ପେଟ୍ରୋଲ ବଢ଼ିଲା, ଡିଜେଲ କମିଲା

ନୂଆଦିଲ୍ଲୀ: ଠିକ୍ ମାସେ ପରେ କେନ୍ଦ୍ର ସରକାର ପୁଣି ଥରେ ବଢ଼ାଇ ଦେଇଛନ୍ତି ପେଟ୍ରୋଲ ଦର। ଏଥର ପେଟ୍ରୋଲ ଦରରେ ୬୪ ପଇସା ବଢ଼ାଇ ଦେଇଛନ୍ତି। ତେବେ ଡିଜେଲ୍ ଦାମ୍ ସାମାନ୍ୟ କମାଇ ଦେଇଛନ୍ତି। ଡିଜେଲ୍ ୧ଟଙ୍କା ୩୫ ପଇସା ଶସ୍ତା ହୋଇଯାଇଛି। ସୋମବାର ମଧ୍ୟରାତ୍ରରୁ ଲାଗୁ ହେବ ଏହି ନୂଆ ଦର। ଏହା ପୂର୍ବରୁ ମେ’ ୧୫ ତାରିଖରେ ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ଥିଲେ। ପେଟ୍ରୋଲ ଦର ଲିଟର ପିଛା […]

petrol

petrol

Rakesh Mallick
  • Published: Monday, 15 June 2015
  • Updated: 15 June 2015, 03:08 PM IST

Sports

Latest News

ନୂଆଦିଲ୍ଲୀ: ଠିକ୍ ମାସେ ପରେ କେନ୍ଦ୍ର ସରକାର ପୁଣି ଥରେ ବଢ଼ାଇ ଦେଇଛନ୍ତି ପେଟ୍ରୋଲ ଦର। ଏଥର ପେଟ୍ରୋଲ ଦରରେ ୬୪ ପଇସା ବଢ଼ାଇ ଦେଇଛନ୍ତି। ତେବେ ଡିଜେଲ୍ ଦାମ୍ ସାମାନ୍ୟ କମାଇ ଦେଇଛନ୍ତି। ଡିଜେଲ୍ ୧ଟଙ୍କା ୩୫ ପଇସା ଶସ୍ତା ହୋଇଯାଇଛି। ସୋମବାର ମଧ୍ୟରାତ୍ରରୁ ଲାଗୁ ହେବ ଏହି ନୂଆ ଦର।

ଏହା ପୂର୍ବରୁ ମେ’ ୧୫ ତାରିଖରେ ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ଥିଲେ। ପେଟ୍ରୋଲ ଦର ଲିଟର ପିଛା ଏକା ଥରକେ ୩ ଟଙ୍କା ୧୩ ପଇସା ବଢ଼ାଇ ଦେଇଥିଲେ। ସେହିପରି ଡିଜେଲ ଦରରେ ୨ ଟଙ୍କା ୧୭ ପଇସା ବଢ଼ାଇ ଦେଇଥିଲେ।

ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟ ମାସରୁ ଚଳିତ ବର୍ଷ ଫେବ୍ରୁଆରୀ ପର୍ଯ୍ୟନ୍ତ ସରକାର ମୋଟ ୧୦ ଥର ପେଟ୍ରୋଲ ଦର ହ୍ରାସ କରିଥିଲେ। ଏହି ସମୟ ମଧ୍ୟରେ ପେଟ୍ରୋଲ ଲିଟର ପିଛା ମୋଟ ୧୭ ଟଙ୍କା ୧୧ ପଇସା କମି ଥିଲା। ସେହିପରି ଗତ ବର୍ଷ ଅକ୍ଟୋବର ମାସରୁ ଚଳିତ ବର୍ଷ ଫେବ୍ରୁଆରୀ ପର୍ଯ୍ୟନ୍ତ ଡିଜେଲ ଦରରେ ମୋଟ ୬ ଥର ହ୍ରାସ କରାଯାଇଥିଲା। ଏହି ସମୟ ମଧ୍ୟରେ ଡିଜେଲ ଦର ଲିଟର ପିଛା ମୋଟ ୧୨ ଟଙ୍କା ୯୬ ପଇସା କମି ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story