ କୁମାରୀ, ତପୋଇ ଭୋଇ। ଶୀତଳ, ସନ୍ତୋଷ ଏବଂ ବାଉରୀଙ୍କୁ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story