କଲମ ବିକ୍ରେତାରୁ ସଫଳ ଉଦ୍ୟୋଗପତି: ଜାଣନ୍ତୁ ‘ସୁ-କାମ୍‌’ କମ୍ପାନୀ ମୁଖ୍ୟଙ୍କ ସଂଘର୍ଷର କାହାଣୀ

ନୂଆଦିଲ୍ଲୀ: ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ କୁଅଁର ସଚଦେବ। ମାତ୍ର ୧୫ ବର୍ଷ ବୟସରେ ସଫଳତାର ସିଡି ଚଢିବାକୁ ସେ ଉଦ୍ୟମ ଆରମ୍ଭ କରିଥିଲେ। ବଡଭାଇଙ୍କ ସହ ମିଶି ସାଇକେଲରେ ବୁଲି ବୁଲି ପେନ୍ ବିକ୍ରି କରି ବ୍ୟବସାୟୀ ଜୀବନର ଅୟମାରମ୍ଭ ହୋଇଥିଲା ତାଙ୍କର । ତା ପରେ କେବୁଲ କମ୍ୟୁନିକେସନ୍ ବ୍ୟବସାୟ ଆଉ ଏବେ ସୁ-କାମ(ସୋଲାର ଇନୋଭଟର) ପାୱାର କମ୍ୟୁନିକେସନର ଏମ୍‌ଡି ଭାବେ ସେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ମେକଇନ୍ ଇଣ୍ଡିଆ […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 06:12 PM IST

ନୂଆଦିଲ୍ଲୀ: ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ କୁଅଁର ସଚଦେବ। ମାତ୍ର ୧୫ ବର୍ଷ ବୟସରେ ସଫଳତାର ସିଡି ଚଢିବାକୁ ସେ ଉଦ୍ୟମ ଆରମ୍ଭ କରିଥିଲେ। ବଡଭାଇଙ୍କ ସହ ମିଶି ସାଇକେଲରେ ବୁଲି ବୁଲି ପେନ୍ ବିକ୍ରି କରି ବ୍ୟବସାୟୀ ଜୀବନର ଅୟମାରମ୍ଭ ହୋଇଥିଲା ତାଙ୍କର । ତା ପରେ କେବୁଲ କମ୍ୟୁନିକେସନ୍ ବ୍ୟବସାୟ ଆଉ ଏବେ ସୁ-କାମ(ସୋଲାର ଇନୋଭଟର) ପାୱାର କମ୍ୟୁନିକେସନର ଏମ୍‌ଡି ଭାବେ ସେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ମେକଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଜଣେ ସଫଳ ଉଦ୍ୟୋଗପତି ଭାବେ ବୋଧହୁଏ କୁଅଁର ହେଉଛନ୍ତି ସବୁଠାରୁ ବଡ ଓ ସର୍ବୋତ୍କୃଷ୍ଟ ଉଦାହରଣ ।

ମଧ୍ୟବିତ୍ତ ପରିବାରର ଦୁଃଖ, ଯନ୍ତ୍ରଣା ତଥା ଅଭାବକୁ ସେ କେବେବି ନିଜ ସଫଳତାର ରାସ୍ତାର ଆସିବାକୁ ଦେଇନାହାନ୍ତି । ଅନେକ ବାଧା, ବିଘ୍ନ ସେତ୍ୱେ ସେ ନିଜ ପଥେର ଅଗ୍ରସର ହୋଇଛନ୍ତି । ସୁ-କାମ ସଂସ୍ଥାର ପରିଚାଳନା ପାଇଁ ୧୯୯୮ରେ ସେ ନୂଆଦିଲ୍ଳୀରେ କାମ ଆରମ୍ଭ କରନ୍ତି । ଏହା ପୂର୍ବରୁ ଏକ ଚ୍ୟାଲେଞ୍ଜ ଭାବେ ସେ ନିଜ ପ୍ରତିଷ୍ଠିତ କେବୁଲ ବ୍ୟବସାୟକୁ ବନ୍ଦ କରିଦିଅନ୍ତି । ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଇ ଏବେ ସେ ଜଣେ ସଫଳ ବ୍ୟବସାୟୀ ।

ତ୍ୱରିତ ଭାବେ ବିକଶିତ ହେଉଥିବା ଦେଶର ୫ଶହ କମ୍ପାନୀ ଭିତରେ ଆଜି ନିଜ ନାଁକୁ ସ୍ଥାନୀତ କରିପାରିଛି ସୁ-କାମ । ଯାହାର ସଫଳତା ପାଇଁ କୁଅଁର ମଧ୍ୟ  ଜଣେ ସଫଳ ଉଦ୍ୟୋଗପତି ଭାବେ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story