ପଞ୍ଚାୟତ ଏକ୍ସପ୍ରେସ: ପାନୀୟଜଳ ଓ ଗମନାଗମନ ସମସ୍ୟାର ସମାଧାନ ଚାହାନ୍ତି ସୋଲପଟା ଗ୍ରାମବାସୀ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସୋଲପଟା ଗ୍ରାମର ଲୋକ ପାଇଁ ଏବେ ମଧ୍ୟ ଗମନାଗମନ ଓ ପାନୀୟଜଳ ମୁଖ୍ୟ ସମସ୍ୟା ହୋଇ ରହିଛି। ଚଳିତ ପଞ୍ଚାୟତ ନିର୍ବାଚନରେ ଯେଉଁ ପ୍ରାର୍ଥୀ ବିଜୟୀ ହେବେ ସେ ଗ୍ରାମବାସୀଙ୍କ ଏହି ସମସ୍ୟାର ସମାଧାନ କରିବେ ବୋଲି ସେମାନେ ଆଶା ରଖିଛନ୍ତି। ଓଡ଼ିଶା ରିପୋର୍ଟର ପଞ୍ଚାୟତ ଏକ୍ସପ୍ରେସ ସହ କଥାବାର୍ତ୍ତା ବେଳେ ଗ୍ରାମବାସୀ କହିଛନ୍ତି,“ନିକଟ ଅତୀତରେ ଗାଁରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହୋଇଛି। ଚଳିତ ନିର୍ବାଚନରେ ଯିଏ ସରପଞ୍ଚ ଭାବେ […]

PE

PE

Rakesh Mallick
  • Published: Friday, 10 February 2017
  • Updated: 10 February 2017, 11:19 PM IST

Sports

Latest News

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସୋଲପଟା ଗ୍ରାମର ଲୋକ ପାଇଁ ଏବେ ମଧ୍ୟ ଗମନାଗମନ ଓ ପାନୀୟଜଳ ମୁଖ୍ୟ ସମସ୍ୟା ହୋଇ ରହିଛି। ଚଳିତ ପଞ୍ଚାୟତ ନିର୍ବାଚନରେ ଯେଉଁ ପ୍ରାର୍ଥୀ ବିଜୟୀ ହେବେ ସେ ଗ୍ରାମବାସୀଙ୍କ ଏହି ସମସ୍ୟାର ସମାଧାନ କରିବେ ବୋଲି ସେମାନେ ଆଶା ରଖିଛନ୍ତି।

ଓଡ଼ିଶା ରିପୋର୍ଟର ପଞ୍ଚାୟତ ଏକ୍ସପ୍ରେସ ସହ କଥାବାର୍ତ୍ତା ବେଳେ ଗ୍ରାମବାସୀ କହିଛନ୍ତି,“ନିକଟ ଅତୀତରେ ଗାଁରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହୋଇଛି। ଚଳିତ ନିର୍ବାଚନରେ ଯିଏ ସରପଞ୍ଚ ଭାବେ ନିର୍ବାଚୀତ ହେବେ ଏହି ଉନ୍ନୟନ କାମକୁ ଆଗକୁ ନେବେ ବୋଲି ଆଶା ରଖିଛୁ।”

ଜଣେ ଗ୍ରାମବାସୀ କହିଛନ୍ତି,“ପୂର୍ବରୁ ଆମେ କଚ୍ଚା ରାସ୍ତାରେ ଯାତାୟତ କରୁଥିଲୁ। କିଛି ବର୍ଷ ପୂର୍ବରୁ ପକ୍କା ରାସ୍ତା ନିର୍ମାଣ କରାଯାଇଛି। ଅନ୍ୟ ଗାଁ ସହ ଯୋଗାଯୋଗ ପାଇଁ ଏବେ ବି ବହୁତ କିଛି ହେବାକୁ ବାକି ଅଛି। ଆମେ ଭାବୁଛୁ ଆମ ନୂଆ ସରପଞ୍ଚ ଏଥିପାଇଁ ଯତ୍ନବାନ ହେବେ।”

କେବଳ ଗମନାଗମନ ନୁହେଁ ପାନୀୟଜଳ ମଧ୍ୟ ଗ୍ରାମର ଏକ ମୁଖ୍ୟ ସମସ୍ୟା।

ଜଣେ ଗ୍ରାମବାସୀ କହିଛନ୍ତି,“ଖରାଦିନ ଆସିଲେ ଗ୍ରାମରେ ପାଣି ସମସ୍ୟା ଦେଖା ଦେଇଥାଏ। ଗ୍ରାମରେ ଥିବା ଅଧିକାଂଶ ନଳକୂପରୁ ପାଣି ବାହାରି ନ ଥାଏ। ପିଇବା ପାଣି ଆଣିବାକୁ ଆମକୁ ବହୁ ବାଟ ଯିବାକୁ ପଡିଥାଏ। ଏହାର ସ୍ଥାୟୀ ସମାଧାନ ହେବା ଦରକାର।”

ଜଣେ ସରପଞ୍ଚ ପ୍ରାର୍ଥୀ କହିଛନ୍ତି,“ଗ୍ରାମବାସୀଙ୍କ ଏହି ସମସ୍ୟା ଆଗାମୀ ୨ରୁ ୩ ଦିନ ମଧ୍ୟରେ ସମାଧାନ ହୋଇଯିବ।

ସେ କହିଛନ୍ତି,“ଗ୍ରାମରେ ଥିବା ଗମନାଗମନ ଓ ପାନୀୟ ଜଳ ସମସ୍ୟା ସମ୍ପର୍କରେ ମୁଁ ଅବଗତ ଅଛି। ମୁଁ ସମିତି ସଭ୍ୟ ଥିବା ବେଳେ ରାସ୍ତା ନିର୍ମାଣ ଓ ପାନୀୟଜଳ ଯୋଗାଣ ପାଇଁ କାମ ଆରମ୍ଭ ହୋଇଥିଲା। ଏହି କାମ ପ୍ରାୟ ଅଧା ସରି ଯାଇଛି। ଏହା ସମ୍ପୂର୍ଣ୍ଣ ହେବାକୁ ଆହୁରି ୨ରୁ ୩ ବର୍ଷ ଲାଗିବ। ଏହାପରେ ଏହି ସମସ୍ୟାର ସମାଧାନ ହୋଇଯିବ।”

ପୂର୍ବରୁ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପଞ୍ଚାୟତ ନିର୍ବାଚନର ସୂଚନା ମିଳୁଥିଲା। ଓଡ଼ିଶା ରିପୋର୍ଟର ପକ୍ଷରୁ ପ୍ରଥମ ଥର ପାଇଁ ରାଜ୍ୟରେ ପଞ୍ଚାୟତ ନିର୍ବାଚନର ସିଧା ପ୍ରସାରଣ ଡିଜିଟାଲ ମିଡିଆରେ କରିବାକୁ ପ୍ରୟାସ କରାଯାଇଛି। ଏଥିରେ ଆପଣମାନେ ମଧ୍ୟ ଅଂଶଗ୍ରହଣ କରିପାବେ ଓ ଆପଣଙ୍କ ମତାମତ ଦେଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story