କେଉଁ ଦିନ କ’ଣ ଖାଇ ଘରୁ ବାହାରିଲେ ଆପଣଙ୍କ ଯାତ୍ରା ହୋଇପାରେ ସଫଳ

କୁହାଯାଏ କୌଣସି ବ୍ୟକ୍ତିର ସଫଳତା ପଛରେ ପରିଶ୍ରମ ସହିତ ଭାଗ୍ୟର ମଧ୍ୟ ଆବଶ୍ୟକତା ପଡିଥାଏ। ସେହିପରି କୌଣସି ସ୍ଥାନକୁ ଯାତ୍ରା କଲା ବେଳେ ଏପରି କିଛି କାର୍ଯ୍ୟ ଅଛି ତାହା କଲେ ଶୁଭଦାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଯେପରି ଯାତ୍ରାକୁ ଯିବା ପୂର୍ବରୁ ଭଗବାନଙ୍କୁ ସ୍ମରଣ କରିବା, ଦହି ଖାଇବା ଶୁଭ ମାନିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି, କେବଳ ଦହି ନୁହେଁ ଦିନ ଅନୁଯାୟୀ  କିଛି ଖାଦ୍ୟ ଖାଇବା ଦ୍ୱାରା ଯାତ୍ରା ସଫଳ ହୋଇଥାଏ। […]

Rakesh Mallick
  • Published: Tuesday, 27 February 2018
  • Updated: 27 February 2018, 10:46 AM IST

Sports

Latest News

କୁହାଯାଏ କୌଣସି ବ୍ୟକ୍ତିର ସଫଳତା ପଛରେ ପରିଶ୍ରମ ସହିତ ଭାଗ୍ୟର ମଧ୍ୟ ଆବଶ୍ୟକତା ପଡିଥାଏ। ସେହିପରି କୌଣସି ସ୍ଥାନକୁ ଯାତ୍ରା କଲା ବେଳେ ଏପରି କିଛି କାର୍ଯ୍ୟ ଅଛି ତାହା କଲେ ଶୁଭଦାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଯେପରି ଯାତ୍ରାକୁ ଯିବା ପୂର୍ବରୁ ଭଗବାନଙ୍କୁ ସ୍ମରଣ କରିବା, ଦହି ଖାଇବା ଶୁଭ ମାନିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି, କେବଳ ଦହି ନୁହେଁ ଦିନ ଅନୁଯାୟୀ  କିଛି ଖାଦ୍ୟ ଖାଇବା ଦ୍ୱାରା ଯାତ୍ରା ସଫଳ ହୋଇଥାଏ। ଇଣ୍ଟରଭ୍ୟୁ ହେଉ ଅବା କୌଣସି ଶୁଭ କାମ ପାଇଁ ଘରୁ ବାହାରକୁ ଯାଉଥିଲେ ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା କାମ ନିଶ୍ଚିତ ରୂପେ କାର୍ଯ୍ୟ ସଫଳ ହୁଏ । ତେବେ ଆସନ୍ତୁ ଜାଣିବା କେଉଁ ଦିନ କଣ ଖାଇ ଯାତ୍ରା କଲେ କାର୍ଯ୍ୟ ସଫଳ ହୋଇଥାଏ।

  • ରବିବାର ଯାତ୍ରା ସମୟରେ ଘରୁ ପାନ ଖାଇ ବାହାରିଲେ ଯାତ୍ରା ସଫଳ ହୋଇଥାଏ।
  • ସୋମବାର ଦିନ କୌଣସି ଦିଗକୁ ଯିବା ସମୟରେ ଦର୍ପଣରେ ମୁହଁ ଦେଖି ଯାତ୍ରା କରନ୍ତୁ। ଆପଣଙ୍କ ଯାତ୍ରା ସଫଳ ହେବ।
  • ମଙ୍ଗଳବାର ଦିନ କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ଗୁଡ ଖାଇ ଯାତ୍ରା କରନ୍ତୁ।
  • ବୁଧବାର ଦିନ ଯାତ୍ରା ଅନୁକୂଳ ସମୟରେ ଧନିଆ ଖାଇ ଘରୁ ବାହାରନ୍ତୁ।
  • ଗୁରୁବାର ଦିନ ଜିରା ଖାଇ ଘରୁ ବାହାରିଲେ କାମରେ ସଫଳତା ମିଳିଥାଏ।
  • ଶୁକ୍ରବାର ଦିନ ଦହି ଖାଇ ଯାତ୍ରା କରିବା ଦ୍ୱାରା ଶୁଭ ହୋଇଥାଏ।
  • ଶନିବାର ଦିନ ଘରୁ ବାହାରିବା ସମୟରେ ଅଦା ଖଣ୍ଡେ ଖାଇ ଘରୁ ବାହାରନ୍ତୁ।

 

 

 

 

 

ଚିତ୍ରକୋଣ୍ଡା: ରାଲେଗଡ଼ାରୁ ଚିନ୍ତଲଡ଼ୋଲି ମଧ୍ୟରେ ‘ଏସାର୍‌’ ପାଇପ୍ ଲାଇନ୍ କାଟି ଦେଲେ ଦୁର୍ବୃତ୍ତ, ଛତିଶଗଡ଼ର କିରଣଡ଼ୋଲରୁ ଆନ୍ଧ୍ରର ବିଶାଖାପାଟଣା ମଧ୍ୟରେ ଲୌହଗୁଣ୍ଡ ପରିବହନ ବାଧାପ୍ରାପ୍ତ #Odisha #Malkangiri

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos