ଶୋଇବା ଘରେ ସିସିଟିଭି ଲଗାଇ ଶ୍ୱଶୁର ଘର ଲୋକେ ବୋହୂଙ୍କୁ ବ୍ଲାକ୍‌ ମେଲ୍‌ କରୁଥିବା ଅଭିଯୋଗ

କଟକ: ପୁଅ ସହ ମିଶି କଟକର ଏକ ଡାକ୍ତର ଦମ୍ପତି ବୋହୂର ଶୋଇବା ଘରେ ସିସିଟିଭି କ୍ୟାମେରା ଲଗାଇ ସେଥିରେ ବୋହୂର ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ ଉତ୍ତୋଳନ କରି ବୋହୂକୁ ବ୍ଲାକମେଲ କରୁଥିବା ଏକ ଅଭିଯୋଗ ଆସିଛି। ଏ ସମ୍ପର୍କରେ ବୋହୂ ନିରଜା ନଳିନୀ ମହାନ୍ତି ଆଜି ଖୋର୍ଦ୍ଧା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ମାମଲା ରୁଜୁ କରି ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରିଛି। ନିରଜା କହିଛନ୍ତି, “ଦୁନିଆରେ ଏମିତି କେହି ଧନୀ ଲୋକ ନ […]

neraja

neraja

Rakesh Mallick
  • Published: Friday, 26 August 2016
  • Updated: 26 August 2016, 11:27 PM IST

Sports

Latest News

କଟକ: ପୁଅ ସହ ମିଶି କଟକର ଏକ ଡାକ୍ତର ଦମ୍ପତି ବୋହୂର ଶୋଇବା ଘରେ ସିସିଟିଭି କ୍ୟାମେରା ଲଗାଇ ସେଥିରେ ବୋହୂର ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ ଉତ୍ତୋଳନ କରି ବୋହୂକୁ ବ୍ଲାକମେଲ କରୁଥିବା ଏକ ଅଭିଯୋଗ ଆସିଛି। ଏ ସମ୍ପର୍କରେ ବୋହୂ ନିରଜା ନଳିନୀ ମହାନ୍ତି ଆଜି ଖୋର୍ଦ୍ଧା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ମାମଲା ରୁଜୁ କରି ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରିଛି।

ନିରଜା କହିଛନ୍ତି, “ଦୁନିଆରେ ଏମିତି କେହି ଧନୀ ଲୋକ ନ ଥିବେ ଯିଏ ବୋହୂ ଘରେ ସିସିଟିଭି ଲାଗାଇ ଥିବ। ପ୍ରକୃତରେ ସମାଜକୁ ସେମାନେ କଣ ବାର୍ତ୍ତା ଦେବାକୁ ଚାହାନ୍ତି? ଯଦି ଏ ସମ୍ପର୍କରେ ମୁଁ କାହାରିକୁ କୁହେ ତେବେ ମୋତେ ମାରିଦେବାକୁ ଓ  ବେଡ୍‌ ରୁମ୍‌ରେ ଲାଗିଥିବା ସିସିଟିଭି ରେକଡିଂକୁ ସୋସିଆଲ୍‌ ମିଡ଼ିଆରେ ଛାଡିଦେବାକୁ ଶ୍ୱଶୁର ଘର ଲୋକେ ଧମକ ଦେଇଛନ୍ତି।”

୨୦୧୫ ନଭେମ୍ୱର ୨୭ ତାରିଖରେ ଖୋର୍ଦ୍ଧା ହଳଦିଆଗଡ଼ି ଗ୍ରାମର ନିରଜା କଟକର ଡାକ୍ତର ରେବତିକାନ୍ତ ଦାସଙ୍କ ପୁଅ ଗୌରବଙ୍କୁ  ବିବାହ କରିଥିଲେ। ବିବାହର ପର ଦିନ ନିରଜାଙ୍କୁ ତାଙ୍କ ସ୍ୱାମୀ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ତେବେ ଯେଉଁ ଦିନ ସେ ନିଜ ବେଡ୍‌ ରୁମ୍‌ରେ ସିସିଟିଭି ଲାଗିଥିବା ଦେଖିଥିଲେ, ସେଦିନ ଏ ସମ୍ପର୍କରେ ଶ୍ୱଶୁର ଘର ଲୋକଙ୍କୁ ପଚାରିଥିଲେ। ଏହାପରେ ପରିସ୍ଥିତି ଜଟିଳ ହୋଇଥିଲା। ତା’ପରଠାରୁ ତାଙ୍କ ଉପରେ ଆରମ୍ଭ ହୋଇଥିଲା ମାନସିକ ଓ ଶାରିରୀକ ନିର୍ଯାତନା। ଏପରି କି ଜୀବନରୁ ମାରିଦେବାକୁ ଧମକ ମଧ୍ୟ ମିଳି ଥିଲା। ଶେଷରେ କିଛି ଉପାୟ ନପାଇ ନିରଜା ବିବାହର ୧୮ ଦିନ ପରେ ବାପ ଘରକୁ ଚାଲି ଆସିଥିଲେ। ଘଟଣା ସମ୍ପର୍କରେ ମେ’ ୩୧ ତାରିଖରେ ଖୋର୍ଦ୍ଧା ଥାନାରେ ଅଭିଯୋଗ କରିଥିଲେ।

ନିରଜାଙ୍କ ଶ୍ୱଶୁର ଡାକ୍ତର ରେବତିକାନ୍ତ ଦାସ କହିଛନ୍ତି, “ଚୋରି ରୋକିବା ପାଇଁ ଆମର ସବୁ ଘରେ ସିସିଟିଭି ଲାଗିଛି। ପୁଅ ବାହା ହେବା ପରେ ତାଙ୍କ ରୁମ୍‌ ସିଲ୍‌ କରାଯାଇଛି।”

ଖୋର୍ଦ୍ଧା ଥାନା ଆଇଆଇସି ରଞ୍ଜିତ କୁମାର ସାହୁ କହିଛନ୍ତି, “ମାମଲାର ତଦନ୍ତ ଚାଲିଛି। ଅପର ପକ୍ଷଙ୍କୁ ନୋଟିସ୍‌ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story