ନିଜ ଫସଲ ନିଜେ ଜାଳି ଦେଲେ ଚାଷୀ

<p>ବରଗଡ଼: ବରଗଡ଼ ଜିଲ୍ଲା କଳାପାଣି ଗାଁରେ ଜଣେ ଚାଷୀ ନିଜ ଫସଲ ନିଜେ ଜାଳି ଦେଇଛନ୍ତି। ତାଙ୍କ ନାଁ ବୃନ୍ଦା ସାହୁ। ଫସଲରେ ଚକଡ଼ା ପୋକ ଲାଗି ଯାଇଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ପ୍ରାୟ ଅଧା ଏକର ଜମିରେ ସେ ନିଆଁ ଲଗାଇ ଦେଇଛନ୍ତି।</p> <p>ଏ ଘଟଣା ସଂପର୍କରେ ଅନୁଧ୍ୟାନ କରିବାକୁ ସେଠାକୁ ଏକ ବିଶେଷଜ୍ଞ ଟିମ୍ ଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି। ସେ କହିଛନ୍ତି,&ldquo;ଘଟଣାସ୍ଥଳକୁ ଏକ ବିଶେଷଜ୍ଞ ଟିମ୍ ଯିବ। ଟିମ୍ ଘଟଣା ସଂପର୍କରେ ଅନୁଧ୍ୟାନ କରି ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବ। ଫସଲରେ ନିମ୍ନମାନର କୀଟନାଶକ ଦିଆଯାଇଥିବା ସନ୍ଦେହ କରାଯାଉଛି। ପଦ୍ମପୁର ବିଧାୟକ ଏନେଇ ପୂର୍ବରୁ ସନ୍ଦେହ କରିଥିଲେ। ଯଦି କିଛି ସମସ୍ୟା ଥିବା କାର୍ଯ୍ୟାନୁଷ୍ଠାନ ନିଆଯିବ।</p>

Ordigital Desk
  • Published: Tuesday, 31 October 2017
  • Updated: 31 October 2017, 02:37 PM IST

Sports

Latest News

<p>ବରଗଡ଼: ବରଗଡ଼ ଜିଲ୍ଲା କଳାପାଣି ଗାଁରେ ଜଣେ ଚାଷୀ ନିଜ ଫସଲ ନିଜେ ଜାଳି ଦେଇଛନ୍ତି। ତାଙ୍କ ନାଁ ବୃନ୍ଦା ସାହୁ। ଫସଲରେ ଚକଡ଼ା ପୋକ ଲାଗି ଯାଇଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ପ୍ରାୟ ଅଧା ଏକର ଜମିରେ ସେ ନିଆଁ ଲଗାଇ ଦେଇଛନ୍ତି।</p><p>ଏ ଘଟଣା ସଂପର୍କରେ ଅନୁଧ୍ୟାନ କରିବାକୁ ସେଠାକୁ ଏକ ବିଶେଷଜ୍ଞ ଟିମ୍ ଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି। ସେ କହିଛନ୍ତି,&ldquo;ଘଟଣାସ୍ଥଳକୁ ଏକ ବିଶେଷଜ୍ଞ ଟିମ୍ ଯିବ। ଟିମ୍ ଘଟଣା ସଂପର୍କରେ ଅନୁଧ୍ୟାନ କରି ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବ। ଫସଲରେ ନିମ୍ନମାନର କୀଟନାଶକ ଦିଆଯାଇଥିବା ସନ୍ଦେହ କରାଯାଉଛି। ପଦ୍ମପୁର ବିଧାୟକ ଏନେଇ ପୂର୍ବରୁ ସନ୍ଦେହ କରିଥିଲେ। ଯଦି କିଛି ସମସ୍ୟା ଥିବା କାର୍ଯ୍ୟାନୁଷ୍ଠାନ ନିଆଯିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos