ଏମିତି ପରମ୍ପରା, ଦେଖିଲେ ଥରି ଉଠିବ ଛାତି

ପ୍ରତ୍ୟକ ଲୋକ କିଛି ନାଁ କିଛି ଧର୍ମ ସହ ଜଡିତ। ଧର୍ମ ଜଣେ ମଣିଷର ମନକୁ ଶାନ୍ତି ଦେଇଥାଏ ବୋଲି ବିଶ୍ୱାସ ରହିଛି। ବିଭିନ୍ନ ଧର୍ମରେ ବିଭିନ୍ନ ପରମ୍ପରା ରହିଛି। କିଛି ଧର୍ମରେ ବହୁ ଅଜବଗଜବ ପରମ୍ପରା ରହିଛି। ଏଥିରୁ କିଛି ରୋଚକ ହୋଇଥିବା ବେଳେ ଆଉ କିଛି ହୃଦୟ ବିଦାରକ। ଏପରି କିଛି ପରମ୍ପରାକୁ ନେଇ ଆଜିର ବିଶେଷ ଉପସ୍ଥାପନା ଯାହା ବିଷୟରେ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ। ତିବ୍ଦତରେ ‘ସ୍କାଏ ବରିୟଲ’ ନାମକରେ […]

ritual

ritual

Rakesh Mallick
  • Published: Monday, 04 December 2017
  • Updated: 04 December 2017, 08:16 PM IST

Sports

Latest News

ପ୍ରତ୍ୟକ ଲୋକ କିଛି ନାଁ କିଛି ଧର୍ମ ସହ ଜଡିତ। ଧର୍ମ ଜଣେ ମଣିଷର ମନକୁ ଶାନ୍ତି ଦେଇଥାଏ ବୋଲି ବିଶ୍ୱାସ ରହିଛି। ବିଭିନ୍ନ ଧର୍ମରେ ବିଭିନ୍ନ ପରମ୍ପରା ରହିଛି। କିଛି ଧର୍ମରେ ବହୁ ଅଜବଗଜବ ପରମ୍ପରା ରହିଛି। ଏଥିରୁ କିଛି ରୋଚକ ହୋଇଥିବା ବେଳେ ଆଉ କିଛି ହୃଦୟ ବିଦାରକ। ଏପରି କିଛି ପରମ୍ପରାକୁ ନେଇ ଆଜିର ବିଶେଷ ଉପସ୍ଥାପନା ଯାହା ବିଷୟରେ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ।

ତିବ୍ଦତରେ ‘ସ୍କାଏ ବରିୟଲ’ ନାମକରେ ଏକ ପରମ୍ପରା ରହିଛି। ପରମ୍ପରା ଅନୁସାରେ ମୃତକଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ପାହାଡ ଉପରେ ଫିଙ୍ଗି ଦିଆଯାଇଥାଏ। ଚିଲମାନଙ୍କ ଖାଇବା ପାଇଁ ଏପରି କରାଯାଇଥାଏ। ଏହି ପରମ୍ପରା ପାଳନ କରୁଥିବା ଲୋକଙ୍କ ବିଶ୍ୱାସ ରହିଛି, ମୃତ ଶରୀର ଏକ ଖାଲି ବାସନ ସହ ସମାନ। ଯାହାକୁ ଆବଶ୍ୟକ ନହେଲେ ଫିଙ୍ଗି ଦିଆଯାଇଥାଏ।

ritualଆମ ରାଜ୍ୟ କର୍ଣ୍ଣାଟକରେ ରହିଛି ଏମିତି କିଛି ଅଜବ ପରମ୍ପରା। ଏହି ଅନୁସାରେ ବ୍ରାହ୍ମଣମାନଙ୍କ ଅଇଁଠା କଦଳୀ ପତ୍ର ଉପରେ ଗଡି ଗଡି ଯିବାକୁ ହୋଇଥାଏ। ବିଶ୍ୱାସ ରହିଛି ଏପରି କଲେ ବେମାରୀ ଦୂର ହୋଇଥାଏ ଓ ଦୁଃଖକଷ୍ଟରୁ ମୁକ୍ତି ମିଳିଥାଏ। ହାଇକୋର୍ଟ ଧର୍ମୀକ ଭାବନାକୁ ଦୃଷ୍ଟିରେ ରଖି ରାୟ ଦେଇଛନ୍ତି, ଅଇଁଠା କଦଳୀ ପତ୍ର ବଦଳରେ ଭଲ ପତ୍ର ପକାଇବାକୁ।

ritualକାରବିୟାନ ଆଇସ୍‌ଲ୍ୟାଣ୍ଡରେ ବୁଡୋ ନାମରେ କିଛି ଭକ୍ତ ଅଛନ୍ତି। ଯେଉଁମାନେ ଆତ୍ମାଙ୍କୁ ନିଜର ବୋଲି ମାନିଥାନ୍ତି। ଏଥିପାଇଁ ଆତ୍ମାଙ୍କୁ ଶକ୍ତି ଦେବାକୁ ସମୟେ ସମୟେ ସେମାନେ ବଳି ଦେଇଥାନ୍ତି। ଏପରି କରିବା ସମୟରେ ସେମାନେ ଚେତାଶୂନ୍ୟ ହୋଇଯାଇଥାନ୍ତି। କୁହାଯାଇଥାଏ, କିଛି ସମୟ ପାଇଁ ସେମାନଙ୍କ ଶରୀରରେ ଆତ୍ମାର ପ୍ରବେଶ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story