ସେପ୍ଟେମ୍ବର ୨ ଯାଏ ବିଚାର ବିଭାଗୀୟ ହାଜତକୁ ଗଲେ ସାରଥି

କଟକ; ସେପ୍ଟେମ୍ୱର ୨ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ସାରଥିଙ୍କୁ ପଠାଇ ଦିଆଯାଇଛି । ଆଜି କଡ଼ା ସୁରକ୍ଷା ମଧ୍ୟରେ ସାରଥିଙ୍କୁ ଚୌଦ୍ୱାର ଜେଲରୁ କଟକ ଏସଡିଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟ ତାଙ୍କୁ ପୁଣି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ସେପଟେ ସାରଥିଙ୍କ ହୋଟେଲ୍ ରହଣି ନେଇ ତଦନ୍ତ ଲାଗି ହାଇଦ୍ରାବାଦ୍ ଯାଇଥିବା କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ଆଜି ଓଡ଼ିଶା ଫେରିଛି । ଟିମ୍ ଗୋଲକୁଣ୍ଡା ହୋଟେଲର ସିସିଟିଭି ଫୁଟେଜ୍ […]

sarathi

sarathi

Rakesh Mallick
  • Published: Friday, 21 August 2015
  • Updated: 21 August 2015, 06:49 AM IST

କଟକ; ସେପ୍ଟେମ୍ୱର ୨ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ସାରଥିଙ୍କୁ ପଠାଇ ଦିଆଯାଇଛି । ଆଜି କଡ଼ା ସୁରକ୍ଷା ମଧ୍ୟରେ ସାରଥିଙ୍କୁ ଚୌଦ୍ୱାର ଜେଲରୁ କଟକ ଏସଡିଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟ ତାଙ୍କୁ ପୁଣି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ସେପଟେ ସାରଥିଙ୍କ ହୋଟେଲ୍ ରହଣି ନେଇ ତଦନ୍ତ ଲାଗି ହାଇଦ୍ରାବାଦ୍ ଯାଇଥିବା କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ଆଜି ଓଡ଼ିଶା ଫେରିଛି । ଟିମ୍ ଗୋଲକୁଣ୍ଡା ହୋଟେଲର ସିସିଟିଭି ଫୁଟେଜ୍ ସଂଗ୍ରହ କରିଛି। ଯାହାକୁ କୋର୍ଟରେ ଦାଖଲ କରାଯିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବିଭିନ୍ନ ଗଣମାଧ୍ୟମରେ ସରଥିଙ୍କ ବିବାଦୀୟ ଫଟୋ ପ୍ରସାରିତ ହେବ ପରେ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । କେନ୍ଦ୍ରାପଡାରେ ସ୍ଥିତି ଜଟିଳ ହୋଇପଡିବା ସହ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ । କେନ୍ଦ୍ରାପଡାରେ ପୋଲିସର ମାତ୍ରାଧିକ କାର୍ଯ୍ୟକୁ ବିରୋଧ କରି ରାଜନୀତି ଆରମ୍ଭ ହୋଇଯାଇଥିଲା । ବିଭିନ୍ନ ରାଜନୈତିକ ଦଳଙ୍କ ସହ ସାମାଜିକ ଅନୁଷ୍ଠାନ ପକ୍ଷରୁ ତତ୍କାଳୀନ ଏସପି ସତୀଶ ଗଜଭିୟେଙ୍କ ଇସ୍ତଫା ଦାବି ଉଠିଥିଲା । ପ୍ରଥମେ ଗଜଭିୟେଙ୍କୁ ବଦଳି ଓ ପରେ ନିଲମ୍ବନ କରାଯାଇଥିଲା । ଏବେ ସେ ଜମି ଜବରଦଖଲ ବିବାଦରେ ଫସିଛନ୍ତି । ଏପଟେ ଗିରଫ ପରେ କ୍ରାଇମବ୍ରାଞ୍ଚ ସାରଥିଙ୍କୁ ଦୁଇଥର ୩ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା । ପଚରାଉଚରା ବେଳେ ସାରଥିଙ୍କ କଳା ସାମ୍ରାଜ୍ୟ ବିଷୟରେ ବହୁ ତଥ୍ୟ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ଜମି ଥିବା ଜଣାପଡିଛି । ଏହାସହ ଦାମୀ ଦାମୀ ଗାଡି ଓ ବ୍ୟାଙ୍କରେ କୋଟି କୋଟି ଟଙ୍କା ରହିଥିବା ଜେରା ବେଳେ ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story