ପୁରୀ ଟ୍ରେନ୍ ପୋଡ଼ି ଘଟଣା: ଏନଆଇଏର ସିମୁଲେସନ୍ ଏକ୍ସରସାଇଜ୍ ଆରମ୍ଭ  

ପୁରୀ: ପୁରୀ ଟ୍ରେନ ପୋଡ଼ି ଘଟଣାରେ ଅଧିକ ତଥ୍ୟ ହାସଲ କରିବା ପାଇଁ ରବିବାରଠାରୁ ସିମୁଲେସନ୍ ଏକ୍ସରସାଇଜ ଆରମ୍ଭ କରିଛି ଏନ୍ଆଇଏ ଟିମ୍। ଏନଆଇଏର ଜଣେ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନକୁ ସାଙ୍ଗରେ ଧରି ଘଟଣାସ୍ଥଳକୁ ଯାଇ ସିମୁଲାଇଜେସନ ପ୍ରକ୍ରିୟା ଜାରି ରଖିଛି। ଟ୍ରେନରେ କିଭିଳି ନିଆଁ ଲାଗିଲା, ଏହା ପଛରେ ସୁବାଷ ରାମଚନ୍ଦ୍ରନ ନା ଆଉ କାହର ହାତ ଅଛି, ଗୋଟିଏ ପରେ ଗୋଟିଏ ଟ୍ରେନରେ କିଭଳି ନିଆଁ ଲାଗିଲା- ଏ […]

subas

subas

Rakesh Mallick
  • Published: Sunday, 10 January 2016
  • Updated: 11 January 2016, 02:24 AM IST

Sports

Latest News

subasପୁରୀ: ପୁରୀ ଟ୍ରେନ ପୋଡ଼ି ଘଟଣାରେ ଅଧିକ ତଥ୍ୟ ହାସଲ କରିବା ପାଇଁ ରବିବାରଠାରୁ ସିମୁଲେସନ୍ ଏକ୍ସରସାଇଜ ଆରମ୍ଭ କରିଛି ଏନ୍ଆଇଏ ଟିମ୍। ଏନଆଇଏର ଜଣେ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନକୁ ସାଙ୍ଗରେ ଧରି ଘଟଣାସ୍ଥଳକୁ ଯାଇ ସିମୁଲାଇଜେସନ ପ୍ରକ୍ରିୟା ଜାରି ରଖିଛି। ଟ୍ରେନରେ କିଭିଳି ନିଆଁ ଲାଗିଲା, ଏହା ପଛରେ ସୁବାଷ ରାମଚନ୍ଦ୍ରନ ନା ଆଉ କାହର ହାତ ଅଛି, ଗୋଟିଏ ପରେ ଗୋଟିଏ ଟ୍ରେନରେ କିଭଳି ନିଆଁ ଲାଗିଲା- ଏ ସବୁ ସମ୍ପର୍କରେ ସିମୁଲେସନ ପ୍ରକ୍ରିୟା ବେଳେ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନ ଏନଆଇଏକୁ ତଥ୍ୟ ପ୍ରଦାନ କରିବ। ଏହି ଟିମ୍ ସହ ଆମ୍ବୁଲାନ୍ସ ଏବଂ ଡାକ୍ତରୀ ଦଳ ମଧ୍ୟ ସହଯୋଗ କରୁଛି।

୨୦୧୫, ନଭେମ୍ୱର ୧୨ ତାରିଖ। ଅପରାହ୍ଣ ଠିକ୍ ୪ଟା ୨୫ରେ ପୁରୀ ରେଳ ଷ୍ଟେସନରେ ଠିଆ ହୋଇଥିବା ନନ୍ଦନକାନ ଏକ୍ସପ୍ରେସରେ ପ୍ରଥମେ ନିଆଁ ଲାଗିଥିଲା। ପରେ ପରେ ମାତ୍ର ଅଳ୍ପ ସମୟ ଭିତରେ ତିରୁପତି ଏବଂ ପୁରୀ-ହାୱଡ଼ା ଏକ୍ସପ୍ରେସରେ ନିଆଁ ଲାଗିଥିଲା। ତେବେ ଏତେ କମ୍ ସମୟରେ ସୁବାସ୍ ତିନି ତିନିଟି ଟ୍ରେନରେ କେମିତି ନିଆଁ ଲଗାଇଲା। ସେ ଏକା ଥିଲା ନା ତା ସହିତ ଥିଲେ ଆଉ କିଛି ଆତଙ୍କବାଦୀ। ଏସବୁ ରହସ୍ୟ ଉପରୁ ପର୍ଦ୍ଦା ହଟାଇବା ପାଇଁ ସୁବାସକୁ ଆଜି ଘଟଣାସ୍ଥଳକୁ ନେଇ ସମାନ ପରିବେଶରେ ସମାନ ଢଙ୍ଗରେ ଡେମୋ କରିଛି ଏନ୍ଆଇଏ ଟିମ୍।

ସୂଚନା ଅନୁସାରେ ପଲିଗ୍ରାଫ୍ ଟେଷ୍ଟ ସମୟରେ ସୁବାସ୍ ଯେଉଁ କେମିକାଲ୍ ବ୍ୟବହାର ବିଷୟ କହିଥିଲା, ତାକୁ ବ୍ୟବହାର କରି ଏହି ଡେମୋ କରାଯାଇଛି। କେବଳ ସେତିକି ନୁହେଁ, ଭବିଷ୍ୟତରେ କୋର୍ଟରେ ଏ ତଥ୍ୟକୁ ଉପସ୍ଥାପନ କରିବାକୁ ଡେମୋ ସମୟରେ ସୁବାସର ପ୍ରତିଟି ଗତିବିଧିକୁ କ୍ୟାମେରାରେ କଏଦ୍ କରାଯାଇଛି।

ଆସନ୍ତାକାଲି ମଧ୍ୟ ଏହି ସିମୁଲେସନ୍ ଏକ୍ସରସାଇଜ୍ ଜାରି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story