ଲକ୍ଷପତି ଭିକାରୀ: ଟଙ୍କା ଗଣିବାକୁ ଦିଏ ଟିପ୍

ଭିକାରୀ ଭିକ ଏଥିପାଇଁ ମାଗେ, କାରଣ ସେଥିରୁ ସେ ଦୁଇବେଳର ଖାଦ୍ୟ ଯୋଗଡ଼ କରିଥାଏ। ଆମେ ସବୁବେଳେ ଭାବିଥାଉ ଯେ ଗୋଟେ ଭିକାରୀ ଏମିତି କେତେ ପାଉଥିବ ଯେ, ଅଧିକରୁ ଅଧିକ ୩୦୦ କି ୫୦୦ ଟଙ୍କା ଯୋଗାଡ଼ କରିପାରୁଥିବ। ହେଲେ ଚୀନରେ ଜଣେ ଏପରି ଭିକାରୀ ଅଛି ଯିଏ କି ପ୍ରତି ମାସରେ ୧ଲକ୍ଷ ଟଙ୍କା ରୋଜଗାର କରୁଛି। ଆଉ ଟଙ୍କା ଗଣିବା ପାଇଁ ସେ ଲୋକଙ୍କୁ ଟିପ୍ ମଧ୍ୟ ଦେଉଛି। ଏହି ଭିକାରୀର ଫଟୋ […]

begger

begger

Rakesh Mallick
  • Published: Wednesday, 08 November 2017
  • Updated: 08 November 2017, 03:51 PM IST

ଭିକାରୀ ଭିକ ଏଥିପାଇଁ ମାଗେ, କାରଣ ସେଥିରୁ ସେ ଦୁଇବେଳର ଖାଦ୍ୟ ଯୋଗଡ଼ କରିଥାଏ। ଆମେ ସବୁବେଳେ ଭାବିଥାଉ ଯେ ଗୋଟେ ଭିକାରୀ ଏମିତି କେତେ ପାଉଥିବ ଯେ, ଅଧିକରୁ ଅଧିକ ୩୦୦ କି ୫୦୦ ଟଙ୍କା ଯୋଗାଡ଼ କରିପାରୁଥିବ। ହେଲେ ଚୀନରେ ଜଣେ ଏପରି ଭିକାରୀ ଅଛି ଯିଏ କି ପ୍ରତି ମାସରେ ୧ଲକ୍ଷ ଟଙ୍କା ରୋଜଗାର କରୁଛି। ଆଉ ଟଙ୍କା ଗଣିବା ପାଇଁ ସେ ଲୋକଙ୍କୁ ଟିପ୍ ମଧ୍ୟ ଦେଉଛି।

ଏହି ଭିକାରୀର ଫଟୋ ସର୍ବ ପ୍ରଥମେ ୨୦୧୪ରେ ଚୀନର ମାଇକ୍ରୋବ୍ଲଗିଂ ସାଇଟ୍ 'ଭିବୋ'ରେ ପୋଷ୍ଟ କରାଯାଇଥିଲା। ଯେଉଁଥିରେ ଭିକାରୀ ଟି ତଳେ ବସି ଟଙ୍କା ରୁଣ୍ଡ କରି ଗଣୁଥିବାର ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏହି ଫଟୋଟି ଭାଇରାଲ ହୋଇସାରିଛି।

ପିଲା ପଢୁଛନ୍ତି ସବୁଠୁ ବଡ଼ ସ୍କୁଲରେ

ଏହି ଭିକାରୀ ପ୍ରତିମାସ ୧୭୦୦ ଡଲାର ରୋଜଗାର କରୁଛି। ଯାହାକି ଭାରତୀୟ ମୁଦ୍ରା ହିସାବରେ ପାଖା ପାଖି ୧ଲକ୍ଷ ଟଙ୍କା। ଭିକାରୀଟିର ତିନିଟି ପିଲା। ଏମାନେ ସହରର ସବୁଠାରୁ ଦାମୀ ସ୍କୁଲରେ ପାଠ ପଢୁଛନ୍ତି। ପୁରା ପରିବାରର ଖର୍ଚ୍ଚ ମଧ୍ୟ ସେ ହିଁ ତୁଲାଇଥାଏ। ଭିକ ମାଗି ମାଗି ସେ ବେଜିଂରେ ଦୁଇ ମହଲା କୋଠା ମଧ୍ୟ ବନେଇ ସାରିଲାଣି।

ଆହୁରି ମଧ୍ୟ ପଢନ୍ତୁ: ରେକର୍ଡ ନିଶା ଏମିତି: କିଛି ବି କରିପାରନ୍ତି ଏମାନେ

ପଇସା ଗଣିବାକୁ ଦିଏ ଟିପ୍

ଭିକାରୀଟି ପ୍ରତିମାସ ପଇସା ଯୋଗାଡ଼ କରି ପୋଷ୍ଟ ଅଫିସ୍‌ରେ ପହଞ୍ଚେ ଓ ତଳେ ପଇସା ରୁଣ୍ଡ କରି ବସି ଗଣିଥାଏ। ଟଙ୍କା ଗଣିବାରେ ସେଠାକାର କର୍ମଚାରୀଙ୍କ ସାହାଯ୍ୟ ନେବାକୁ ପଡ଼ିଥାଏ। ନୋଟ ଗଣିବା ଲୋକଙ୍କୁ ସେ ଟିପ୍ ମଧ୍ୟ ଦେଇଥାଏ। ସେଠାକାର ଜଣେ କର୍ମଚାରୀ ତାଙ୍କୁ ଟଙ୍କା ଗଣିବାରେ ସବୁବେଳେ ସାହଯ୍ୟ କରିଥାନ୍ତି ତେଣୁ ସେ ତାଙ୍କୁ ୧୦୦ ୟୁଆନ ଟିପ୍ ଦେଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story