ଭିମସାର ନିର୍ଦ୍ଦେଶକଙ୍କ ଘର ଉପରେ ପଥର ମାଡ଼

ସମ୍ୱଲପୁର: ଗତକାଲି ବିଳମ୍ବିତ ରାତିରେ ଭିମସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ବୁର୍ଲା ସ୍ଥିତ ସରକାରୀ ବାସଭବନ ଉପରେ ଆକ୍ରମଣ ଉଦ୍ୟମ ହୋଇଛି।  ପ୍ରାୟ ଦେଢ଼ ଶହ ପିଜି ଛାତ୍ର ନିର୍ଦ୍ଦେଶକଙ୍କ ଘର ପାଚେରୀ ଭିତରେ ପଶି ପଥର ମାଡ଼ କରିବା ସହ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି।

[vc_video link="" align="center"]

ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି।  ଏବେ ମଧ୍ୟ ତାଙ୍କ ବାସଭବନ ଆଗରେ ପୋଲିସ ମୁତୟନ ହୋଇଛନ୍ତି।  ନିର୍ଦ୍ଦେଶକ କହିଛନ୍ତି, “ଘଟଣାର ତଦନ୍ତ କରିବି, କୌଣସି ପରିସ୍ଥିତିରେ ଡରିବି ନାହିଁ।  ଭିମସାର ସଂସ୍କାର ପ୍ରକ୍ରିୟା ପୂର୍ବଭଳି ଜାରି ରହିବ।”

ସୂଚନାଯୋଗ୍ୟ, ଜୁଲାଇ ୧୫ ତାରିଖରେ ଭିମସାର ନିର୍ଦ୍ଦେଶକ ଷ୍ଟିଙ୍ଗ୍ ଅପରେସନ୍ କରି ଅସ୍ତିଶଲ୍ୟ ବିଭାଗର ଡାକ୍ତର ଗୌତମ ଶତପଥୀଙ୍କୁ ଧରିଥିଲେ। ସେ ଡ୍ୟୁଟି ସମୟରେ ଘରେ ବସି ରୋଗୀ ଦେଖୁଥିଲେ।  ଡାକ୍ତର ଗୌତମ ଦୀର୍ଘ ସମୟ ଧରି ଓ୍ୱାର୍ଡ କିମ୍ବା ଡାକ୍ତରଖାନାକୁ ନ ଆସିବାରୁ ନିର୍ଦ୍ଦେଶକ ଅଶ୍ୱିନୀ ତାଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ତେବେ ଗୌତମ ଘରେ ରୋଗୀ ଚିକିତ୍ସା କରୁଥିବା ସୂଚନା ପାଇ ନିର୍ଦ୍ଦେଶକ ପୂଜାହାରୀ ସେଠାରେ ପହଞ୍ଚିଥିଲେ।

Ordigital Desk
• Published: Saturday, 29 July 2017
• Updated: 29 July 2017, 07:40 AM IST

Sports

Latest News

ସମ୍ୱଲପୁର: ଗତକାଲି ବିଳମ୍ବିତ ରାତିରେ ଭିମସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ବୁର୍ଲା ସ୍ଥିତ ସରକାରୀ ବାସଭବନ ଉପରେ ଆକ୍ରମଣ ଉଦ୍ୟମ ହୋଇଛି।  ପ୍ରାୟ ଦେଢ଼ ଶହ ପିଜି ଛାତ୍ର ନିର୍ଦ୍ଦେଶକଙ୍କ ଘର ପାଚେରୀ ଭିତରେ ପଶି ପଥର ମାଡ଼ କରିବା ସହ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି।

[vc_video link="" align="center"]

ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି।  ଏବେ ମଧ୍ୟ ତାଙ୍କ ବାସଭବନ ଆଗରେ ପୋଲିସ ମୁତୟନ ହୋଇଛନ୍ତି।  ନିର୍ଦ୍ଦେଶକ କହିଛନ୍ତି, “ଘଟଣାର ତଦନ୍ତ କରିବି, କୌଣସି ପରିସ୍ଥିତିରେ ଡରିବି ନାହିଁ।  ଭିମସାର ସଂସ୍କାର ପ୍ରକ୍ରିୟା ପୂର୍ବଭଳି ଜାରି ରହିବ।”

ସୂଚନାଯୋଗ୍ୟ, ଜୁଲାଇ ୧୫ ତାରିଖରେ ଭିମସାର ନିର୍ଦ୍ଦେଶକ ଷ୍ଟିଙ୍ଗ୍ ଅପରେସନ୍ କରି ଅସ୍ତିଶଲ୍ୟ ବିଭାଗର ଡାକ୍ତର ଗୌତମ ଶତପଥୀଙ୍କୁ ଧରିଥିଲେ। ସେ ଡ୍ୟୁଟି ସମୟରେ ଘରେ ବସି ରୋଗୀ ଦେଖୁଥିଲେ।  ଡାକ୍ତର ଗୌତମ ଦୀର୍ଘ ସମୟ ଧରି ଓ୍ୱାର୍ଡ କିମ୍ବା ଡାକ୍ତରଖାନାକୁ ନ ଆସିବାରୁ ନିର୍ଦ୍ଦେଶକ ଅଶ୍ୱିନୀ ତାଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ତେବେ ଗୌତମ ଘରେ ରୋଗୀ ଚିକିତ୍ସା କରୁଥିବା ସୂଚନା ପାଇ ନିର୍ଦ୍ଦେଶକ ପୂଜାହାରୀ ସେଠାରେ ପହଞ୍ଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos