ବିନା ରିମୁଭରରେ ଛଡ଼ାନ୍ତୁ ନେଲ୍‌ପଲିସ୍

କୌଣସି ସ୍ଥାନକୁ ବୁଲିବାକୁ ଯାଇଛନ୍ତି। ଭଲ ଡ୍ରେସ୍‌ଟେ ପିନ୍ଧିଛନ୍ତି। ହେଲେ ମ୍ୟାଚିଙ୍ଗ୍ ନେଲ୍‌ପଲିସ୍ ଲଗାଇ ନାହାଁନ୍ତି। କାରଣ ପୁରୁଣା ନେଲ୍‌ପଲିସ୍ ଛଡ଼ାଇବାକୁ ଆପଣଙ୍କ ପାଖରେ ନେଲ୍‌ପଲିସ୍ ରିମୁଭର ନାହିଁ। ଚିନ୍ତା କରନ୍ତୁନି ଆମ ପାଖରେ ଏପରି କିଛି ଟିପ୍ସ୍ ଅଛି ଯାହା ଦ୍ୱାରା ଆପଣଙ୍କୁ ଆଉ ନେଲପଲିସ୍ ରିମୁଭର ଦରକାର ହେବ ନାହିଁ। ବିନା ନେଲ୍‌ପଲିସ୍ ରିମୁଭରରେ ଆପଣ ନେଲପସିସ୍ ଛଡ଼ାଇପାରିବେ। ପଢ଼ନ୍ତୁ କ’ଣ କରିବେ। ଟୁଥପେଷ୍ଟ– ଟୁଥପେଷ୍ଟରେ ଇଥାଇଲ ଏସିଡ୍ ଥାଏ, ଯାହା ନେଲ୍‌ ରିମୁଭର […]

nailpaint

nailpaint

Rakesh Mallick
  • Published: Sunday, 18 February 2018
  • Updated: 18 February 2018, 06:46 PM IST

Sports

Latest News

କୌଣସି ସ୍ଥାନକୁ ବୁଲିବାକୁ ଯାଇଛନ୍ତି। ଭଲ ଡ୍ରେସ୍‌ଟେ ପିନ୍ଧିଛନ୍ତି। ହେଲେ ମ୍ୟାଚିଙ୍ଗ୍ ନେଲ୍‌ପଲିସ୍ ଲଗାଇ ନାହାଁନ୍ତି। କାରଣ ପୁରୁଣା ନେଲ୍‌ପଲିସ୍ ଛଡ଼ାଇବାକୁ ଆପଣଙ୍କ ପାଖରେ ନେଲ୍‌ପଲିସ୍ ରିମୁଭର ନାହିଁ। ଚିନ୍ତା କରନ୍ତୁନି ଆମ ପାଖରେ ଏପରି କିଛି ଟିପ୍ସ୍ ଅଛି ଯାହା ଦ୍ୱାରା ଆପଣଙ୍କୁ ଆଉ ନେଲପଲିସ୍ ରିମୁଭର ଦରକାର ହେବ ନାହିଁ। ବିନା ନେଲ୍‌ପଲିସ୍ ରିମୁଭରରେ ଆପଣ ନେଲପସିସ୍ ଛଡ଼ାଇପାରିବେ। ପଢ଼ନ୍ତୁ କ'ଣ କରିବେ।

ଟୁଥପେଷ୍ଟ- ଟୁଥପେଷ୍ଟରେ ଇଥାଇଲ ଏସିଡ୍ ଥାଏ, ଯାହା ନେଲ୍‌ ରିମୁଭର ଭାବେ କାମ କରିଥାଏ। ଏକ ବ୍ରସ୍‌ରେ କିଛି ଟୁଥପେଷ୍ଟ ନିଅନ୍ତୁ ଓ ଏହାକୁ ନଖରେ ଲଗାଇ ଘଷନ୍ତୁ। ଦେଖିବେ ନେଲ୍‌ଲିସ୍ ଛାଡ଼ିଯିବା ସହ ଆପଣଙ୍କ ନଖ ଚକ୍ ଚକ୍ କରିବ।

ଡିଓଡ୍ରେଣ୍ଟ- ଡିଓଡ୍ରେଣ୍ଟ ଫ୍ରେସନେସ୍ ଦେବା ସହ ନେଲପଲିସ୍ ମଧ୍ୟ ରିମୁଭ କରିପାରେ। ତୁଳାରେ ଡିଓଡ୍ରେଣ୍ଟକୁ ସ୍ପ୍ରେ କରି ନଖରେ ରଗଡ଼ନ୍ତୁ। ଦେଖିବେ ମାତ୍ର ଥରକରେ ନେଲ୍‌ପଲିସ୍ ପୂରା ଛାଡ଼ିଯିବ।

ହେୟାର ସ୍ପ୍ରେ-  ହେୟାର ସ୍ପ୍ରେ ମଧ୍ୟ ନେଲ୍‌ ରିମୁଭର ପରି କାମ କରିପାରେ। ଏକ ତୁଳାରେ କିଛି ହେୟାରସ୍ପ୍ରେ ନେଇ ନଖରେ ଘଷିଲେ ନେଲ୍‌ପଲିସ୍ ଛାଡ଼ିଯିବ।

ହ୍ୟାଣ୍ଡ ସାନିଟାଇଜର-  ହ୍ୟାଣ୍ଡ ସାନିଟାଇଜରକୁ ତୁଳାରେ ନେଇ ନଖରେ ଘଷନ୍ତୁ। ଏହା ଟିକେ ଅଧିକ ସମୟ ନେଇପାରେ। ତେଣୁ ଏହାକୁ ସେତେବେଳ ଯାଏଁ ଘଷନ୍ତୁ ଯେତେବେଳ ଯାଏଁ ନଖରୁ ନେଲପଲିସ୍ ପୂରା ଛାଡ଼ି ନ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story