ବଲ୍‌ରେ ଫୋନ୍‌ ନମ୍ବର ଲେଖି ସମୁଦ୍ରରେ ଫିଙ୍ଗିଥିଲେ ଯୁବତୀ,୬ ବର୍ଷ ପରେ ଆସିଲା ଜବାବ: ଆଉ ତା'ପରେ...

ବେଳେବେଳେ ସାଥୀ ବିନା ଭାରି ଏକା ଲାଗେ ଜୀବନ। ମନ ଖୋଜେ ଆଉଗୋଟେ ମନ। ଇଚ୍ଛା ହୁଏ ସାଥୀଟିଏ ମିଳିଯାଆନ୍ତା କି। ଜୀବନ ତା ବାଟରେ ଚାଲିବା ଭିତରେ କିଛି ଲୋକଙ୍କୁ ଜୀବନ ସାଥୀ ମିଳିଯାଏ। ତ ଆଉ କିଛି ଲୋକ ବିଭିନ୍ନ ଉପାୟରେ ସାଥୀଟି ଖୋଜିଥାନ୍ତି। ଏମିତି ଏକ କୌତୂହଳପ୍ରଦ ଘଟଣା ଘଟିଥିଲା ଆମେରିକାର ଜଣେ ଯୁବତୀଙ୍କ ସହ। ଯୁବତୀଙ୍କ ନାଁ ‘ ହାଲେ ରୋବିନ୍‌ସ’। ରୋବିନ୍‌ସଙ୍କୁ ଯେତେବେଳେ ମାତ୍ର ୧୨ ବର୍ଷ, ସେ ସାଥୀଟିଏ […]

loveballimage

loveballimage

Ordigital Desk
  • Published: Friday, 08 December 2017
  • Updated: 08 December 2017, 09:51 PM IST

Sports

Latest News

ବେଳେବେଳେ ସାଥୀ ବିନା ଭାରି ଏକା ଲାଗେ ଜୀବନ। ମନ ଖୋଜେ ଆଉଗୋଟେ ମନ। ଇଚ୍ଛା ହୁଏ ସାଥୀଟିଏ ମିଳିଯାଆନ୍ତା କି। ଜୀବନ ତା ବାଟରେ ଚାଲିବା ଭିତରେ କିଛି ଲୋକଙ୍କୁ ଜୀବନ ସାଥୀ ମିଳିଯାଏ। ତ ଆଉ କିଛି ଲୋକ ବିଭିନ୍ନ ଉପାୟରେ ସାଥୀଟି ଖୋଜିଥାନ୍ତି। ଏମିତି ଏକ କୌତୂହଳପ୍ରଦ ଘଟଣା ଘଟିଥିଲା ଆମେରିକାର ଜଣେ ଯୁବତୀଙ୍କ ସହ। ଯୁବତୀଙ୍କ ନାଁ ' ହାଲେ ରୋବିନ୍‌ସ'। ରୋବିନ୍‌ସଙ୍କୁ ଯେତେବେଳେ ମାତ୍ର ୧୨ ବର୍ଷ, ସେ ସାଥୀଟିଏ ଖୋଜିବାକୁ ଏକ ଅଜବ ଉପାୟ ଅବଲମ୍ବନ କରିଥିଲେ। ଦିନେ ସମୁଦ୍ର କୂଳରେ ବୁଲୁଥିବା ବେଳେ, ଗୋଟେ ସଫ୍ଟବଲ୍‌ରେ ନିଜ ନାଁ ଓ ଫୋନ୍‌ ନମ୍ବର ଲେଖି ତାକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଇଥିଲେ। ତା ପରେ ସେ ଏ ଘଟଣାକୁ ପୂରା ଭୂଲି ଯାଇଥିଲେ। କାରଣ ସେ ଭଲ ଭାବରେ ଜାଣିଥିଲେ ଯେ, ସାଥୀ ଖୋଜିବାର ଏହା ଉପଯୁକ୍ତ ଉପାୟ ନୁହେଁ। କିନ୍ତୁ ୬ ବର୍ଷ ପରେ ତାଙ୍କ ସହ ଘଟିଲା ଏକ ଅଜବ ଘଟଣା। ଯେତେବେଳେ ତାଙ୍କୁ ୧୮ ବର୍ଷ, ତାଙ୍କ ପାଖକୁ ଆସିଲା ଏକ ଫୋନ୍‌ କଲ୍। ତା’ପରେ କ’ଣ ହେଲା ଜାଣନ୍ତି ? ପଢ଼ନ୍ତୁ ସମ୍ପୂର୍ଣ୍ଣ ଘଟଣା।

ପ୍ରେମର ପ୍ରଥମ ପାହାଚ ବନ୍ଧୁତ୍ୱ

ରୋବିନ୍‌ସ ସମୁଦ୍ର ଭିତରକୁ ଫିଙ୍ଗି ଦେଇଥିବା ବଲ୍‌ଟିକୁ ପାଇଥିଲେ ଜଣେ ବ୍ୟକ୍ତି। ଯିଏ କି ରୋବିନ୍‌ସଙ୍କୁ ଫୋନ୍‌ କରି, ସେ ଫିଙ୍ଗିଥିବା ବଲ୍‌ରୁ ହିଁ ଫୋନ୍‌ ନମ୍ବର ପାଇବା କଥା କହିଥିଲେ। ତା ପରେ ରୋବିନ୍‌ସନ୍‌ ୬ ବର୍ଷ ତଳର ସେ ଘଟଣା ମନେ ପକାଇଲେ ଓ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ନାଁ ପଚାରିଥିଲେ। ବ୍ୟକ୍ତି ଜଣଙ୍କ କହିଥିଲେ- ‘ମୋ ନାଁ ଏଡମ୍‌’। ଏହାପରେ ବନ୍ଧୁତ୍ୱ ସମ୍ପର୍କରେ ବାନ୍ଧି ହୋଇଗଲେ ଦୁଇଜଣ। ପ୍ରେମର ପ୍ରଥମ ପାହାଚ ହେଉଛି ବନ୍ଧୁତ୍ୱ। ସେଥିପାଇଁ ଦୁହେଁ ପରସ୍ପର ବେଶ୍ ଭଲ ବନ୍ଧୁ ହୋଇଗଲେ। ନୂଆ ବନ୍ଧୁ ସହ ତାଙ୍କର ଫୋନ୍‌ରେ ତାଙ୍କର ବାର୍ତ୍ତାଳାପ କିଛିଦିନ ପର୍ଯ୍ୟନ୍ତ ଚାଲିଲା। ଏହାର କିଛି ଦିନ ପରେ ସାମ୍ନାକୁ ଆସିଲା ଏଡମଙ୍କର ପ୍ରକୃତ ପରିଚୟ। ଯାହାକୁ ଜାଣି କାବା ହୋଇଗଲେ ଯୁବତୀ ଜଣଙ୍କ। ଏହାପରେ ତାଙ୍କର ଏହି ପ୍ରେମ କାହାଣୀକୁ ସୋସିଆଲ୍‌ ମିଡିଆରେ ସେୟାର କଲେ। ଯାହା ଦେଖୁ ଦେଖୁ ଭାଇରାଲ୍‌ ହୋଇଗଲା। ପ୍ରକୃତରେ ତାଙ୍କ ସହିତ କ’ଣ ଘଟିଥିଲା ସେଦିନ ?

ଅଦେଖା ପ୍ରେମ କାହାଣୀ ଏମିତି ହେଲା ଶେଷ

ଏହି ଯୁବତୀଙ୍କ ନାମ ହେଉଛି ହେଲେ ରୋବିନ୍‌ସ। ସେ ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ସେୟାର କରିଛନ୍ତି ତାଙ୍କର ଏହି ପ୍ରେମର ଏହି କାହାଣୀକୁ। ସେଥିରେ ସେ ଲେଖିଛନ୍ତି ଯେ ବଲ୍‌ଟି ଫିଙ୍ଗିବା ୬ ବର୍ଷ ପର୍ଯ୍ୟନ୍ତ କୌଣସି ଉତ୍ତର ମିଳିଲା ନାହିଁ। ତାଙ୍କ ମାମୁଁ ଝିଅ ଭଉଣୀ ବୋତଲରେ ନାଁ ଲେଖି ଫିଙ୍ଗିବାକୁ କହିଥିଲେ। କିନ୍ତୁ ବୋତଲ୍‌ ନ ମିଳିବାରୁ ସେ ସଫ୍ଟବଲ୍‌ର ବ୍ୟବହାର କରିଥିଲେ। ଠିକ୍‌ ୬ ବର୍ଷପରେ ଜାବାବ୍ ମିଳିବା ପରେ ବେଶ୍ ଖୁସୀ ହୋଇଯାଇଥିଲେ ସେ। ଫୋନ୍‌ କରିଥିବା ବ୍ୟକ୍ତିଙ୍କ ସହ ତାଙ୍କର ବନ୍ଧୁତ୍ୱ ହୋଇଗଲା। ବନ୍ଧୁତ୍ୱ ବଢ଼ିବା ପରେ ସେ ଏଡମଙ୍କୁ ସ୍ନାପ୍‌ଚାଟ୍‌ରେ ଆସିବାକୁ କହିଥିଲେ। ତା ପରେ ଯାହା ଘଟିଲା ତାଙ୍କୁ ବିସ୍ମିତ କରିଥିଲା।

ଭଲ ଜୀବନସାଥୀ ଟିଏ ମିଳିଯାଇଛି ବୋଲି ଭାବି ରୋବିନ୍‌ସ ମନେ ମନେ ଖୁବ୍ ଖୁସୀ ହୋଇଯାଇଥିଲେ। କିନ୍ତୁ ସ୍ନାପଚାଟ୍‌ରେ ଏଡମଙ୍କର ଆଇଡି ଦେଖିବା ପରେ ତାଙ୍କ ହୃଦୟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ସେ ଜାଣିବାକୁ ପାଇଥିଲେ  ଏଡମ୍‌ ହେଉଛନ୍ତି ଜଣେ ଝିଅ। ତାଙ୍କର ପ୍ରକୃତ ନାଁ ଥିଲା ଏଶ୍‌ଲେ। ପରେ ଏଶ୍‌ଲେ ମଧ୍ୟ ନିଜର ପ୍ରକୃତ ପରିଚୟ ଦେଇଥିଲେ। ଜୀବନସାଥୀ ପାଇଁ ରୋବିନ୍‌ସଙ୍କର ୬ ବର୍ଷର ଅପେକ୍ଷାର ଯେ ଏପରି ଅନ୍ତ ଘଟିବ ସେ ବିଶ୍ୱାସ କରିପାରି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story