ଆଇପିଏସ୍‌ ସ୍ତରରେ ଅଦଳବଦଳ: ସୌମେନ୍ଦ୍ର ପ୍ରିୟଦର୍ଶୀ କେନ୍ଦ୍ରାଞ୍ଚଳ ଆଇଜି

ଭୁବନେଶ୍ୱର: ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ସେ ଆଇଜି ଅପରେସନ୍‌ ଦାୟିତ୍ୱରେ ଥିଲେ। ସେହିପରି ଆର.ପି କୋଚେଙ୍କୁ ଆଇଜି ଅପରେସନ୍‌ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ସେ କେନ୍ଦ୍ରାଞ୍ଚଳ ଆଇଜି ଥିଲେ।

soumendra-priyadarshi-ips

Rakesh Mallick
  • Published: Tuesday, 13 September 2016
  • , Updated: 13 September 2016, 12:41 PM IST

Related story