ସାରଥୀ ବାବା ବିବାଦ: ଘରକୁ ଗଲେ ବିବାଦୀୟ ଯୁବତୀ

ଭୁବନେଶ୍ୱର: ସାରଥୀ ବାବା ବିବାଦରେ ବିବାଦୀୟ ହୋଇପଡିଥିବା ଯୁବତୀ ଆଜି ତାଙ୍କ ଘରକୁ ଯାଇଛନ୍ତି । କମିଶନରେଟ ପୋଲିସ ଆଜି ତାଙ୍କୁ ପାରଦୀପ ସ୍ଥିତ ତାଙ୍କ ଘରେ ନେଇ ଛାଡିଛି । ଆଜି ଅପରାହ୍ନରେ କଟକସ୍ଥିତ ହେଷ୍ଟଲରୁ ପୋଲିସ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ନେଇଥିଲା । ଜଣେ ଇନ୍ସପେକ୍ଟର ଓ ହେଷ୍ଟଲର କେୟାର ଟେକର୍ ଯାଇଥିଲେ। ପାରାଦୀପ ଘରେ ମଧ୍ୟ ପୋଲିସ୍ ପକ୍ଷରୁ ସୁରକ୍ଷା ବଢ଼ାଇ ଦିଆଯାଇଛି।

admin-ajax

Rakesh Mallick
  • Published: Sunday, 09 August 2015
  • , Updated: 09 August 2015, 03:00 PM IST

Related story