ରେହମାନ କେବେବି ସଚିବାଳୟ ଯାଇନାହିଁ

ଭୁବନେଶ୍ୱର: ରାଜ୍ୟ ସଚିବାଳୟକୁ ଯାଇଥିବା ରେହମାନ ଟାଙ୍ଗୀରୁ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ନୁହେଁ। ଗତ ଅକ୍ଟୋବର ୭ ତାରିଖରେ ସଚିବାଳୟକୁ ଯାଇଥିବା ଏ. ରେହମାନ ହେଉଛନ୍ତି କଟକ ସିଡିଏମଓ ଅଫିସର ପିଅନ। ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ରେହମାନ ସଚିବାଳୟକୁ ଯାଇଥିବା ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିଥିବା ବେଳେ ଶୁକ୍ରବାର କମିଶନରେଟ୍ ପୋଲିସ୍ ପକ୍ଷରୁ ଏହା ସ୍ପଷ୍ଟ କରି ଦିଆଯାଇଛି। ପୋଲିସ୍ କମିଶନର ଆର.ପି ଶର୍ମା କହିଛନ୍ତି, ଅକ୍ଟୋବର ୭ ତାରିଖରେ ଗିରଫ ରେହମାନ ସଚିବାଳୟ ଯାଇଥିବା […]

cp

cp

Rakesh Mallick
  • Published: Friday, 25 December 2015
  • Updated: 25 December 2015, 10:07 AM IST

[caption id="attachment_58001" align="alignleft" width="300"]rehaman ଗିରଫ ସନ୍ଦିଗ୍ଧ ଆତଙ୍କୀ ଅବଦୁର ରେହମାନ[/caption]

ଭୁବନେଶ୍ୱର: ରାଜ୍ୟ ସଚିବାଳୟକୁ ଯାଇଥିବା ରେହମାନ ଟାଙ୍ଗୀରୁ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ନୁହେଁ। ଗତ ଅକ୍ଟୋବର ୭ ତାରିଖରେ ସଚିବାଳୟକୁ ଯାଇଥିବା ଏ. ରେହମାନ ହେଉଛନ୍ତି କଟକ ସିଡିଏମଓ ଅଫିସର ପିଅନ। ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ରେହମାନ ସଚିବାଳୟକୁ ଯାଇଥିବା ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିଥିବା ବେଳେ ଶୁକ୍ରବାର କମିଶନରେଟ୍ ପୋଲିସ୍ ପକ୍ଷରୁ ଏହା ସ୍ପଷ୍ଟ କରି ଦିଆଯାଇଛି।

ପୋଲିସ୍ କମିଶନର ଆର.ପି ଶର୍ମା କହିଛନ୍ତି, ଅକ୍ଟୋବର ୭ ତାରିଖରେ ଗିରଫ ରେହମାନ ସଚିବାଳୟ ଯାଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ଆସିବା ପରେ ଏହାର ଖୋଳତାଡ଼ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ସେଦିନ ସଚିବାଳୟକୁ ଯେଉଁ ରେହମାନ ଆସିଥିଲେ, ସେ ହେଉଛନ୍ତି କଟକ ସିଡିଏମଓଙ୍କ ପିଅନ। ସେ ସେହିଦିନ ସକାଳ ୧୧ଟା ୧୫ରୁ ସାଢ଼େ ୧୧ଟା ମଧ୍ୟରେ ସଚିବାଳୟକୁ ଆସିଥିଲେ। ସେ କିଛି ସରକାରୀ ଡାକ ନେଇ ସଚିବାଳୟରୁ ଆସିଥିଲେ। ତେବେ ସେ କେବଳ ଡାକ ନେଇ ସଚିବାଳୟ ଆସିଥିଲେ ନା ଆଉ କୌଣସି କାମରେ ଆସିଥିଲେ, ତାହାର ଅଧିକ ତଦନ୍ତ କରାଯିବ। କଟକ ସିଡିଏମଓ ଅଫିସର ଅଧିକାରୀଙ୍କୁ ପଚରାଉଚରା କରାଯିବା ପରେ ଏନେଇ ଅଧିକ ସୂଚନା ମିଳିଯିବ। ତେବେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଗିରଫ ରେହମାନ ସଚିବାଳୟ ଯାଇ ନ ଥିଲା।

ପୋଲିସ୍ କମିଶନର ଆହୁରି ମଧ୍ୟ କହିଛନ୍ତି ଯେ ଗିରଫ ରେହମାନ ସଚିବାଳୟ ଯିବା କଥାକୁ ଅସ୍ୱୀକାର କରିଛି। ପଚରାଉଚରା ବେଳେ ଅବଦୁର ରେହମାନ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଅଧିକାରୀମାନଙ୍କୁ କହିଛି ଯେ ସେ ଅକ୍ଟୋବର ୭ ତାରିଖରେ ଓଡ଼ିଶା ସଚିବାଳୟ ଯାଇ ନ ଥିଲା। ସେ କେବେ ବି ସଚିବାଳୟକୁ ଯାଇନାହିଁ।

ଝାଡ଼ଖଣ୍ଡ ପୋଲିସ୍ ଓଡ଼ିଶା ଆସି ରେହମାନର ଟାଙ୍ଗୀସ୍ଥିତ ମଦ୍ରାସାକୁ ଯାଇ ତଦନ୍ତ କରିବା ସଂପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି କହିଛନ୍ତି ପୋଲିସ୍ କମିଶନର।

ସୂଚନାଯୋଗ୍ୟ, ଗିରଫ ସନ୍ଦିଗ୍ଧ ଆତଙ୍କୀ ରେହମାନଙ୍କର ଜଣେ କି ଦୁଇ ଜଣ ବିଜେଡି ବିଧାୟକଙ୍କ ସହିତ ସଂପର୍କ ଥିବା ଓ ସେମାନଙ୍କ ସହାୟତାରେ ସେ ବରାବର ସଚିବାଳୟ ଯାଉଥିବା ନେଇ ଅଭିଯୋଗ ହୋଇଥିଲା। ରେହମାନ ସଚିବାଳୟରେ ବିଭିନ୍ନ ଅଧିକାରୀଙ୍କୁ ଭେଟୁଥିଲା ବୋଲି ଅଭିଯୋଗ ହୋଇଥିଲା। ସେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ଯାଇଥିବା କୁହାଯାଇଥିଲା। ଏପରିକି ଗତକାଲି ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ତାଙ୍କ ବିଭାଗ ପକ୍ଷରୁ ଏନେଇ ତଦନ୍ତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story