ଓଟିଇଟି ଫଳ ପ୍ରକାଶ: ୯୨ ହଜାରୁ ୧୩ ହଜାର ପାସ୍‌

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ୍ (ଓଟିଇଟି) ଫଳ। ମୋଟ ୯୨,୮୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩,୦୪୧ ଜଣ ପାସ୍ କରିଛନ୍ତି। ପ୍ରଥମ ପେପରରେ ମାତ୍ର ୧୫.୯୭% ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ ପେପର ୨ରେ ୧୧.୩୬% ପାସ୍ କରିଛନ୍ତି।

otet

Rakesh Mallick
  • Published: Wednesday, 31 August 2016
  • , Updated: 31 August 2016, 03:28 PM IST

Related story