ପୋସ୍କୋ ସହ ଆଲୋଚନା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦାବି ଜଣାଇଲେ ବିଜେଡି ସାଂସଦ

ଭୁବନେଶ୍ୱର: ଓଡ଼ିଶାରେ ପୋସ୍କୋ ପ୍ଲାଣ୍ଟ ପ୍ରତିଷ୍ଠା କରିବ ନା ନାହିଁ ସେ ନେଇ କମ୍ପାନୀ ସହ ଆଲୋଚନା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ବିଜେଡି ସାଂସାଦ । ସାଂସଦ କଳିକେଶ ସିଂହଦେଓ କହିଛନ୍ତି ଯେ, ସଚିବସ୍ତରରେ ରାଜ୍ୟ ଓ କେନ୍ଦ୍ର ସହ ମିଟିଂ କରାଯିବ । ଓଡ଼ିଶା ନୁହଁ ପୋସ୍କୋ ଭାରତର ସବୁଠାରୁ ବଡ ଏଫଟିଆଇ । ତାହା କିପରି ଓଡ଼ିଶାରେ ପ୍ରତିଷ୍ଠା ହେବ ସେ ନେଇ ସବୁସ୍ତରରେ ଚେଷ୍ଟା କରାଯିବ । ସେପଟେ […]

poso-globe

poso-globe

Rakesh Mallick
  • Published: Wednesday, 12 August 2015
  • Updated: 12 August 2015, 03:28 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ପୋସ୍କୋ ପ୍ଲାଣ୍ଟ ପ୍ରତିଷ୍ଠା କରିବ ନା ନାହିଁ ସେ ନେଇ କମ୍ପାନୀ ସହ ଆଲୋଚନା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ବିଜେଡି ସାଂସାଦ । ସାଂସଦ କଳିକେଶ ସିଂହଦେଓ କହିଛନ୍ତି ଯେ, ସଚିବସ୍ତରରେ ରାଜ୍ୟ ଓ କେନ୍ଦ୍ର ସହ ମିଟିଂ କରାଯିବ । ଓଡ଼ିଶା ନୁହଁ ପୋସ୍କୋ ଭାରତର ସବୁଠାରୁ ବଡ ଏଫଟିଆଇ । ତାହା କିପରି ଓଡ଼ିଶାରେ ପ୍ରତିଷ୍ଠା ହେବ ସେ ନେଇ ସବୁସ୍ତରରେ ଚେଷ୍ଟା କରାଯିବ । ସେପଟେ ପୋସ୍କୋ ସମସ୍ୟାର ତୁରନ୍ତ ସମାଧାନ ଲାଗି କେନ୍ଦ୍ର କ୍ୟାବିନେଟ ସଚିବ ପ୍ରଦୀପ ସିହ୍ନାଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି । ଅନ୍ୟପକ୍ଷେ ପୋସ୍କୋ ମହାରାଷ୍ଟ୍ରରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଏମ୍ଓୟୁ କରିବା ପରେ ଓଡ଼ିଶାରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଏ ନେଇ ଆଲୋଚନା କରିବାକୁ କ୍ୟାବିନେଟ୍ ସଚିବ କିମ୍ୱା ପିଏମଓ ପକ୍ଷରୁ ଏକ ବୈଠକ ଡାକିବାକୁ ସେ ଅନୁରୋଧ କରିଛନ୍ତି। ପୋସ୍କୋକୁ ଦିଆଯାଇଥିବା ପ୍ରତିଶ୍ରୁତି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଭାବ ପ୍ରକାଇବ ବୋଲି ସେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ପାଇଁ ପୋସ୍କୋ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହୋଇଥିବାରୁ ଏହାକୁ ପ୍ରାଥମିକତା ଦିଆଯିବା ଦରକାର ବୋଲି ମୁଖ୍ୟ ଶାସନ ସଚିବ ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story