ରାତିକରେ ଧ୍ୱଂସ ହୋଇଯାଇଥିବା ଦୁର୍ଗ, ଏବେ ଏଠି ରାତିରେ ରହିବା ମନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀଠାରୁ ୩ଶହ କିମି ଦୂର ରାଜସ୍ଥାନର ଅଲୱର ଜିଲାରେ ରହିଛି ଭାନଗଡ ଦୁର୍ଗ। ଯେଉଁଠି ରାତିରେ ରହିବା ମନା। କୁହାଯାଏ ଏଠାରେ ରାତିରେ ରହିଥିବା ଲୋକ କେବେ ଫେରି ଆସିନି। ଯଦି କେହି ଆସିଛି ତ ସାରା ଜୀବନ ଅଶାନ୍ତି ଅଶାନ୍ତିରେ କଟିଛି। ଆଜିର ସମୟରେ କଥାଟା ଶୁଣିବାକୁ ହାସ୍ୟାସ୍ପଦ ଲାଗୁଥିଲେ ବି ସ୍ଥାନୀୟ ଲୋକେ ଏହାକୁ ହିଁ ବିଶ୍ୱାସ କରନ୍ତି।  ଆଉ ଏହାକୁ ଆଧାର କରି ଭାରତୀୟ ପ୍ରତ୍ନତତ୍ୱ ବିଭାଗ ମଧ୍ୟ ସନ୍ଧ୍ୟାପରେ […]

bhangarh-fort_1510141802

bhangarh-fort_1510141802

Rakesh Mallick
  • Published: Friday, 10 November 2017
  • Updated: 10 November 2017, 04:12 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀଠାରୁ ୩ଶହ କିମି ଦୂର ରାଜସ୍ଥାନର ଅଲୱର ଜିଲାରେ ରହିଛି ଭାନଗଡ ଦୁର୍ଗ। ଯେଉଁଠି ରାତିରେ ରହିବା ମନା। କୁହାଯାଏ ଏଠାରେ ରାତିରେ ରହିଥିବା ଲୋକ କେବେ ଫେରି ଆସିନି। ଯଦି କେହି ଆସିଛି ତ ସାରା ଜୀବନ ଅଶାନ୍ତି ଅଶାନ୍ତିରେ କଟିଛି। ଆଜିର ସମୟରେ କଥାଟା ଶୁଣିବାକୁ ହାସ୍ୟାସ୍ପଦ ଲାଗୁଥିଲେ ବି ସ୍ଥାନୀୟ ଲୋକେ ଏହାକୁ ହିଁ ବିଶ୍ୱାସ କରନ୍ତି।  ଆଉ ଏହାକୁ ଆଧାର କରି ଭାରତୀୟ ପ୍ରତ୍ନତତ୍ୱ ବିଭାଗ ମଧ୍ୟ ସନ୍ଧ୍ୟାପରେ ଏଠାକୁ ପର୍ଯ୍ୟଟକଙ୍କ ଯାତାୟାତ ଉପରେ ରୋକ ଲଗାଇଛି।

କାହିଁକି ଏ ବିଶ୍ୱାସ: ଲୋକବିଶ୍ୱାସ ଯେ, ଏହି ଅଞ୍ଚଳଟି ଏକ ଶ୍ରାପିତ ଅଞ୍ଚଳ। ଏକଦା ଏହି ମହଲ ପାର୍ଶ୍ୱରେ ରହୁଥିଲେ ଗୁରୁ ବାଲୁନାଥ ସ୍ୱାମୀ। ଏହି ମହଲ ନିର୍ମାଣ ବେଳେ ସ୍ୱାମୀଜି ଚେତାଇ ଦେଇଥିଲେ ଯେ, ସେ ଧ୍ୟାନ କରୁଥିବା ସ୍ଥାନରେ ଯେପରି କୌଣସି ମହଲର ଛାଇ ନ ପଡେ । ଯଦି ଏପରି ହୁଏ ତେବେ ସମ୍ପୁର୍ଣ୍ଣ ନଗର ଧ୍ୱଂସ ହୋଇଯିବ। ହେଲେ କେହି ତାଙ୍କ କଥାକୁ ଶୁଣି ନ ଥିଲେ । ଶେଷରେ ରାତାରାତି ଦିନେ ଏହି ମହଲ ସମ୍ପୁର୍ଣ୍ଣ ଧ୍ୱଂସସ୍ତୁପରେ ପରିଣତ ହୋଇଗଲା।

ଏହ ଦୁର୍ଗ ପାର୍ଶ୍ୱରେ ଅନେକ ମନ୍ଦିର ରହିଛି। ଯେଉଁଠାରେ ଭଗବାନ ସୋମେଶ୍ୱର, ହନୁମାନ, କୃଷ୍ଣେକଶବ ଓ ମା’ ମଙ୍ଗଳା ପୂଜିତ ହେଉଛନ୍ତି। ଏହା ଶୁଣି ଆପଣଙ୍କ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ ଯେ, ମନ୍ଦିର ଭଳି ପବିତ୍ର ସ୍ଥାନ ଶୂନ୍‌ଶାନ୍‌ କ’ଣ ପାଇଁ । ଏକଥା ଶୁଣିଲେ ଆହୁରି ଆଶ୍ଚର୍ଯ୍ୟ ହେବେ ଯେ, ଏଠାରେ ଥିବେ ମନ୍ଦିରଗୁଡିକ ସୁରକ୍ଷିତ ଥିବା ବେଳେ କୋଠାଗୁଡିକ ବଡ ବିଚିତ୍ର ଢଙ୍ଗରେ ଛିଡା ହୋଇଛନ୍ତି। ସମସ୍ତ ଘରର କାନ୍ଥ ଅଛି ହେଲେ କୌଣସି ଗୃହର ଛାତ ନାହିଁ । ଯେଉଁଥି ପାଇଁ ଲୋକେ ଏହାକୁ ଶ୍ରାପିତ ଅଞ୍ଚଳ ବୋଲି କହିଥାନ୍ତି।

ଆହୁରି ମଧ୍ୟ ପଢନ୍ତୁ: ଲକ୍ଷପତି ଭିକାରୀ: ଟଙ୍କା ଗଣିବାକୁ ଦିଏ ଟିପ୍

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story