ପାରାଦୀପ: ପରିତ୍ୟକ୍ତ ଘରୁ ମା’ଝିଅଙ୍କ ପୋଡା ମୃତଦେହ ଜବତ, ଜଣେ ଗିରଫ

ପାରାଦୀପ: ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗାଁର ଏକ ପରିତ୍ୟକ୍ତ ଘରୁ ମିଳିଛି ଜଣେ ୨୫ ବର୍ଷୀୟ ଯୁବତୀ ଓ ତାଙ୍କର ୩ ବର୍ଷ ଶିଶୁ କନ୍ୟାର ପୋଡ଼ା ମୃତଦେହ। ସେମାନଙ୍କୁ ପୋଡ଼ି ମାରି ଦିଆଯାଇଥିବା ଅଭିଯୋଗରେ ପୋଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନାମ ଶୁଭେନ୍ଦୁ ଭୋଇ। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ଯୁବତୀଙ୍କ ନାମ ପ୍ରଭାତି ଭୋଇ। ଗିରଫ ଶୁଭେନ୍ଦୁ ଭୋଇ […]

pradeep

pradeep

Rakesh Mallick
  • Published: Sunday, 11 October 2015
  • Updated: 11 October 2015, 07:24 AM IST

Sports

Latest News

ପାରାଦୀପ: ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗାଁର ଏକ ପରିତ୍ୟକ୍ତ ଘରୁ ମିଳିଛି ଜଣେ ୨୫ ବର୍ଷୀୟ ଯୁବତୀ ଓ ତାଙ୍କର ୩ ବର୍ଷ ଶିଶୁ କନ୍ୟାର ପୋଡ଼ା ମୃତଦେହ। ସେମାନଙ୍କୁ ପୋଡ଼ି ମାରି ଦିଆଯାଇଥିବା ଅଭିଯୋଗରେ ପୋଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନାମ ଶୁଭେନ୍ଦୁ ଭୋଇ।

ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ଯୁବତୀଙ୍କ ନାମ ପ୍ରଭାତି ଭୋଇ। ଗିରଫ ଶୁଭେନ୍ଦୁ ଭୋଇ ଏହି ଯୁବତୀଙ୍କ ସହିତ ଅନୈତିକ ସଂପର୍କ ରଖିଥିବା ଅଭିଯୋଗ ହୋଇଛି। ଶୁଭେନ୍ଦୁ ବିବାହିତ ହୋଇଥିଲେ ସୁଦ୍ଧା ଗଲା ୫ ବର୍ଷ ହେଲାଣି ପ୍ରଭାତିଙ୍କ ସହିତ ସଂପର୍କ ରଖିଥିଲା। ଗାଁର ଏକ ପରିତ୍ୟକ୍ତ ଘରେ ସେ ପ୍ରଭାତିଙ୍କୁ ରଖିଥିଲା। ପ୍ରଭାତି ଏକ କନ୍ୟା ସନ୍ତାନ ଜନ୍ମ କରିବା ପରେ ପତ୍ନୀର ମାନ୍ୟତା ଦେବା ପାଇଁ ଶୁଭେନ୍ଦୁଙ୍କୁ ବାରମ୍ବାର ଅନୁରୋଧ କରିଥିଲା। ତେବେ ଶୁଭେନ୍ଦୁ ଏହାକୁ ଏଡ଼ାଇ ଚାଲିଥିଲା। ସେହି କାରଣରୁ ସେ ଉଭୟ ମା’ଝିଅଙ୍କୁ ପୋଡ଼ି ହତ୍ୟା କରିଥିବା ପୋଲିସ୍ ସନ୍ଦେହ କରୁଛି।

ରବିବାର ରାତି ପ୍ରାୟ ୩ଟାରୁ ସାଢ଼େ ୩ଟା ମଧ୍ୟରେ ଏହି ଘଟଣା ଘଟିଥିବା କୁହାଯାଉଛି। ସକାଳେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପୋଡ଼ି ଯାଇଥିବା ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଫରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ ପୋଲିସ୍ ଜେରା କରୁଥିବା ବେଳେ ଆଉ କୌଣସି ବ୍ୟକ୍ତି ଏହି ଘଟଣା ପଛରେ ଜଡ଼ିତ ଅଛନ୍ତି ନା ନାହିଁ ତାହାର ତଦନ୍ତ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story