ନିଶା ସେବନ କରୁ ନଥିଲେ ଓ ନିରାମିଷାଶୀ ହୋଇଥିଲେ ଯାଇ ଏହି ବିଶ୍ୱବିଦ୍ୟାଳୟରୁ ପାଇବେ ଗୋଲ୍ଡ ମେଡାଲ

ମୁମ୍ବାଇ: ଯଦି ଆପଣ ଭଲ ପଢୁଛନ୍ତି ଓ ଟପ୍‌ କରିଛନ୍ତି ତଥାପି ପୁଣେର ସାବିତ୍ରୀବାଇ ଫୁଲେ ବିଶ୍ୱବିଦ୍ୟାଳୟରୁ ଗୋଲ୍ଡ ମେଡାଲ ପାଇବା କଷ୍ଟକର। କାରଣ ଆପଣ ଟପ୍‌ କଲେ ବି ଯଦି ଆମିଷ ଖାଉଥିବେ ଓ କୌଣସି ପ୍ରକାର ନିଶା ସେବନ କରୁଥିବେ ତେବେ ଆପଣଙ୍କୁ ଗୋଲ୍ଡ ମେଡାଲ ମିଳିବ ନାହିଁ। ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି। ଏଥିରେ ଗୋଲ୍ଡ ମେଡାଲ ପାଇଁ ୧୦ଟି ସର୍ତ୍ତ ରଖାଯାଇଛି। ୭ମ ସର୍ତ୍ତରେ ଛାତ୍ରଛାତ୍ରୀ କୌଣସି […]

university

university

Rakesh Mallick
  • Published: Saturday, 11 November 2017
  • Updated: 13 November 2017, 09:20 PM IST

Sports

Latest News

ମୁମ୍ବାଇ: ଯଦି ଆପଣ ଭଲ ପଢୁଛନ୍ତି ଓ ଟପ୍‌ କରିଛନ୍ତି ତଥାପି ପୁଣେର ସାବିତ୍ରୀବାଇ ଫୁଲେ ବିଶ୍ୱବିଦ୍ୟାଳୟରୁ ଗୋଲ୍ଡ ମେଡାଲ ପାଇବା କଷ୍ଟକର। କାରଣ ଆପଣ ଟପ୍‌ କଲେ ବି ଯଦି ଆମିଷ ଖାଉଥିବେ ଓ କୌଣସି ପ୍ରକାର ନିଶା ସେବନ କରୁଥିବେ ତେବେ ଆପଣଙ୍କୁ ଗୋଲ୍ଡ ମେଡାଲ ମିଳିବ ନାହିଁ। ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି। ଏଥିରେ ଗୋଲ୍ଡ ମେଡାଲ ପାଇଁ ୧୦ଟି ସର୍ତ୍ତ ରଖାଯାଇଛି। ୭ମ ସର୍ତ୍ତରେ ଛାତ୍ରଛାତ୍ରୀ କୌଣସି ନିଶା ସେବନ କରୁ ନଥିବେ ଓ ନିରାମିଷାଶୀ ହୋଇଥିବେ ବୋଲି ଉଲ୍ଲେଖ ରହିଛି।

ଏହାକୁ ନେଇ ବିବାଦ ଦେଖା ଦେବାର ଆଶଙ୍କା ଥିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏପରି ସର୍ତ୍ତକୁ ନେଇ ନିଜ ସଫେଇ ମଧ୍ୟ ଦେଇଛନ୍ତି। ଏହି ସର୍ତ୍ତ ପ୍ରାୟୋଜକଙ୍କ ଦ୍ୱାରା ରଖାଯାଇଛି। ଏହାକୁ ଆମେ କେବଳ ପାଳନ କରୁଛୁ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

circularଅନ୍ୟପକ୍ଷରେ ଏହପରି ସର୍ତ୍ତକୁ ଶିବସେନା ଓ ଏନ୍‌ସିପି ତୀବ୍ର ସମାଲୋଚନା କରିଛନ୍ତି। ଶିବସେନାର ଯୁବ ସେନା ଅଧ୍ୟକ୍ଷ ଆଦିତ୍ୟ ଠାକରେ ଏହାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି,“କିଏ କ’ଣ ଖାଇବ ଏହା ତାଙ୍କର ପସନ୍ଦ ହେବା ଦରକାର। ବିଶ୍ୱବିଦ୍ୟାଳୟ କେବଳ ପାଠପଢ଼ା ଉପରେ ଧ୍ୟାନ ଦେବା ଉଚିତ।”

ଆହୁରି ମଧ୍ୟ ପଢନ୍ତୁ: ବିଶ୍ୱର ଶ୍ରେଷ୍ଠ ୧୦ଟି ବିଶ୍ୱବିଦ୍ୟାଳୟ, ଯେଉଁଠି ପାଠ ପଢ଼ିଛନ୍ତି ବହୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେ ଟ୍ୱିଟ୍‌ କରି କହିଛନ୍ତି,“ବିଶ୍ୱବିଦ୍ୟାଳୟର ନିଷ୍ପତ୍ତି ନିରାଶଜନକ। ଆମ ରାଜ୍ୟ ଶିକ୍ଷାକୁ ନେଇ ଗର୍ବ କରେ। ଆମ ବିଶ୍ୱବିଦ୍ୟାଳୟକୁ କ’ଣ ହୋଇଯାଇଛି? ଦୟାକରି ପାଠପଢ଼ା ଉପରେ ଧ୍ୟାନ କେନ୍ଦ୍ରୀତ କର, ଖାଇବା ଉପରେ ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story