ମହଙ୍ଗା ପଡ଼ିଲା ସୁନ୍ଦରୀ ହେବାର ନିଶା: ଏଞ୍ଜେଲିନାଙ୍କ ପରି ଦିଶିବାକୁ ମୁହଁକୁ ୫୦ଥର ସର୍ଜରୀ କଲେ ଯୁବତୀ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସୁନ୍ଦରୀ ହେବାର ନିଶା ଯେ, କେତେ ମାରାତ୍ମକ ସ୍ଥିତିକୁ ନେଇପାରେ ସେ କଥା ସହର ତାବରଙ୍କୁ ଦେଖିଲେ ବେସ୍‌ ଜାଣିହେବ। ନିଜ ପସନ୍ଦର କଳାକାରଙ୍କ ପରି ଚେହେରା ପାଇବାକୁ ତାଙ୍କ ପାଗଳାମୀ ଆଜି ତାଙ୍କୁ ବିକୃତ କରିଦେଇଛି। ଆଞ୍ଜେଲିନା ଜୋଲିଙ୍କ ପରି ସୁନ୍ଦରୀ ହେବାର ନିଶାରେ ନିଜ ମୁହଁକୁ ପ୍ରାୟ ୫୦ ପ୍ରକାର ସର୍ଜରୀ କରାଇବା ପରେ ଏହି ୨୨ ବର୍ଷିୟା ଯୁବତୀଙ୍କ ମୁହଁ ଆଜି ଏମିତି ସ୍ଥିତିରେ ଅଛି ଯାହାକୁ ଆପଣ ଦେଖିପାରିବେନି। […]

angelina

angelina

Rakesh Mallick
  • Published: Sunday, 03 December 2017
  • Updated: 03 December 2017, 10:07 AM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସୁନ୍ଦରୀ ହେବାର ନିଶା ଯେ, କେତେ ମାରାତ୍ମକ ସ୍ଥିତିକୁ ନେଇପାରେ ସେ କଥା ସହର ତାବରଙ୍କୁ ଦେଖିଲେ ବେସ୍‌ ଜାଣିହେବ। ନିଜ ପସନ୍ଦର କଳାକାରଙ୍କ ପରି ଚେହେରା ପାଇବାକୁ ତାଙ୍କ ପାଗଳାମୀ ଆଜି ତାଙ୍କୁ ବିକୃତ କରିଦେଇଛି। ଆଞ୍ଜେଲିନା ଜୋଲିଙ୍କ ପରି ସୁନ୍ଦରୀ ହେବାର ନିଶାରେ ନିଜ ମୁହଁକୁ ପ୍ରାୟ ୫୦ ପ୍ରକାର ସର୍ଜରୀ କରାଇବା ପରେ ଏହି ୨୨ ବର୍ଷିୟା ଯୁବତୀଙ୍କ ମୁହଁ ଆଜି ଏମିତି ସ୍ଥିତିରେ ଅଛି ଯାହାକୁ ଆପଣ ଦେଖିପାରିବେନି।

ସୁନ୍ଦର ଦେଖାଯିବା ପାଇଁ ସବୁ ଝିଅ ଚାହାଁନ୍ତି। କେବଳ ଚାହାଁନ୍ତିନାହିଁ ଏଥିପାଇଁ କଡା ପରିଶ୍ରମ ମଧ୍ୟ କରନ୍ତି। କିଛି ଝିଅ ନିଜର ପସନ୍ଦିତା କଳାକାରଙ୍କ ପରି ଦେଖାଯିବାକୁ ସବୁବେଳେ ଚେଷ୍ଟା କରନ୍ତି । ସେମିତି ଚେଷ୍ଟା କରିଥିଲେ ଇରାନ୍‌ର ୨୨ବର୍ଷୀୟ ଝିଅ ସହର ଏଞ୍ଜେଲିନା ଜୋଲିଙ୍କର ସେ ବହୁତ ବଡ୍ ଫ୍ୟାନ। ସବୁବେଳେ ସେ ତାଙ୍କୁ ଫଲୋ କରି ଆସିଛନ୍ତି । ତାଙ୍କ ଷ୍ଟାଇଲ୍‌ଠୁ ଆରମ୍ଭ କରି ସ୍ମାଇଲ୍‌ ସବୁ କିଛିକୁ ସେ ବେସ୍ ପସନ୍ଦ କରନ୍ତି ଓ ସବୁ ବେଳେ କପି କରନ୍ତି। ଶେଷରେ ସେ ଅବିକଳ ଏଞ୍ଜେଲିନା ଜୋଲିଙ୍କ ପରି ଦେଶିବାକୁ ଚାହିଁଲେ। ଏହା ପରେ ସେ ଆରମ୍ଭ କଲେ ସର୍ଜରୀ। ମୁହଁରେ ପାଖାପାଖି ୫୦ଟି ସର୍ଜରୀ କଲା ପରେ ମଧ୍ୟ କିଛି ଫଳ ମିଳିଲାନାହିଁ। ମୁହଁ ସୁନ୍ଦର ଦେଖାଯିବା ପରିବର୍ତ୍ତେ ବିଗିଡି ଗଲା। ଏବେ ତାଙ୍କ ସର୍ଜରୀ ପରର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ତାଙ୍କ ଫଟୋ ଦେଖିବା ପାଇଁ ଲୋକେ ତାଙ୍କୁ ସୋସିଆଲ୍ ମିଡିଆରେ ଫଲୋ ମଧ୍ୟ କରୁଛନ୍ତି।

ତେବେ ସହରଙ୍କ କହିବା କଥା ତଙ୍କ ସାଙ୍ଗମାନେ ପୂର୍ବରୁ ତାଙ୍କୁ ଦୁର୍ବଳ ଓ ଅସୁନ୍ଦର କହୁଥିଲେ। ତେଣୁ ସେ ମୁହଁର ସର୍ଜରୀ କରିବା ପାଇଁ ଚିନ୍ତା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story