ଲାଲକିଲ୍ଲାର ରଙ୍ଗ ସବୁବେଳେ ଲାଲ ନ ଥିଲା, କୁହିନୂର ହୀରା ପାଇଁ ବଳିପଡ଼ିଥିଲେ ମୋଗଲ ଶାସକ   

ଦିଲ୍ଲୀର ଐତିହାସିକ ଦୁର୍ଗ ହେଉଛି ଲାଲକିଲ୍ଲା। ଯାହା ରେଡଫର୍ଟ ନାମରେ ପରିଚିତ।  ଏହି ଦୁର୍ଗରେ ହିଁ ମୁଗଲ ଶାସକମାନେ ପ୍ରାୟ ୨୦୦ ବର୍ଷ ଧରି ଶାସନ କରିଥିଲେ। ପରେ ଏହା ବ୍ରିଟିସର ଅଧୀନକୁ ଚାଲିଯାଇଥିଲା । ଆଉ ଭାରତ ସ୍ୱାଧୀନ ହେବା ପରେ ଏହି ଦୁର୍ଗର ମାଲିକ ହୋଇଥିଲେ ଭାରତ ସରକାର। ପ୍ରତିବର୍ଷ ଏହି ଲାଲକିଲ୍ଲାରୁ ହିଁ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ଉଡ଼ାଇ ଥାଆନ୍ତି। ପଞ୍ଚମ ମୋଗଲ ଶାସକ ଶାହାଜାହାନ୍‌ ଏହି ଦୁର୍ଗକୁ ୧୬୩୯ରେ ନିର୍ମାଣ କରିଥିଲେ।  ତେବେ ଏହି […]

maxresdefault-1

maxresdefault-1

Rakesh Mallick
  • Published: Monday, 30 October 2017
  • Updated: 30 October 2017, 07:13 PM IST

ଦିଲ୍ଲୀର ଐତିହାସିକ ଦୁର୍ଗ ହେଉଛି ଲାଲକିଲ୍ଲା। ଯାହା ରେଡଫର୍ଟ ନାମରେ ପରିଚିତ।  ଏହି ଦୁର୍ଗରେ ହିଁ ମୁଗଲ ଶାସକମାନେ ପ୍ରାୟ ୨୦୦ ବର୍ଷ ଧରି ଶାସନ କରିଥିଲେ। ପରେ ଏହା ବ୍ରିଟିସର ଅଧୀନକୁ ଚାଲିଯାଇଥିଲା । ଆଉ ଭାରତ ସ୍ୱାଧୀନ ହେବା ପରେ ଏହି ଦୁର୍ଗର ମାଲିକ ହୋଇଥିଲେ ଭାରତ ସରକାର। ପ୍ରତିବର୍ଷ ଏହି ଲାଲକିଲ୍ଲାରୁ ହିଁ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ଉଡ଼ାଇ ଥାଆନ୍ତି। ପଞ୍ଚମ ମୋଗଲ ଶାସକ ଶାହାଜାହାନ୍‌ ଏହି ଦୁର୍ଗକୁ ୧୬୩୯ରେ ନିର୍ମାଣ କରିଥିଲେ।  ତେବେ ଏହି ଦୁର୍ଗ ବିଷୟରେ ଆସନ୍ତୁ କିଛି ରୋଚକ ତଥ୍ୟ ଜାଣିବା।

୧- ଲାଲକିଲ୍ଲାର ରଙ୍ଗ ସବୁବେଳେ ଲାଲ ନ ଥିଲା। ମୁଖ୍ୟତଃ ଧଳା ଚକ୍‌ ଚକ୍‌ ଚୂନପଥରେ ଏହାକୁ ନିର୍ମାଣ କରାଯାଥିଳା। ହେଲେ ଦୀର୍ଘ ବର୍ଷ ପରେ ଯେତେବେଳେ ସୌଧରୁ ଧଳା ରଙ୍ଗ ଝଡ଼ିଗଲା ବ୍ରିଟିସରମାନେ ଏହା ଉପରେ ଲାଲ ରଙ୍ଗର ଲେପ ଦେଇଥିଲେ।

୨-ଲାଲକିଲ୍ଲା ପୂର୍ବରୁ ‘କିଲା-ଏ-ମୁବାରକ’ ନାମରେ ଜଣାଶୁଣା ଥିଲା।

୩- ଲାଲକିଲ୍ଲାର ଆକାର ଏବଂ ଏହାର ସୁନ୍ଦର ରୂପ ଦେବାକୁ ନିର୍ମାଣ ପାଇଁ ପ୍ରାୟ ୧୦ ବର୍ଷ ଲାଗିଯାଇଥିଲା।

୪- ଦେଶର ସବୁଠୁ ମୂଲ୍ୟବାନ ସମ୍ପଦ କୁହାଯାଉଥିବା କୁହିନୂର ହୀରା ଏହି ଲାଲକିଲାର ସିଂହାସନରେ  ଯୋଡ଼ି ହୋଇଥିଲା। ଯେଉଁଠି ଶାହାଜାହାନ୍‌  ରାଜ କରୁଥିଲେ। ଏହି କୁହିନୂର ହୀରା ପାଇଁ  ଶାହାଜାନ୍‌ଙ୍କୁ ଇଂରେଜମାନେ ହତ୍ୟା କରିଥିଲେ।

୫- ଏହି ଦୁର୍ଗର ମୁଖ୍ୟ ସ୍ତପତି ଥିଲେ  ଅହମ୍ମଦ ଏବଂ ଓସ୍ତାଦ ହମିଦ୍। ଯେଉଁ ଦୁଇ ଜଣଙ୍କ ତତ୍ତ୍ୱାବଧାନରେ ଏଡ଼େ ସୁନ୍ଦର ସ୍ମାରକୀ ନିର୍ମାଣ ହୋଇଥିଲା।

୬-ଲାଲକିଲ୍ଲାର ଦୁଇଟି ପ୍ରମୁଖ ଦ୍ୱାରର ନାମ ‘ଲାହୋର ଗେଟ’ ରଖାଯାଇଥିଲା। କାରଣ ସେ ସମୟରେ ଏହି ମୁଖ୍ୟ ଦ୍ୱାରଟି ପାକିସ୍ତାନର ଲାହୋର ମୁହାଁ ହୋଇ ତିଆରି ହୋଇଥିଲା।

୭-ଯଦି ପାଖରୁ ଥାଇ ଏହାରୁ ଉପର ଭାଗକୁ ନୀରିକ୍ଷଣ କରନ୍ତି ତେବେ ଏହା ଅଷ୍ଟଭୁଜା ଆକୃତିର ନଜର ଆଯିବ।

୮- ପ୍ରଥମ ସ୍ୱାଧୀନତାଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଭାରତର ଯେତେ ସ୍ୱାଧୀନତା ଦିବସ ପାଳନ ହୋଇଛି ସବୁଥର ପ୍ରଧାନମନ୍ତ୍ରୀମାନେ ଏହି ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

୯-ବହାଦୂର ଶାହ ଜାଫର ଲାଲକିଲାର ଅନ୍ତିମ ଶାସକ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story