କଲ୍ୟାଣସିଂହପୁର ଜଳମଗ୍ନ, ଛାତ ଉପରେ ଆଶ୍ରୟ ନେଇଛନ୍ତି ଲୋକେ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ବନ୍ୟା ସ୍ଥିତି ଉପୁଜିଛି। ନାଗାବଳୀ ଓ କଲ୍ୟାଣୀ ନଦୀର ବନ୍ୟାଜଳରେ କଲ୍ୟାଣସିଂହପୁର ସଦର ମହକୁମା ବୁଡ଼ି ରହିଛି। ଅଧିକାଂଶ ଘର ପାଣି ଘେରରେ ରହିଛି। ଜନସାଧାରଣ ଭୟରେ ତହସିଲ କାର୍ଯ୍ୟାଳୟରେ ଆଶ୍ରୟ ନେଇଛନ୍ତି। ଅନେକ ଲୋକ ଘର ଛାତ ଉପରେ ଆଶ୍ରୟ ନେଇଛନ୍ତି।

ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ଲୋକଙ୍କ ଘରେ ଧୀରେ ଧୀରେ ପାଣି ମାଡୁଥିବା ଦେଖିବାକୁ ମିଳିଛି। ୫ ରୁ ୬ ଫୁଟ ପାଣିରେ ବୁଡିରହିଛି ରାସ୍ତାଘାଟ ଓ ଘରଦ୍ୱାର। ପ୍ରବଳ ବର୍ଷା ଯୋଗୁ ନଦୀ ଫୁଲୁଥିବା ଜଣାପଡ଼ିଛି। ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବିଦ୍ୟୁତ ସରାବରାହ ବିଚ୍ଛିନ୍ନ ହୋଇଛି। ରାୟଗଡ଼ା ଓ ଭବାନୀପାଟଣା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

[vc_video link="" align="center"]

Ordigital Desk
• Published: Sunday, 16 July 2017
• Updated: 16 July 2017, 08:29 AM IST

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ବନ୍ୟା ସ୍ଥିତି ଉପୁଜିଛି। ନାଗାବଳୀ ଓ କଲ୍ୟାଣୀ ନଦୀର ବନ୍ୟାଜଳରେ କଲ୍ୟାଣସିଂହପୁର ସଦର ମହକୁମା ବୁଡ଼ି ରହିଛି। ଅଧିକାଂଶ ଘର ପାଣି ଘେରରେ ରହିଛି। ଜନସାଧାରଣ ଭୟରେ ତହସିଲ କାର୍ଯ୍ୟାଳୟରେ ଆଶ୍ରୟ ନେଇଛନ୍ତି। ଅନେକ ଲୋକ ଘର ଛାତ ଉପରେ ଆଶ୍ରୟ ନେଇଛନ୍ତି।

ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ଲୋକଙ୍କ ଘରେ ଧୀରେ ଧୀରେ ପାଣି ମାଡୁଥିବା ଦେଖିବାକୁ ମିଳିଛି। ୫ ରୁ ୬ ଫୁଟ ପାଣିରେ ବୁଡିରହିଛି ରାସ୍ତାଘାଟ ଓ ଘରଦ୍ୱାର। ପ୍ରବଳ ବର୍ଷା ଯୋଗୁ ନଦୀ ଫୁଲୁଥିବା ଜଣାପଡ଼ିଛି। ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବିଦ୍ୟୁତ ସରାବରାହ ବିଚ୍ଛିନ୍ନ ହୋଇଛି। ରାୟଗଡ଼ା ଓ ଭବାନୀପାଟଣା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

[vc_video link="" align="center"]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos