ବ୍ଲୁ ହ୍ୱେଲ ଖେଳୁଥିବା ଛାତ୍ରକୁ ଉଦ୍ଧାର କଲା ପୋଲିସ୍‌

<p>ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଘାତକ ବ୍ଲୁ ହ୍ୱେଲ ପଞ୍ଝାରୁ ଉଦ୍ଧାର ହୋଇଛି ବାଲେଶ୍ୱର ଜିଲ୍ଲାର ଜଣେ ଛାତ୍ର। ୧୧ ଷ୍ଟେପ୍ ପର୍ଯ୍ୟନ୍ତ ଖେଳି ସାରିଥିବା ବାଲେଶ୍ୱର ସରକାରୀ ଆଇଟିଆଇର ଏହି ଛାତ୍ରଙ୍କୁ ଉଦ୍ଧାର କରିଛି ସହଦେବଖୁଣ୍ଟା ପୋଲିସ୍।</p> <p>ଆଜି ଓ୍ୱାର୍କସପ୍ ଚାଲୁଥିବାବେଳେ ଛାତ୍ର ଜଣକ ବ୍ଲୁ ହ୍ୱେଲ୍ ଖେଳୁଥିବା ଅନ୍ୟ ସାଙ୍ଗମାନେ ଜାଣି ଅଧ୍ୟକ୍ଷଙ୍କୁ ଖବର ଦେଇଥିଲେ। ଏହା ପରେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାଉତ ତୁରନ୍ତ ସଂପୃକ୍ତ ଛାତ୍ରଙ୍କୁ ଅଟକ ରଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ପଚରାଉଚରା କରାଯିବା ପରେ ପୋଲିସ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରିଛି। ଏହି ଘଟଣା ପରେ ଆଇଟିଆଇ କର୍ତ୍ତୃପକ୍ଷ ହଷ୍ଟେଲରେ ଯାଞ୍ଚ କରି ୩୭ଟି ମୋବାଇଲ୍ ଜବତ କରିଛନ୍ତି।</p>

Ordigital Desk
  • Published: Monday, 11 September 2017
  • Updated: 11 September 2017, 11:05 PM IST

Sports

Latest News

<p>ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଘାତକ ବ୍ଲୁ ହ୍ୱେଲ ପଞ୍ଝାରୁ ଉଦ୍ଧାର ହୋଇଛି ବାଲେଶ୍ୱର ଜିଲ୍ଲାର ଜଣେ ଛାତ୍ର। ୧୧ ଷ୍ଟେପ୍ ପର୍ଯ୍ୟନ୍ତ ଖେଳି ସାରିଥିବା ବାଲେଶ୍ୱର ସରକାରୀ ଆଇଟିଆଇର ଏହି ଛାତ୍ରଙ୍କୁ ଉଦ୍ଧାର କରିଛି ସହଦେବଖୁଣ୍ଟା ପୋଲିସ୍।</p><p>ଆଜି ଓ୍ୱାର୍କସପ୍ ଚାଲୁଥିବାବେଳେ ଛାତ୍ର ଜଣକ ବ୍ଲୁ ହ୍ୱେଲ୍ ଖେଳୁଥିବା ଅନ୍ୟ ସାଙ୍ଗମାନେ ଜାଣି ଅଧ୍ୟକ୍ଷଙ୍କୁ ଖବର ଦେଇଥିଲେ। ଏହା ପରେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାଉତ ତୁରନ୍ତ ସଂପୃକ୍ତ ଛାତ୍ରଙ୍କୁ ଅଟକ ରଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ପଚରାଉଚରା କରାଯିବା ପରେ ପୋଲିସ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରିଛି। ଏହି ଘଟଣା ପରେ ଆଇଟିଆଇ କର୍ତ୍ତୃପକ୍ଷ ହଷ୍ଟେଲରେ ଯାଞ୍ଚ କରି ୩୭ଟି ମୋବାଇଲ୍ ଜବତ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos