ଏମିତି ସ୍କୁଲ୍‌ ଯେଉଁଠି ପିଲାମାନେ ପାଉଥିବା ଦଣ୍ଡ ଦେଖିଲେ ଥରିଯିବ ଛାତି

ପିଲାମାନଙ୍କୁ ସ୍କୁଲରେ ଦଣ୍ଡ ଦିଆଯିବା କେତେ ଦୂର ଯଥାର୍ଥ ତାହା ଆଜି ବି ଏକ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। ଏମିତିରେ କୁହାଯାଏ ପିଲାଙ୍କୁ ମାରଧର କରି କିଛି ଶିଖା ଯାଇପାରିବ ନାହିଁ। କାରଣ ଏପରି କରିବା ଦ୍ୱାରା ପିଲାମାନଙ୍କ ମନରେ ଭୟ ଆସିଯାଇଥାଏ। ଏହି ଭୟ କାରଣରୁ ସେ ବାରମ୍ବାର ଭୁଲ କରିଥାଏ। କିଛି ଲୋକ ଏମିତି ଅଛନ୍ତି ଯେଉଁମାନଙ୍କର ଧାରଣା ପିଲାଙ୍କୁ ଦଣ୍ଡ ଦିଆଗଲେ ସେ ଭବିଷ୍ୟତରେ ଆଉ ଭୁଲ କରି ନଥାଏ। […]

students

students

Rakesh Mallick
  • Published: Friday, 01 December 2017
  • Updated: 01 December 2017, 11:08 AM IST

Sports

Latest News

ପିଲାମାନଙ୍କୁ ସ୍କୁଲରେ ଦଣ୍ଡ ଦିଆଯିବା କେତେ ଦୂର ଯଥାର୍ଥ ତାହା ଆଜି ବି ଏକ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। ଏମିତିରେ କୁହାଯାଏ ପିଲାଙ୍କୁ ମାରଧର କରି କିଛି ଶିଖା ଯାଇପାରିବ ନାହିଁ। କାରଣ ଏପରି କରିବା ଦ୍ୱାରା ପିଲାମାନଙ୍କ ମନରେ ଭୟ ଆସିଯାଇଥାଏ। ଏହି ଭୟ କାରଣରୁ ସେ ବାରମ୍ବାର ଭୁଲ କରିଥାଏ। କିଛି ଲୋକ ଏମିତି ଅଛନ୍ତି ଯେଉଁମାନଙ୍କର ଧାରଣା ପିଲାଙ୍କୁ ଦଣ୍ଡ ଦିଆଗଲେ ସେ ଭବିଷ୍ୟତରେ ଆଉ ଭୁଲ କରି ନଥାଏ। ଆମ ରାଜ୍ୟରେ ସମସ୍ତ ସ୍କୁଲକୁ ‘ଦଣ୍ଡ ମୁକ୍ତ ଅଞ୍ଚଳ’ ଘୋଷଣା କରାଯାଇଛି। ଅର୍ଥାତ୍ ସ୍କୁଲ ପରିସରରେ ପିଲାଙ୍କୁ କୌଣସି ପ୍ରକାର ଦଣ୍ଡ ଦିଆଯିବା ଅପରାଧ। ହେଲେ ଆଜି ଆମେ ଏମିତି ଏକ ସ୍କୁଲ୍‌ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ସାମାନ୍ୟ ଭୁଲ୍‌ ପାଇଁ ପିଲାଙ୍କୁ କଠୋରରୁ କଠୋରତମ ଦଣ୍ଡ ଦିଆଯାଇଥାଏ। ଦଣ୍ଡ ଏମିତି, ଆଖିରେ ଦେଖିଲେ ଛାତି ଥରିଯିବ।

ଏପରି ସ୍କୁଲ ରହିଛି ଚୀନ୍‌ରେ। ଏହି ସ୍କୁଲରେ ଅଜବ ନିୟମ ରହିଛି। ଯାହା କେବେ ଜଣେ ସୁସ୍ଥ ମସ୍ତିଷ୍କରେ ମଧ୍ୟ ଭାବି ପାରିବ ନାହିଁ।  ଏଠାରେ ସ୍କୁଲ ଆସିବାରେ ସାମାନ୍ୟ ବିଳମ୍ବ ହୋଇଗଲେ ପିଲାଙ୍କୁ ଓଲଟା ଲଟକାଇ ଦିଆଯାଇଥାଏ। ଏହାବାଦ୍‌ କ୍ଲାସ୍‌ ଚାଲିଥିବା ସମୟରେ କୌଣସି ସହପାଠୀ ସହ କଥା ହେଉଥିବା ବେଳେ ଧରାପଡ଼ି ଗଲେ ପିଲାଙ୍କୁ ହାତକୁ ଉପରକୁ କରି ଛିଡା କରି ଦିଆଯାଇଥାଏ। ଏପରିକି ଅନ୍ୟ କୌଣସି ଭୁଲ କଲେ ଖେଳ ପଡିଆରେ ଚକ୍କର କାଟିବାକୁ ନିର୍ଦ୍ଦେଶ ଦିଆଯାଇଥାଏ।

legକେବଳ ଏତିକି ନୁହେଁ ପିଲାଙ୍କୁ କଷ୍ଟ ଦେବାକୁ ମଟର ଉପରେ ଆଣ୍ଠେଇ ଦିଆଯାଇଥାଏ। ମଟର ଉପରେ ଆଣ୍ଠେଇ ପିଲାମାନଙ୍କ ଗୋଡ଼ରେ ଛିଦ୍ର ହୋଇଯାଏ, ଯାହା ଅତ୍ୟନ୍ତ ଭୟଙ୍କର।

ବିଶ୍ୱରେ ଏମିତି ବହୁତ ସ୍କୁଲ ଅଛି, ଯେଉଁଠି ପିଲାମାନଙ୍କୁ ଭୟଙ୍କର ଦଣ୍ଡ ଦିଆଯାଇଥାଏ। ଏପରି ଦଣ୍ଡ ପାଇଁ ବିଶ୍ୱରେ ଏସିଆ ମହାଦେଶର ବହୁ ଦେଶ ବଦନାମ ମୁଣ୍ଡାଇଛନ୍ତି।

ଏକ ମିଡିଆ ରିପୋର୍ଟ ଅନୁସାରେ ଇଂଲଣ୍ଡରେ ଦୁଇ ଜଣ ପିଲାଙ୍କୁ ବେଷ୍ଟ ଫ୍ରେଣ୍ଡ ହେବାକୁ ଦିଆଯାଇ ନଥାଏ। ଏପରି ନିୟମ ପାଇଁ ତର୍କ ଦିଆଯାଇଥାଏ ଯେ ଯଦି ଗୋଟିଏ ପିଲା ଜଣଙ୍କ ସହ ମିଶିବ ତେବେ ସେ ଅନ୍ୟ ପିଲାମାନଙ୍କ ସହ ମିଶି ପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story