ସାରଥିଙ୍କର ଆଉ ଜଣେ ପୁଅ ଅଛନ୍ତି

ଭୁବନେଶ୍ୱର: ସାରଥିଙ୍କର ଗୋଟିଏ ନୁହେଁ, ଆଉ ଜଣେ ପୁଅ ବି ଅଛନ୍ତି। ‘ଓଟିଭି’ ଆଜି ଅନୁସନ୍ଧାନ କରି ତାଙ୍କ ଦ୍ୱିତୀୟ ପୁଅର ସନ୍ଧାନ ପାଇଛି। ତେବେ ଏ ପୁଅ ପାଳିତ ନା ସାରଥି ବାବାଙ୍କର ନିଜର ତାହା ସ୍ପଷ୍ଟ ହୋଇନି। କିନ୍ତୁ ସେ ନିଜକୁ ପିଲାଟିର ବାପା ବୋଲି ମାନ୍ୟତା ଦେଇଛନ୍ତି। କେନ୍ଦ୍ରାପଡ଼ାର ରିଜିଓନାଲ୍ ଟ୍ରାନ୍ସପୋର୍ଟ ଅଫିସରୁ ମିଳିଥିବା ଏକ ଡକ୍ୟୁମେଣ୍ଟ୍ ଦେଇଛି ସାରଥିଙ୍କ ସଂପର୍କରେ ଏହି ନୂଆ ତଥ୍ୟ। ଏହା ଅନୁଯାୟୀ, ସାରଥିଙ୍କର ରହିଛି ଆଉ […]

sarathi

sarathi

Rakesh Mallick
  • Published: Friday, 14 August 2015
  • Updated: 14 August 2015, 02:48 PM IST

Sports

Latest News

ଭୁବନେଶ୍ୱର: ସାରଥିଙ୍କର ଗୋଟିଏ ନୁହେଁ, ଆଉ ଜଣେ ପୁଅ ବି ଅଛନ୍ତି। ‘ଓଟିଭି’ ଆଜି ଅନୁସନ୍ଧାନ କରି ତାଙ୍କ ଦ୍ୱିତୀୟ ପୁଅର ସନ୍ଧାନ ପାଇଛି। ତେବେ ଏ ପୁଅ ପାଳିତ ନା ସାରଥି ବାବାଙ୍କର ନିଜର ତାହା ସ୍ପଷ୍ଟ ହୋଇନି। କିନ୍ତୁ ସେ ନିଜକୁ ପିଲାଟିର ବାପା ବୋଲି ମାନ୍ୟତା ଦେଇଛନ୍ତି।

କେନ୍ଦ୍ରାପଡ଼ାର ରିଜିଓନାଲ୍ ଟ୍ରାନ୍ସପୋର୍ଟ ଅଫିସରୁ ମିଳିଥିବା ଏକ ଡକ୍ୟୁମେଣ୍ଟ୍ ଦେଇଛି ସାରଥିଙ୍କ ସଂପର୍କରେ ଏହି ନୂଆ ତଥ୍ୟ। ଏହା ଅନୁଯାୟୀ, ସାରଥିଙ୍କର ରହିଛି ଆଉ ଜଣେ ପୁଅ। ତାଙ୍କ ନାଁ ପ୍ରବୀଣ କୁମାର ରାଉଳ। ଏଇ ତଥ୍ୟ କହୁଛି, ୩୧.୮.୨୦୧୧ରେ ପ୍ରବୀଣଙ୍କ ନାଁରେ ଏକ ହୋଣ୍ଡା ମୋଟର ସାଇକେଲ୍ ଆଣ୍ଡ୍ ସ୍କୁଟର କିଣାଯାଇଛି। ଗାଡ଼ିର ମଡେଲ୍ ହୋଣ୍ଡା ସିଭି ଟ୍ୱିଷ୍ଟର। ରେଜିଷ୍ଟ୍ରେସନ୍ ନମ୍ବର ହେଉଛି ଓଆର୍ ୨୯ ୮୧୪୧। ୧୬ ସେପଟେମ୍ୱର ୨୦୧୧ ତାରିଖରେ କେନ୍ଦ୍ରାପଡ଼ାରେ ଗାଡ଼ିଟି ରେଜିଷ୍ଟ୍ରେସନ୍ କରାଯାଇଥିଲା। ୫୨ ହଜାର ୬୫୯ ଟଙ୍କ।ରେ ଏହି ବାଇକ କିଣା ଯାଇଥିଲା। ତେବେ ଏସବୁ ତଥ୍ୟରୁ ଯେଉଁ ଖିଅ ମିଳିଛି ତାହା ଚାଞ୍ଚଲ୍ୟକର। ଗାଡ଼ି ସଂପର୍କିତ ଏହି ଦଲିଲରେ କ୍ରେତା ପ୍ରବୀଣ କୁମାର ରାଉଳଙ୍କ ବାପାଙ୍କ ନାଁ ଦର୍ଶାଯାଇଛି ଶ୍ରୀମଦ ସାରଥୀ। ଠିକଣା ମଧ୍ୟ ପଡ଼ିଛି ବାରିମୂଳ ଆଶ୍ରମର। ପ୍ରେଜେଣ୍ଟ ଓ ପରମାନେଣ୍ଟ ଠିକଣାରେ ଲେଖାଅଛି- ବରିମୂଳ, ତିଲୋତ୍ତମାଦେଈପୁର, କେନ୍ଦ୍ରାପଡ଼ା।

ତେବେ ‘ଓଟିଭି’ରେ ଏହି ଖବର ପ୍ରସାରଣ ହୋଇ ସାରିବା ପରେ  ପ୍ରବୀଣ ରାଉଳଙ୍କ ବାପା ବୋଲି  କହି ଦିଲ୍ଲୀପ ରାଉଳ ନାମକ ଜଣେ ବ୍ୟକ୍ତି ଯୋଗାଯୋଗ କରିଥିଲେ ଓ କହିଥିଲେ ଯେ ପ୍ରବୀଣ ତାଙ୍କ ପୁଅ ଓ ସାରଥିଙ୍କ ଭଣଜା। ମାଟ୍ରିକ ପାସ୍ କଲା ପରେ ସାରଥି ତାଙ୍କୁ ମୋଟର ସାଇକେଲଟି ଉପହାର ଆକାରରେ ଦେଇଥିଲେ। ମୋଟର ସାଇକେଲ କିଣିଲା ବେଳେ ପିତାଙ୍କ ନାମ ସ୍ଥାନରେ ଭୁଲରେ ଶ୍ରୀମଦ୍ ସାରଥି ଲେଖା ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story